Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଭିଡ୍‌ ମୁକାବିଲା; ପଦ୍ମ ପୁରସ୍କାର ପାଇଁ ୩ ଡାକ୍ତରଙ୍କ ନାଁ ସୁପାରିଶ୍‌ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: କୋଭିଡ୍‌ ମୁକାବିଲାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ୩ ଜଣ ଡାକ୍ତରଙ୍କ ନାଁ ପଦ୍ମ ପୁରସ୍କାର ପାଇଁ ସୁପାରିଶ୍‌ କରିଛନ୍ତି ଦିଲ୍ଲୀ ସରକାର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀ ସରକାର ଡ।. ଶିବ କୁମାର ସରିନ, ଡ।. ସୁରେଶ କୁମାର ଏବଂ ଡ।. ସନ୍ଦୀପ…

ଶିଶୁଙ୍କଠାରେ ବଢୁଛି ପୋଷ୍ଟ କୋଭିଡ୍‌ ସଂକ୍ରମଣ; ୫ ମାସରେ ୪ ଶିଶୁ ମୃତ

ଥିରୁବନନ୍ତପୁରମ୍‌: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ପାଞ୍ଚ ମାସ ମଧ୍ୟରେ କେରଳରେ ମଲ୍ଟି-ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ-ଇନ୍ ଚାଇଲ୍ଡ (MIS-C) ଦ୍ୱାରା ୪ ଶିଶୁଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ ରୁ ଅଧିକ ସଂକ୍ରମିତ ହୋଇଛନ୍ତି। କରୋନା ପରବର୍ତ୍ତୀ ସଂକ୍ରମଣ ଏବେ ରାଜ୍ୟ ପାଇଁ…

ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ବଢାଇଲା ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ବଢାଇଲା ଭାରତ। କରୋନାଭାଇରସ୍ ବୃଦ୍ଧି ଯୋଗୁ ବିମ‌ାନ ଚଳାଚଳ ଉପରେ ରୋକ୍‌ ଲଗାଯାଇଥିଲା। ଏହି ସ୍ଥଗିତାଦେଶକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ରବିବାର ଦିନ…

‘ସ୍ୱଚ୍ଛତା’ ତାଲିକାରେ ପ୍ରଥମ ସ୍ଥାନରେ ‘ଇନ୍ଦୋର’; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଦେଶର 'ସ୍ୱଚ୍ଛତା' ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଇନ୍ଦୋର। ଯାହାକୁ ନେଇ ଆଜି ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ବର୍ଷ ଧରି ଇନ୍ଦୋର ଏପରି ସଫଳତାକୁ ନେଇ ପ୍ରଶଂସା କରିଥିଲେ। ସେ 'ମନ୍ କୀ ବାତ୍' କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା…

ଟିଟିପି ପ୍ରସଙ୍ଗରେ ପାକିସ୍ତାନକୁ ତାଲିବାନର ବଡ଼ ଝଟ୍‌କା

ନୂଆଦିଲ୍ଲୀ: ପାକିସ୍ତାନକୁ ତାଲିବାନର ବଡ଼ ଝଟ୍‌କା। ଯେଉଁ ଆଶାରେ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଥିଲା ସବୁ ଆଶା ପାଣିରେ ମିଳେଇଗଲା। ପାକିସ୍ତାନ ଚାହୁଁଥିଲା ଯେ ତାଲିବାନ ତେହେରିକ-ଇ-ତାଲିବାନକୁ ଏହାର ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ, କିନ୍ତୁ କାବୁଲକୁ କାବୁ କରିଥିବା ସଂଗଠନ…

୨୧,୪୦୦ ଫୁଟ ଉଚ୍ଚ ହଟ୍‌ ଏୟାର୍‌ ବେଲୁନ୍‌ରେ ଚାଲିଲେ ବ୍ୟକ୍ତି

ସୋମେରସେଟ: ହଟ୍‌ ଏୟାର୍‌ ବେଲୁନ୍‌ରେ ଯାତ୍ରା କରିବା ଯେତିକି ଭୟାନକ ସେତିକି କୌତୁହଳ ମଧ୍ୟ। ଭୂପୃଷ୍ଠରୁ ୨୦ ହଜାର ଫୁଟ ଉପରେ ଚାଲିବା ନିଶ୍ଚିତ ରୂପେ ଏକ ଦୁଃସାହସିକ କାର୍ଯ୍ୟ। ମାଇକ୍ ହାୱାର୍ଡ ନାମକ ଜଣେ ବ୍ୟକ୍ତି ଏପରି ଏକ ଚମତ୍କାର କରି ଦେଖାଇଛନ୍ତି। ୨୦୦୪ର ଏକ ପୁରୁଣା ଭିଡିଓ…

