Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାବାଙ୍କ ଦର୍ଶନ ସହ କଲେ ରୁଦ୍ରାଭିଷେକ

ଦିଲ୍ଲୀ: କେଦାରନାଥ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେଦାରନାଥରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଛନ୍ତି। ପୂଜାର୍ଚ୍ଚନା କରିବା ସହ ଦେଶର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ଫୁଟର ଉଚ୍ଚ ଆଦି…

ରାଜଧାନୀ ଦିଲ୍ଲୀରେ ବଢ଼ିଲା ପ୍ରଦୂଷଣ, ଧୂଆଁ ଧୂଆଁ ଆକାଶ

ନୂଆଦିଲ୍ଲୀ : ପୁଣି ଚିନ୍ତା ବଢ଼ାଇଲା ଦିଲ୍ଲୀର ବାୟୁ ପ୍ରଦୂଷଣ । ଚଳିତ ବର୍ଷ ପ୍ରଥମ ଥର ଲାଗି ବାୟୁର ଗୁଣବତ୍ତା ବ୍ୟାପକ ହ୍ରାସ ପାଇଛି । ସାମଗ୍ରିକ ବାୟୁ ଗୁଣବତ୍ତା ବା ଏକ୍ୟୁଆଇ ୩୦୩ରେ ପହଞ୍ଚିଛି ବୋଲି ସୂଚନା ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । କେବଳ ଦିଲ୍ଲୀ ନୁହେଁ,…

ଜୋରସୋରରେ ଆଣବିକ କାର୍ଯ୍ୟକ୍ରମ ଜାରି ରଖିଛି ଚୀନ, ଉଦବେଗ ପ୍ରକାଶ କଲା ଆମେରିକା

ନୂଆଦିଲ୍ଲୀ : ଜୋରସୋରରେ ଆଣବିକ କାର୍ଯ୍ୟକ୍ରମ ଜାରି ରଖିଛି ଚୀନ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ଆମେରିକା । ଚୀନର ଆଣବିକ କାର୍ଯ୍ୟକ୍ରମ ଏତେ ଦ୍ରୁତ ଗତିରେ ଆଗେଇଛି ଯେ, ଆସନ୍ତା ୨୦୨୭ ସୁଦ୍ଧା ଦେଶରେ ୭୦୦ରୁ ଅଧିକ ଆଣବିକ ଅସ୍ତ୍ର ଠୁଳ ହୋଇପାରିବ । ଏପରିକି ୨୦୩୦ ସୁଦ୍ଧା ଏହି…

ବଜାରରେ ଉପଲବ୍ଧ ହେଲା ଜିଓ ଫୋନ୍ ନେକ୍ସଟ

ଭୁବନେଶ୍ବର : ଆଜିଠୁ ଭାରତୀୟ ବଜାରରେ ଉପଲବ୍ଧ ହେଲା ଶସ୍ତା ଫୋନ୍ । ଜିଓ ଏବଂ ଗୁଗୁଲ ଦ୍ବାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟ ଫୋନ ଜିଓ ଫୋନ ନେକ୍ସଟ ଆଜିଠୁ ବଜାରରେ ଉପଲବ୍ଧ ହୋଇଛି । ରିଲାଏନ୍ସ ରିଟେଲର ଜିଓମାର୍ଟ ଡିଜିଟାଲ ନେଟଓ୍ବର୍କରେ ଏହି ସ୍ମାର୍ଟ ଫୋନ ଉପଲବ୍ଧ ହେଉଛି ।…

ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜମ୍ମୁକାଶ୍ମୀର : ଆଜି ପବିତ୍ର ଦୀପାବଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କଶ୍ମୀରରେ ଦୀପାବଳି ଉତ୍ସବ ପାଳନ କରିବେ। ଜମ୍ମୁକଶ୍ମୀର ନୌଶେରା ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଥିବା ଯବାନ ମାନଙ୍କ ସହ ଦୀପାବଳି ପାଳନ କରିବେ ମୋଦି।ଏନେଇ ମୋଦି ଆଜି ଜମ୍ମୁ କଶ୍ମୀର ରଜୌରୀରେ…

