Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରୁ ଜବତ ହେଲା ୪୨୫୦ କୋଟି ମୂଲ୍ୟର କାଲିଫୋର୍ଣ୍ଣିୟମ

କୋଲକାତା: ପଶ୍ଚିମବଙ୍ଗରେ ସିଆଇଡି ପକ୍ଷରୁ ଚଢ଼ାଉ କରାଯାଇ ୪୨୫୦ କୋଟି ଟଙ୍କା ମୂଲ୍ୟର କାଲିଫୋର୍ଣ୍ଣିୟମ ଜବତ କରାଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ୨୫୦ କିଲୋଗ୍ରାମର ଏହି ରେଡିଓ ଆକ୍ଟିଭ ଧାତୁ ୨ ଜଣ ବ୍ୟକ୍ତି ନେଇ କରି ଯାଉଥିଲେ । ସେମାନଙ୍କ ନାମ ହେଲା…

ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ରାୟପୁର: ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି । ଦାମ୍ପତ୍ୟ ଦୁଷ୍କର୍ମ ଅଭିଯୋଗ ମାମଲାର ଏକ ଶୁଣାଣୀ କରି ମାନ୍ୟବର କୋର୍ଟ ଏହି ରାୟ ଶୁଣାଇବା ସହ ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆଇନଗତ ଉପାୟରେ ବିବାହ…

[ଭିଡିଓ] ମୋବାଇଲ ଧରି ଚମ୍ପଟ୍ ମାରିଲା ଶୁଆ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ଧରି ଗୋଟିଏ ଶୁଆ ଉଚ୍ଚ ଆକାଶରେ ଉଡିବା ଦେଖାଯାଇପାରେ । ତେବେ ସବୁଠୁ ମଜାଦାର ଘଟଣା ହେଉଛି ଏହି ସମସ୍ତ ଦୃଶ୍ୟ ସେହି ମୋବାଇଲରେ ହିଁ କଏଦ ହୋଇଥିଲା । Parrot takes…

TOLO ନ୍ୟୁଜ୍ ରିପୋର୍ଟରଙ୍କୁ ନିସ୍ତୁକ ପିଟିଲେ ତାଲିବାନୀ

କାବୁଲ: ଆଫଗାନିସ୍ତାନ କବଜା ପରେ ତାଲିବନର ବର୍ବରତା ବଢ଼ିଲାଣି । ଟୋଲୋ ନ୍ୟୁଜର ଜଣେ ସାମ୍ବିଦିକଙ୍କୁ ତାଲିବାନୀ ମାଡ଼ ମାରିଛନ୍ତି । ତାଙ୍କ ନାଁ ଜାୟର ଖାନ୍ ୟାଦ୍ । ତେବେ ତାଙ୍କୁ ତାଲିବାନ ହତ୍ୟା କରିଥିବା କିଛି ସମୟ ପୂର୍ବରୁ ଖବର ଆସିଥିଲା । ଯାହାକୁ ନିଜେ ଜାୟର ଖଣ୍ଡନ କରିଛନ୍ତି । ସେ…

କାବୁଲ ବିମାନ ବନ୍ଦରରେ ଅସହାୟ ସ୍ଥିତି: ପାଣି ବୋତଲକୁ ୩୫୦୦, ଭାତ ପ୍ଲେଟକୁ ୭୫୦୦ ଦେବାକୁ ପଡୁଛି

କାବୁଲ: କାବୁଲ ବିମାନ ବନ୍ଦରରେ ଅସହାୟ ସ୍ଥ୍‌ିତି ସୃଷ୍ଟି ହୋଇଛି । ତାଲିବାଦ ଅଧିକାରକୁ ଆସିବା ପରେ ଦେଶ ଛାଡିବା ପାଇଁ ସ୍ଥାନୀୟ ଲୋକ ଏବଂ ବିଦେଶୀମାନେ କାବୁଲ ବିମାନ ବନ୍ଦରରେ ଦିନ ରାତି ଏକକାର କରି ପଡି ରହିଛନ୍ତି । ଏକ ରିପୋର୍ଟ ଅନୁସାରେ ପାଣି ବୋତଲ ୪୦ ଡଲାର (୩୦୦୦ ଟଙ୍କା) ଏବଂ ଭାତ…

