Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହ୍ୟାକର ଚୋରି କରି ନେଲେ ୪୪୬୮ କୋଟିର କ୍ରିପ୍ଟୋକରେନ୍ସି

ନୂଆଦିଲ୍ଲୀ: ହ୍ୟାକର୍ସମାନେ ୪୪୬୮ କୋଟି ଟଙ୍କାର କ୍ରିପ୍ଟୋକରେନ୍ସି ଚୋରି କରି ହଇଚଇ ସୃଷ୍ଟି କରି ଦେଇଛନ୍ତି । କ୍ରିପ୍ଟୋ କରେନ୍ସି ଟ୍ରାନ୍ସଫର କରୁଥିବା ପ୍ରସିଦ୍ଧ କମ୍ପାନୀ ପଲି ନେଟୱାର୍କ ମଧ୍ୟ ଏହି ଘଟଣା ସତ୍ୟ ବୋଲି ସ୍ୱୀକାର କରିଛି । ପଲି ନେଟୱର୍କ ଇଥୋରିୟମ, ୱାଇନେଂସଚେନ ଓ…

ରଙ୍ଗ ଦେଖାଉଛି ତାଲିବାନ, ମହିଳାଙ୍କୁ କରୁଛି ସେକ୍ସ ଗୁଲାମ

କାବୁଲ: ଆଫଗାନିସ୍ତାନରେ ତାଲିବାନ ତାର ପ୍ରଭୂତ୍ୱ ବଢ଼ାଇବାରେ ଲାଗିଛି । ଏଥିସହ ପୁରୁଣା ରଙ୍ଗ ଦେଖାଇବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ତାଲିବାନ ଯୁବକମାନେ ମହିଳାମାନଙ୍କୁ ଅପହରଣ କରିନେଇ ସେକ୍ସ ଗୁଲାମ କରି ରଖୁଛନ୍ତି । ପ୍ରମୁଖ ତାଲିବାନ ନେତା ୧୨ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ…

ସ୍କୁଲ ଖୋଲିବାକୁ ନେଇ ଗାଇଡଲାଇନ୍ ଜାରି କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ : ମହାମାରୀ କରୋନା ସ୍ଥିତିରେ ଆସୁଛି ସାମାନ୍ୟ ସୁଧାର । କରୋନା ମହାମାରୀ ସମୟରେ ପିଠପଢ଼ା ବାଧାପ୍ରାପ୍ତ ହୋଇଥିବା ବେଳେ, ଏବେ କିଛି ରାଜ୍ୟରେ ଖୋଲିଲାଣି ସ୍କୁଲ । ଏହାସହ ଆଉ କିଛି ରାଜ୍ୟ ସ୍କୁଲ ଖୋଲିବା ଲାଗି ଚିନ୍ତା କରୁଛନ୍ତି । ଏଭଳି ସ୍ଥିତିରେ ଗାଇଡଲାଇନ ଜାରି କରିଛନ୍ତି…

ହିମାଚଳ ପ୍ରଦେଶରେ ବଡ ଧରଣର ଭୂସ୍ଖଳନ

ହିମାଚଳପ୍ରଦେଶ : ହିମାଚଳ ପ୍ରଦେଶରେ ଅଘଟଣ । କିନୌର ଜିଲ୍ଲା ଅନ୍ତର୍ଗତ ରେକୋଙ୍ଗ ପିଓ-ସିମଳା ରାଜପଥରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଭୂସ୍ଖଳନରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମାଟି ଓ ପଥରେ ଭିତରେ ୮୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ଥି । ଭୂସ୍ଖଳନ ହେବା ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର…

କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜ କ୍ଲିନିକାଲ ଟ୍ରାଏଲକୁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ : ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜର ଗବେଷଣା ଓ କ୍ଲିନିକାଲ ଟ୍ରାଏଲକୁ ଅନୁମତି ଦେଇଛନ୍ତି ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ବା ଡିସିଜିଆଇ । ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ବାରା ଏହାର ପରୀକ୍ଷା କରାଯିବ ବୋଲି ଡିସିଜିଆଇ ସବୁଜ ସଙ୍କେତ ଦେଇଛି । ନୀତି ଆୟୋଗ…

