Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାଲିବାନ ସମର୍ଥନରେ ସମାଜବାଦୀ ପାର୍ଟି ସାଂସଦ, ଦାଏର ହେଲା ଦେଶଦ୍ରୋହ ମାମଲା

ଲକ୍ଷ୍ନୌ : ଆଫଗାନିସ୍ତାନକୁ ଦଖଲ କରିବା ପରେ ଏବେ ଆତଙ୍କରାଜ ଆରମ୍ଭ କଲାଣି ତାଲିବାନ୍ । ବନ୍ଧୁକ ମୁନରେ ବିରେଧୀଙ୍କ ସ୍ବରକୁ ଚାପିବାକୁ ପ୍ରୟାସ କଲାଣି । ସରିଆ ଆଇନ ବଳରେ ଏବେ ସରକାର ଚଳାଇବାକୁ ଦାବି କରୁଛି ତାଲିବାନ । କାବୁଲ କବଜା କରିବା ପରେ ତାଲିବାନର ଏଭଳି କାର୍ଯ୍ୟକୁ ବିଶ୍ବବ୍ୟାପୀ…

ପଞ୍ଜଶେରରେ ଏକତ୍ର ହେଉଛନ୍ତି ତାଲିବାନ ବିରୋଧୀ, ହାତମୁଠାକୁ ନେଲେ ଚାରିକାର

ପଞ୍ଜଶିରା: ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିଥିଲେ ମଧ୍ୟ ଏବେ ପଞ୍ଜଶେରକୁ ନେଇ ଆଲୋଚନା ଜୋର ଧରିଛି । ପୂର୍ବ ରାଷ୍ଟ୍ରପତି ଅମରୁହ୍ଲା ସାଲେହ ନିଜକୁ ରାଷ୍ଟ୍ରପତି ଘୋଷଣା କରିବା ପରେ ତାଙ୍କ ସମର୍ଥନ ବୃଦ୍ଧି ପାଇଛି । ସାଲେହଙ୍କ ବ୍ୟତୀତ ଆଫଗାନିସ୍ତାନ ୱାର ଲଡ କୁହାଯାଉଥିବା ଜେନରାଲ…

ଗତ ସପ୍ତାହରେ ୪.୪ ନିୟୁତ ସଂକ୍ରମଣ ମାମଲା ରେକର୍ଡ; ହୁ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କହିଛି ଯେ ଗତ ଦୁଇ ମାସ ମଧ୍ୟରେ କୋଭିଡ-୧୯ ମାମଲା କ୍ଷୀପ୍ର ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଅଗଷ୍ଟ  ସପ୍ତାହ୯ରୁ ୧୫ ମଧରେ ପ୍ରାୟ ୪.୪ ନିୟୁତ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି। ଗ୍ଲୋବାଲ୍ କୋଭିଡ୍-୧୯ ସଂକ୍ରମଣ ମାମଲା ବର୍ତ୍ତମାନ ୨୦୬…

ସ୍ୱରାଙ୍କ ସ୍ୱର ପୁଣି ବିଗିଡିଲା, ଟ୍ରେଣ୍ଡ ହେଲା ଆରେଷ୍ଟ ସ୍ୱରା ଭାସ୍କର

ନୂଆଦିଲ୍ଲୀ: ବିବାଦୀୟ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱର ଆଜି ପୁଣି ବିଗିଡିଛି । ତାଲିବାନଙ୍କୁ ହିନ୍ଦୁତ୍ୱ ସହ ତୁଳନା କରି ସେ ଏବେ ସୋସିଆଲ ସାଇଟରେ ଟ୍ରୋଲ ହେଉଛନ୍ତି । ଏପରିକି ଆରେଷ୍ଟ ସ୍ୱରା ଭାସ୍କର ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଆଫଗାନିସ୍ତାନର ବର୍ତମାନ ପରିସ୍ଥିତି ନେଇ…