ଦେଶରେ କରୋନାର ଲମ୍ବା ଡିଆଁ: ଆଜି ୪୬ ହଜାର ପଜିଟିଭ୍, ଚିନ୍ତା ବଢ଼ାଇଲାଣି କେରଳ

ନୂଆଦିଲ୍ଲୀ: ଦେଶରେ ଗତ ଦୁଇ ଦିନ ହେବ ଦୈନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତକାଲି ଅପେକ୍ଷା ଆଜି ପାଖାପାଖି ୧୦ ହଜାର ନୂଆ କେସ୍ ସାମନାକୁ ଆସିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୪୬ହଜାର ୧୬୪ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୭ହଜାର ୫୯୩ । ୨୪ ତାରିଖରେ…

ତାଜିକସ୍ତାନର ବଡ ବୟାନ: ବଳପୂର୍ବକ ଆସିଥିବା ସରକାରକୁ ମାନ୍ୟତା ଦେବୁନି

କାବୁଲ: ତାଜିକସ୍ତାନ ଆଜି ଆଫଗାନିସ୍ତାନ ଓ ତାଲିବାନ ଘଟଣାରେ ବଡ ବୟାନ ଦେଇଛି । ବଳପୂର୍ବକ କ୍ଷମତାକୁ ଆସିଥିବା ଆତଙ୍କବାଦୀଙ୍କୁ କେବେ ହେଲେ ମାନ୍ୟତା ଦେବୁ ନାହିଁ ବୋଲି ତାଜିକସ୍ତାନର ରାଷ୍ଟ୍ରପତି ଇମୋମଲି ରାହମୋନ କହିଛନ୍ତି । ପଂଜଶିର ଘାଟିରେ ତାଜିକସ୍ତାନର ସେନା ସହଯୋଗ କରୁଛନ୍ତି ।…

ଆଫଗାନିସ୍ତାନ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ । ଆଫଗାନ ସ୍ଥିତି ବାବଦରେ ବିରୋଧୀଙ୍କୁ ଅବଗତ କରାଇବେ ସରକାର । ଏଦିଗରେ ଭାରତର ଆଭିମୁଖ୍ୟ, ଆଗାମୀ କାର୍ଯ୍ୟପନ୍ଥା ବାବଦରେ ବୈଠକରେ ଆଲୋଚନା ହେବ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବିରୋଧୀଙ୍କୁ…

ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌ । କରୋନା କଟକଣା ଭିତରେ ପରୀକ୍ଷା ହେଉଛି । ୨୬, ୨୭, ୩୧ ତାରିଖ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ସର୍ବଭାରତୀୟସ୍ତରରେ ଏହି ପରୀକ୍ଷା ହେବ । ଦେଶରେ ମୋଟ୍ ୩୩୪ ସହରରେ ପରୀକ୍ଷା ଆୟୋଜନ ହେଉଛି । ଜେଇଇ ମେନ୍ ଦେବେ ୭…

ବାଡମେରରେ ଏୟାରଫୋର୍ସର ମିଗ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ବାଡମେର: ରାଜସ୍ଥାନର ବାଡମେରରେ ଏୟାରଫୋର୍ସର ମିଗ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବୁଧବାର ସନ୍ଧ୍ୟା ୫ଟା୩୦ରେ ଏହି ଅଘଟଣ ଘଟିଛି । ଟେକଅଫ ସମୟରେ ବୈଷୟିକ ତ୍ରୁଟି ଯୋଗୁ ବିମାନଟି ଜଣଙ୍କ ଘର ଉପରେ ଖସି ପଡିଥିଲା । ଏହା ପୂର୍ବରୁ ପାଇଲଟ ନିଜକୁ ଇଜେକ୍ଟ କରି ଦେଇଥିଲେ । ଏୟାରଫୋର୍ସ ଏହାର…