ଆଫ୍‌ଗାନିସ୍ତାନକୁ ବଡ଼ ଝଟ୍‌କା; ପ୍ରମୁଖ ଅଞ୍ଚଳକୁ ନିଜ କାବୁକୁ ଆଣିଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଓ ତାଲିବାନ ବିବାଦ ତେଜିବାରେ ଲାଗିଛି। ଆଫ୍‌ଗାନିସ୍ତାନର ଅନେକ ପ୍ରମୁଖ ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିସାରିଲାଣି ତାଲିବାନ। ତାଲିବାନ ଯୁଦ୍ଧବିମାନ ବୁଧବାର ଉତ୍ତର ଆଫଗାନିସ୍ତାନର ଅନ୍ୟ ଏକ ସହରକୁ ନିଜ ଅଧୀନକୁ ନେଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ତାଲିବାନ…

‘ବିରୋ’ ଚରିତ୍ର ପାଇଁ ମାତ୍ର ୧୧ ଟଙ୍କା ପାଉଣା ନେବାକୁ ବି ରାଜି ଥିଲେ ସୋନମ୍‌!

ନୂଆଦିଲ୍ଲୀ: ଅଭିନେତ୍ରୀ ସୋନମ କପୁର ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରଙ୍କ 'ଭାଗ ମିଲ୍‌ଖା ଭାଗ୍‌'ରେ ଅଭିନୟ କରିଥିଲେ। ଏହା କିମ୍ବଦନ୍ତୀ ମିଲ୍‌ଖା ସିଂଙ୍କ ବାୟୋପିକ୍ ଥିଲା ଯେଉଁଥିରେ ଫରହାନ ଅଖତର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ସୋନମ୍‌ ବିରୋ ଭୂମିକାରେ ଅଭିନୟ…

ଭୟଙ୍କର ଭୂସ୍ଖଳନ‌; ମାଟି ଅତଡା ତଳେ ଫସି ରହିଛନ୍ତି ୪୦ରୁ ଅଧିକ ‌ଲୋକ

କିନୌର: ବୁଧବାର ହିମାଚଳ ପ୍ରଦେଶର କିନୌରରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏହି ଭୟଙ୍କର ଭୂସ୍ଖଳନ‌ରେ ପ୍ରାୟ ୪୦ ଜଣ ଲୋକ ମାଟି ଅତଡା ତଳେ ଫସି ରହିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଯାତ୍ରୀବାହୀ ବସ୍‌ ସହ ଏକାଧିକ ଗାଡି ମାଟି ଅତଡା ତଳେ ଫସି ରହିଥିବା ଜଣାପଡ଼ିଛି। ଡେପୁଟି କମିଶନର…

ରାଜ୍‌ କୁନ୍ଦ୍ରାଙ୍କ ଜାମିନ ସମାଜକୁ ଭୁଲ୍‌ ବାର୍ତ୍ତା ପହଞ୍ଚାଇବ; ମୁମ୍ବାଇ ପୋଲିସ

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ନିର୍ମାଣ ଏବଂ ପ୍ରସାରଣ ମାମଲାରେ ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ଏ‌ବେ ସେ ପୋଲିସ ହାଜତରେ ଅଛନ୍ତି। ତେବେ ରାଜ୍‌ଙ୍କୁ ଜାମିନ ମିଳିଳେ ଏହା ସମାଜ ପାଇଁ ଖରାପ ବାର୍ତ୍ତା ପହଞ୍ଚାଇବ ବୋଲି ମୁମ୍ବାଇ ପୋଲିସ ଭୟ କରୁଛି। ମୁମ୍ବାଇ…

ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବ ଯୋଗୁ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ-୧୯ ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବରୁ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ମଙ୍ଗଳବାର ସଂସଦକୁ ସୂଚନା ଦେଇଛି ଯେ ଆନ୍ଧ୍ରପ୍ରଦେଶରେ ଅମ୍ଳଜାନ ସଙ୍କଟରେ କିଛି କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟ ସଂସଦରେ କହିଛି ଯେ ଭେଣ୍ଟିଲେଟର ଥିବା କିଛି କରୋନା…