Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୌହାଟୀରେ ଆତଙ୍କବାଦୀଙ୍କ ଲଙ୍କା କାଣ୍ଡ, ଟ୍ରକ ସହ ୫ଜଣଙ୍କୁ ଜାଳିଦେଲେ

ଗୌହାଟୀ: ଆସାମର ଦିମା ହାସାଓ ଜିଲ୍ଲାରେ ଆତଙ୍କବାଦୀମାନେ ଲଙ୍କାକାଣ୍ଡ ରଚିଛନ୍ତି । ରିପୋର୍ଟ ମୁତାବକ ଦିମାସା ନ୍ୟାଶନାଲ ଲିବେରେସନ ଆର୍ମି (ଡିଏନଏଲଏ)ର ଆତଙ୍କୀ ସଂଗଠନ କୋଇଲା ବୋଝେଇ ଟ୍ରକ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଏଥିରେ ୫ ଜଣ ଜୀବନ୍ତ ଜଳି ଯାଇଥିଲେ । ଆହତଙ୍କୁ ଚିକିତ୍ସା…

‘ଦେଶ୍‌ କେ ମେଣ୍ଟର୍ସ’ର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ସୋନୁ ସୁଦ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ 'ଦେଶ୍‌ କେ ମେଣ୍ଟର୍ସ'ର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ଅଭିନେତା ସୋନୁ ସୁଦ। ବଲିଉଡ ଅଭିନେତା ସୋନୁ ସୁଦ ଶୁକ୍ରବାର ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ ସୋନୁ ପଞ୍ଜାବରେ ଆମ୍…

ଗାଁର ନାଁ ‘ଏଲୋବେରା’

ରାଞ୍ଚି: ଗାଁର ନାଁ ଏଲୋବେରା। ଗାଁରେ ବହୁ ପରିମାଣର ଏଲୋବେରା ଉତ୍ପାଦନ ହେଉଥିବାରୁ ଏହା ଏଲୋବେରା ଗାଁ ଭାବେ ପରିଚିତ। ଏହି ଗାଁ ଝାଡଖଣ୍ଡର ରାଞ୍ଚିରେ ଅବସ୍ଥିତ। ରାଞ୍ଚିର ନାଗ୍ରି ବ୍ଲକର ଦେଓରୀ ଗାଁର ଲୋକମାନେ ସେମାନଙ୍କର ସମସ୍ତ ପ୍ରାଙ୍ଗଣରେ ଏଲୋବେରା ଚାଷ କରନ୍ତି। "ଏଲୋବେରା ଜେଲର…

ରାଜଧାନୀରେ ରହିଛି ବିଶ୍ୱର ସର୍ବାଧିକ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ: ଦୁନିଆର ଅଧିକାଂଶ ସର୍ବେକ୍ଷଣ ସହର ତାଲିକାରେ ଦିଲ୍ଲୀ ରହିଛି। ଫୋର୍ବସ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବାଧିକ ସର୍ବେକ୍ଷଣ ହୋଇଥିବା ୨୦ ଟି ସହର ତାଲିକାରେ ନୂଆଦିଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛି। ଖବର ଅନୁଯାୟୀ ଦିଲ୍ଲୀରେ ବର୍ଗ ମାଇଲ ପ୍ରତି…

ଆମେରିକା ଗୋଇନ୍ଦା ବିଭାଗର ଚେତାବନୀ: କାର ବମ ବ୍ଲାଷ୍ଟର ଯୋଜନା କରୁଛନ୍ତି ଆତଙ୍କବାଦୀ !

ୱାଶିଂଟନ: କାବୁଲ ବିମାନ ବନ୍ଦରରେ ଆତଙ୍କବାଦୀମାନେ କାର ବମ ବ୍ଲାଷ୍ଟର ଷଡଯନ୍ତ୍ର ରଚୁଛନ୍ତି ବୋଲି ଆମେରିକା ଗୋଇନ୍ଦା ବିଭାଗ ସତର୍କ କରାଇ ଦେଇଛି । ଗତକାଲି ଆତ୍ମଘାତୀ ଆକ୍ରମଣ ପରେ ସମ୍ପୃକ୍ତ ଅଂଚଳରେ କୋକୁଆ ଭୟ ଖେଳିଯାଇଛି । ଏହି ଆକ୍ରମଣରେ ଆମେରିକାର ୧୨ ମରୀନ କମାଣ୍ଡୋଙ୍କ ସମେତ ୮୦ ଲୋକ…

କେରଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସତର୍କ ସୂଚନା; ଘର ଭିତରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ: ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ କହିଛନ୍ତି। ରାଜ୍ୟ ସରକାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, କରୋନା ମାମଲାର…

କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ !

କାବୁଲ: କାବୁଲ ବିମାନବନ୍ଦରରେ ଆଜି ବଡ ଧରଣର ବିସ୍ଫୋରଣ ଘଟିଛି । ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ଅନୁମାନ କରାଯାଉଛି । ତେବେ ଏହି ବିସ୍ଫୋରଣ ନେଇ ସଠିକ ତଥ୍ୟ ଆସିପାରି ନାହିଁ । ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ୧୦ଜଣ ବ୍ୟକ୍ତି ଏଥିରେ ମୃତ୍ୟୁବରଣ କରିଥିବା ସନ୍ଦେହ…

ଓଡ଼ିଶୀ ନୃତ୍ୟରେ ଝୁମିଲେ ବିଦେଶୀ

ସାନ୍‍ଫ୍ରାନ୍‍ସିସ୍‍କୋ: ଓଡ଼ିଶୀ ନୃତ୍ୟରେ ଝୁମିଲେ ବିଦେଶୀ ।  ନିକଟରେ ‘ରଙ୍ଗ ପୂଜା’ ଶୀର୍ଷକ ସଂସ୍କୃତିଙ୍କର ମଞ୍ଚ ପ୍ରବେଶ କାର୍ଯ୍ୟକ୍ରମ କାଲିଫର୍ଣ୍ଣିଆର କବ୍ୱରଲେ ଥେଟରଠାରେ ଅନୁଷ୍ଠିତ ହୋଇଥିଲା । ସାନ୍‍ଫ୍ରାନ୍‍ସିସ୍‍କୋ ସ୍ଥିତ ଜ୍ୟୋତି କଳାମନ୍ଦିର ତରଫରୁ ଆୟୋଜିତ ଏହି ଏକକ ନୃତ୍ୟ…

ଭାରତରେ ନ୍ୟୁଜ ୱେବସାଇଟ ବନ୍ଦ କଲା ୟାହୁ

ନୂଆଦିଲ୍ଲୀ:ୟାହୁ ଭାରତରେ ତାର ନ୍ୟୁଜ ୱେବସାଇଟକୁ ବନ୍ଦ କରି ଦେଇଛି । ଏଗୁଡିକ ମଧ୍ୟରେ ୟୁାହୁ ନ୍ୟୁଜ, ୟାହୁ କ୍ରିକେଟ, ଫାଇନାନ୍ସ, ଏଂଟରଟେନମେଂଟ ଓ ମେକର୍ସ ଇଣ୍ଡିଆ ସାମିଲ । ତେବେ ୟାହୁ ଇ-ମେଲ ଓ ସର୍ଚ୍ଚ ସେବା ପୂର୍ବଭଳି ଜାରୀ ରହିବ । ୟାହୁ ୱେବସାଇଟ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ…

ଆଫଗାନିସ୍ତାନ ସ୍ଥିତି ଜଟିଳ, ଭାରତୀୟଙ୍କୁ ଫେରାଇ ଆଣିବାକୁ କରାଯିବ ସବୁ ପ୍ରକାର ଉଦ୍ୟମ

ନୂଆଦିଲ୍ଲୀ : ଆଫଗାନିସ୍ତାନ ସ୍ଥିତି ଜଟିଳ । ସେଠାରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଆଫଗାନିସ୍ଥାନ ସ୍ଥିତି ନେଇ ସର୍ବଦଳୀୟ ବୈଠକରେ ଏନେଇ କେନ୍ଦ୍ର ସୂଚନା ଦେଇଛି । ଆଫଗାନିସ୍ତାନରେ ଭାରତ ସରକାରଙ୍କ ହେଲ୍‌ପ ଡେସ୍କ ସହ ପ୍ରାୟ ୧୫ହଜାର ଭାରତୀୟ ଯୋଗାଯୋଗ…