ସିଙ୍ଗଲ୍‌ ଡୋଜ ଟିକା କୋଭିଡ ସଂକ୍ରମଣରୁ ସାମାନ୍ୟ ସୁରକ୍ଷା ଦେଇଥାଏ; ରିପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ଗଙ୍ଗା ରାମ ହସପିଟାଲ ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲଟା ଭାରିଆଣ୍ଟ ବୃଦ୍ଧି ସମୟରେ ସିଙ୍ଗଲ୍‌ ଡୋଜ ଟିକା କରୋନାରୁ ସୁରକ୍ଷା ପ୍ରଦାନ କରିବାରେ ସେତେଟା ସଫଳ ହୋଇନାହିଁ। ସିଙ୍ଗଲ୍‌ ଡୋଜ ଟିକା କୋଭିଡ ସଂକ୍ରମଣରୁ ସାମାନ୍ୟ ସୁରକ୍ଷା ଦେଇଥାଏ ବୋଲି…

ଜାତୀୟ ପତାକା ଧରି ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ଉପରେ ତାଲିବାନଙ୍କ ଗୁଳିମାଡ

କାବୁଲ: ତାଲିବାନରେ ଆଜି ଜାତୀୟ ପତାକା ଧିରି ବିକ୍ଷୋଭ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ତାଲିବାନମାନେ ଗୁଳିମାଡ କରିଛନ୍ତି । ଗୁଳିମାଡରେ ନିହତ ଓ ଆହତଙ୍କ ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଏହି ଘଟଣାର ରିପୋର୍ଟିଂ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବି ତାଲିବାନମାନେ…

କେବେ ଆସିବ ପିଲାଙ୍କ ଲାଗି କରୋନା ଟିକା?

ନୂଆଦିଲ୍ଲୀ: ସେପ୍ଟେମ୍ବରରେ କରୋନା ତୃତୀୟ ତରଙ୍ଗ ଭାରତକୁ ହିଟ୍‌ କରିବା ଖବର ମଧ୍ୟରେ ପିଲାମାନଙ୍କ ସଂକ୍ରମଣ ବିସ୍ତାର ଖବରକୁ ନେଇ ଚିନ୍ତା ବଢିଛି। କେବେ ଶିଶୁଙ୍କ ଲାଗି କରୋନା ଟିକା ଆସିବ ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ଏ‌ ନେଇ ଆଇସିଏମଆର-ଏନଆଇଭି ନିର୍ଦ୍ଦେଶକ ପ୍ରିୟା…

ଏଣିକି ୭୫ ବର୍ଷ ପୁରୁଣା ବୃକ୍ଷଗୁଡିକୁ ମିଳିବ ପେନ୍‌ସନ୍‌

ଚଣ୍ଡିଗଡ଼: ଏଣିକି ବୃକ୍ଷକୁ ବି ମିଳିବ ପେନ୍‌ସନର ସୁବିଧା। ୭୫ ବର୍ଷ ପୁରୁଣ‌ା ବୃକ୍ଷଗୁଡିକୁ ମିଳିବ ପେନ୍‌ସନ। ଏମିତି ଏକ ନିୟମ ଲାଗୁ କରିଛନ୍ତି ହରିୟାଣା ସରକାର। ହରିୟାଣାରେ ପ୍ରାୟ ୨୫୫୦ ଗଛ ୭୫ ବର୍ଷ ପୁରୁଣା ହୋଇଯାଇଛି। ବର୍ତ୍ତମାନ ସେମାନେ ପେନ୍ସନ୍ ପାଇବେ। 'ପ୍ରାଣ ବାୟୁ ଦେବତା…

ବଢିଲା ଘରୋଇ ଏଲପିଜି ସିଲିଣ୍ଡରର ଦର

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। ଏହାଫଳରେ ଲୋକଙ୍କ ସମସ୍ୟା ଆହୁରି ବଢିଯାଇଛି। ପେଟ୍ରୋଲିୟମ କମ୍ପାନୀଗୁଡିକ ସୋମବାର ମଧ୍ୟରାତ୍ରିରୁ ୧୪.୨ କିଲୋଗ୍ରାମ ଓଜନ ବିଶିଷ୍ଟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା…

ସୁନନ୍ଦା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଶଶି ଥରୁର

ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ବୁଧବାର ଏହି ଶୁଣାଣୀ କରିଛନ୍ତି । ଦିଲ୍ଲୀ ପୋଲିସ ଧାରା ୪୯୮-ଏ ଏବଂ ୩୦୬ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏଥିସହ ୭ ବର୍ଷ ପୁରୁଣା…