୪ ମାସ ମଧ୍ୟରେ ଦେଶ ଛାଡିବେ ପ୍ରାୟ ୫ ଲକ୍ଷ ଆଫଗାନୀ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ହାଇ କମିଶନର୍ (UNHCR) ଶରଣାର୍ଥୀଙ୍କ ପାଇଁ ପୂର୍ବାନୁମାନ କରିଛି ଯେ ତାଲିବାନର ଆଫଗାନିସ୍ତାନର ଦଖଲ ପରେ ରାଜନୈତିକ ଅନିଶ୍ଚିତତା ହେତୁ ଆସନ୍ତା ଚାରି ମାସ ମଧ୍ୟରେ ପ୍ରାୟ ୫ ଲକ୍ଷ ଆଫଗାନୀ ଦେଶ ଛାଡିବେ। ଡେପୁଟି ହାଇ କମିଶନର କେଲି ଟି କ୍ଲେମେଣ୍ଟସ…

୩୬ ଘଣ୍ଟାରେ କାବୁଲ ଏୟାରପୋର୍ଟରେ ହୋଇପାରେ ଆତଙ୍କୀ ହମଲା, ସତର୍କ କରାଇଲେ ବାଇଡେନ୍

କାବୁଲ: ଆମେରିକା ସେନା ପ୍ରତ୍ୟାହାର ଡେଡଲାଇନ୍ ସରି ସରି ଆସୁଛି । ଆଉ ଦୁଇ ଦିନ ପରେ କାବୁଲରୁ ଫେରିଯିବେ ଆମେରିକା ସୈନ୍ୟ । ତାପୂର୍ବରୁ କାବୁଲ ଏୟାରପୋର୍ଟରେ ପୁଣି ଥରେ ଆତଙ୍କବାଦୀ ହମଲା ହୋଇପାରେ । ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ହମଲା ଆଶଙ୍କା ରହିଛି । ସୁରକ୍ଷା ସ୍ଥିତିର ଯାଞ୍ଚ ପରେ…

ଟୋକିଓ ପାରାଲିମ୍ପିକ୍ସ ଟେବୁଲ୍ ଟେନିସରେ ରୌପ୍ୟ ଜିତିଲେ ଭାବିନାବେନ୍ ପଟେଲ୍

ଟୋକିଓ: ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳି ଭାବିନାବେନ୍ ପଟେଲ୍ । ରୌପ୍ୟ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ସେ ଭାରତକୁ ଭେଟି ଦେଇଛନ୍ତି ପ୍ରଥମ ମେଡାଲ୍ । ସେହିପରି ଟେବୁଲ ଟେନିସରେ ଅଲିମ୍ପିକ୍ସ ମେଡାଲ ଜିତିବାରେ ପ୍ରଥମ ଭାରତୀୟ କ୍ରୀଡ଼ାବିତ…

ଅଧିକ ଟଙ୍କାର ଚେକ୍ ଦେଉଥିଲେ ହୁଅନ୍ତୁ ସାବଧାନ, ନଚେତ୍ ବାଉନସ ହେବ ଚେକ୍

ନୂଆଦିଲ୍ଲୀ : ଅଧିକ ଟଙ୍କାର ଚେକ୍ ଦେଉଥିଲେ ଏଣିକି ହୁଅନ୍ତୁ ସାବଧାନ । ଚେକ୍ ସମ୍ପର୍କରେ ବ୍ୟାଙ୍କକୁ ଅବଗତ ନକଲେ ବାଉନସ ହୋଇପାରେ ଆପଣଙ୍କ ଚେକ୍ । ଦିନକୁ ଦିନ ବ୍ୟାଙ୍କ ଜାଲିଆତି ସଂଖ୍ୟା ବଢୁଥିବାରୁ ଏଭଳି ନିୟମ ଆପଣାଇବା ଲାଗି ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ ।…