ନିଆରା ସଉକ, ଟାଟୁ କରି ଟିକଟକରେ ଭାଇରାଲ ହେଲେ ୮୨ବର୍ଷର ବୃଦ୍ଧା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୟସ ବଢ଼ିଗଲେ ଯେ ନୂଆ କିଛି କରିବାର ଇଚ୍ଛା ମରିଯାଏ, ତାହା ନୁହେଁ। ଏବେବି ଅନେକ ଲୋକ ଜୀବନକୁ ଖୁସିର ସହ ଜିଇଁବା ପାଇଁ ଇଚ୍ଛା କରିଥାନ୍ତି। ଆଉ ସେମାନେ ଅନ୍ୟମାନଙ୍କୁ ଦେଇଯାଆନ୍ତି ପ୍ରେରଣା। ହଁ ଆଞ୍ଚା, ଆମେ ଏହିପରି ଏକ ମହିଳାଙ୍କୁ ଆପଣଙ୍କ ସାମ୍ନାକୁ ଆଣୁଛୁ, ଯିଏ…

୪୦୦୦ ବର୍ଷ ତଳର ୩୦୦ ମମ୍ମିଙ୍କ ଖୋଲିଲା ରହସ୍ୟ

ବେଜିଂ: ଚୀନର ତକଲାମାକନର ଗୁବନ୍ଦରେ ୧୯୯୦ରେ ମିଳିଥିବା ୪୦୦୦ ବର୍ଷ ତଳର ୩୦୦ ମମ୍ମିଙ୍କ ରହସ୍ୟ ଉଜାଗର ହୋଇଛି । ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଚୀନର ପଶ୍ଚିମରେ ଥିବା କାଲା ସାଗର ଅଂଚଳରୁ ଏହି ବ୍ୟକ୍ତିମାନେ ଆସିଥିବା ଅନୁମାନ କରିଥିଲେ । କାରଣ ଏହି ମମିମାନଙ୍କ ପୋଷାକ ପରିଧାନ ଏବଂ ଚେହେରାର…

ଏଲଏସିରେ ଚୀନ ମଜଭୁତ କରୁଛି ଫାଇବର ଅପ୍ଟିକ ନେଟୱର୍କ

ୱାଶିଂଟନ:ସାରା ବିଶ୍ୱ କରୋନା ମହାମାରୀ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଚୀନ କିନ୍ତୁ ଭାରତ ବିରୋଧରେ ରଚି ଚାଲିଥିଲା ଷଡଯନ୍ତ୍ର । ଏହାର ଖୁଲାସା କରିଛି ଆମେରିକା ପ୍ରତିରକ୍ଷା ବିଭାଗ ପେଂଟାଗନର ରିପୋର୍ଟ । ଏହି ସମୟ ମଧ୍ୟରେ ପଶ୍ଚିମ ହିମାଳୟର ଦୁର୍ଗମ ଅଂଚଳରେ ଚୀନ ଫାଇବର ଅପ୍ଟିକ ନେଟୱର୍କ…

କମିଲା ପେଟ୍ରୋଲ ଓ ଡ଼ିଜେଲ ଦର

ଦିଲ୍ଲୀ: ଦେଶବାସୀଙ୍କୁ ଦୀପାବଳିର ଭେଟି। କମିଲା ପେଟ୍ରୋଲ ଓ ଡ଼ିଜେଲ ଦର। କେନ୍ଦ୍ର ସରକାର ଏକସାଇଜ ଡ଼୍ୟୁଟି କମାଇବା ପରେ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଓ ଡ଼ିଜେଲ ଦର କମିଛି। ରାତି ୧୨ଟାରୁ ଲାଗୁ ହେଲା ପେଟ୍ରୋଲ ଓ ଡ଼ିଜେଲର ନୂଆ ଦର। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ ପଇସା ଓ ଡ଼ିଜେଲ…

କେନ୍ଦ୍ର ସରକାର ହ୍ରାସ କଲେ ଏକ୍ସସାଇଜ ଡ୍ୟୁଟି: ଓଡିଶାରେ ପେଟ୍ରୋଲ ୬ଟା ୬୦, ଡିଜେଲ ୧୨ ଟଙ୍କା ୮୦ କମିପାରେ

ଭୁବନେଶ୍ୱର: କେନ୍ଦ୍ର ସରକାର ଆଜି ପେଟ୍ରୋଲ ଲିଟର ପିଛା ୫ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି କମାଇଛନ୍ତି । ନଭେମ୍ବର ୪ ତାରିଖରୁ ଦେଶରେ ଏହି ନୂତନ ଦର ଲାଗୁ ହେବ । ପ୍ରାରମ୍ଭିକ ଆକଳନରେ ଓଡିଶାରେ ପେଟ୍ରୋଲ ଲିଟର ପିଛା ୬ଟା ୬୦ ଏବଂ ଡିଜେଲ ୧୨ ଟଙ୍କା ୮୦ ପଇସା…