Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଣ ଫୁଟାଇବାରୁ ପିଲାମାନଙ୍କୁ ବଞ୍ଚିତ କରିବା ପ୍ରଦୂଷଣ ନିରାକରଣର ସମାଧାନ ନୁହେଁ; ସଦଗୁରୁ

ନୂଆଦିଲ୍ଲୀ: ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁ ଜାଗି ବାସୁଦେବ ବାଣ ବ୍ୟାନ୍‌କୁ ବିରୋଧ କରିଛନ୍ତି। ପିଲାମାନଙ୍କୁ ବାଣ ଫୁଟାଇବାରୁ ନରୋକିବା ଲାଗି ଭିଡିଓ ଜାରି କରି କହିଛନ୍ତି ସଦ୍‌ଗୁରୁ। ବୁଧବାର ପୋଷ୍ଟ କରାଯାଇଥିବା ଏକ ଟୁଇଟରେ ସେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତିତ ଥିବା ସମସ୍ତ…

କରୋନା ସଂକ୍ରମଣ ହ୍ରାସ କରିପାରେ ଏହି ଆଣ୍ଟିବଡି

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଏକ ଆଣ୍ଟିବଡି ଚିହ୍ନଟ କରିଛନ୍ତି ଏବଂ ପରୀକ୍ଷଣ କରିଛନ୍ତି ଯାହା ବିଭିନ୍ନ କରୋନା ଭାଇରସ ସଂକ୍ରମଣକୁ ହ୍ରାସ କରିଥାଏ। ସାଇନ୍ସ ଟ୍ରାନ୍ସଲେସନାଲ ମେଡିସିନ୍ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ SARS-CoV-1 ଭୂତାଣୁ ସଂକ୍ରମିତ ରୋଗୀଙ୍କଠାରୁ ଏବଂ…

[ଭିଡିଓ] ଆରତୀଙ୍କୁ ପାଠ ପଢାଇବେ ଅନୁପମ ଖେର, ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ଅନୁପମ ଖେର, ଏମିତି ଜଣେ ଅଭିନେତା ଯିଏ କି ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ନିକଟରେ ଅନୁପମ ସେୟାର କରିଥିବା ଏକ ଭିଡିଓକୁ ବହୁ ସଂଖ୍ୟାର ଲୋକେ ତାରିଫ କରିଛନ୍ତି । ତେବେ ଏହି ଭିଡିଓ ପଛର ଘଟଣା ଅନେକଙ୍କୁ ଚକିତ କରିଛି ।ନିକଟରେ ଅନୁପମ କାଠମାଣ୍ଡୁ…

ଦୀପାବଳିରେ ୧୦କ୍ୱିଣ୍ଟାଲ ଫୁଲରେ ସଜେଇ ହେଲା ବଦ୍ରିନାଥ ମନ୍ଦିର

ଉତ୍ତରାଖଣ୍ଡ: ଦିପାବଳୀ ଅବସରରେ ବଦ୍ରିନାଥ ଧାମରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ଉତ୍ତରାଖଣ୍ଡର ବଦ୍ରିନାଥ ମନ୍ଦିରକୁ ଫୁଲରେ ସଜା ହୋଇଛି। ୧୦କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ବାବାଙ୍କ ମନ୍ଦିର। ଦୀପାବଳି ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ରିତୀନୀତି କରାଯାଉଛି। ପ୍ରତିବର୍ଷ ଦୀପାବଳିରେ…

ଚାରି ବନ୍ଧୁଙ୍କ ନିଆରା ଉଦ୍ୟମ “ଇମାଜିନ୍ କ୍ଲଥ୍‌ସ ବ୍ୟାଙ୍କ”

ବେଙ୍ଗାଳୁରୁ: ମହତ କଳ୍ପନା, ଅବିଶ୍ରାନ୍ତ ଚେଷ୍ଟା ଓ ୪ ବନ୍ଧୁଙ୍କ ଦୃଢ ଇକ୍ତାଶକ୍ତି ବଳରେ ଅଭାବୀ ଲୋକଙ୍କ ପାଇଁ ଖୋଲିଛି ଇମାଜିନ୍ କ୍ଲଥ୍ ବ୍ୟାଙ୍କ । ଏହି ବ୍ୟାଙ୍କରେ ଅଭାବୀ ତଥା ଗରିବ ଲୋକଙ୍କୁ କପଡା କିଣିବାକୁୁ ସୁଯୋଗ ମିଳିଥାଏ । ଯେ କେହି ବି ଏହି ବ୍ୟାଙ୍କରୁ ମାତ୍ର ୧ ଟଙ୍କା ବିନିମୟରେ…

କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ରାଜସ୍ଥାନ ପ୍ୟାଲେସରେ କରିବେ ବିବାହ

ମୁମ୍ବାଇ : ବଲିଉଡରେ ବାଜିବ ଶାହାନାଇ। ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହକୁ ନେଇ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଗଲାଣି । ଶୁଣିବାକୁ ମିଳୁଛି ଯେ ଦୁହେଁ ଆସନ୍ତା ଡିସେମ୍ବର ୬ ରେ ବିବାହକରିବାକୁ ଯାଉଛନ୍ତିା କ୍ୟାଟ୍ରିନାଙ୍କ ଲେହେଙ୍ଗା ଡିଜାଇନ ଠାରୁ ଆରମ୍ଭ କରି…

ଆତ୍ମଘାତୀ ବିସ୍ଫୋରଣରେ ହକ୍କାନୀ ନେଟୱର୍କର ମୁଖ୍ୟ କମାଣ୍ଡରଙ୍କ ମୃତ୍ୟୁ

କାବୁଲ: କାବୁଲରେ ଏକ ଆତ୍ମଘାତୀ ବିସ୍ଫୋରଣରେ ପାକିସ୍ତାନ ସମର୍ଥୀତ ହକ୍କାନୀ ନେଟୱର୍କର ମୁଖ୍ୟ କମାଣ୍ଡର ହମଦୁଲ୍ଲା ମୁଖଲିସଙ୍କ ମୃତ୍ୟୁ ଘଟିଛି । ଆଫଗାନିସ୍ତାନକୁ ତାଲିବାନ କବଜାକୁ ନେବା ପରେ ହମଦୁଲ୍ଲା ରାଷ୍ଟ୍ରପତି ଅଶ୍ରଫ ଘନିଙ୍କ କାର୍ଯ୍ୟାଳୟ ବାହାରେ ଥିବା ରାସ୍ତାରେ ପ୍ରଥମ ବ୍ୟକ୍ତି…

ଅଯୋଧ୍ୟାରେ ଦୀପତ୍ସୋବ, ସନ୍ଧ୍ୟାରେ ଜଳିବ ୧୨ଲକ୍ଷ ଦୀପ

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ଦୀପତ୍ସୋବ ଭାବେ ପରିଚିତ ଦୀପାବଳୀ ଉତ୍ସବର ଉଦଘାଟନ କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭଗବାନ ରାମଙ୍କ ନଗରୀ ଅଯୋଧ୍ୟା ପୁଣି ଭକ୍ତିର ଶକ୍ତିରେ ଚମକି ଉଠୁଛି। କିଛି ବର୍ଷ ହେଲା ଦୀପାବଳି ଆସିଲେ ଏହି ଆଭା ଦେଖିବା ପାଇଁ ମିଳିଥାଏ। ଚଳିତବର୍ଷ ଦୀପାବଳିରେ…

ଆର୍ୟନ୍‌ଙ୍କୁ ବଞ୍ଚାଇବା ଲାଗି ୫୦ ଲକ୍ଷ ଦେଇଥିଲେ ଶାହାରୁଖଙ୍କ ମ୍ୟାନେଜର ପୂଜା

ମୁମ୍ବାଇ: ଆର୍ୟନ୍‌ଙ୍କୁ ଜେଲ୍‌ରୁ ମୁକୁଳିବା ଲାଗି ପାଇଁ ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନି ଡ୍ରଗ୍-କ୍ରୁଜ୍ ମାମଲାର ସାକ୍ଷୀ କେ ପି ଗୋସାଭିଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବୋଲି ସାମ ଡି’ସୁଜା ଏକ ଟେଲିଭିଜନ ସାକ୍ଷାତକାରରେ ଦାବି କରିଛନ୍ତି। ଜଣେ ବ୍ୟବସାୟୀ, ଡି’ସୁଜା…

ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ବ୍ୟବହାର ବ୍ୟାନ୍‌ କଲା ତାଲିବାନ

କାବୁଲ: ତାଲିବାନ ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛି ଏବଂ ଏହି ଆଦେଶ ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ବୋଲି ସୂଚନା ମିଳିଛି। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍‌ଙ୍କ ବିବୃତ୍ତିରେ କହିଛନ୍ତି ଯେ…