Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାଁରେ ନିର୍ମାଣ ହେବ ରେଳ ଷ୍ଟେସନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାଁରେ ନିର୍ମାଣ ହେବ ରେଳ ଷ୍ଟେସନ। ସାହାରନପୁରରେ ନିର୍ମାଣ ହେବାକୁ ଥିବା ଏହି ରେଳ ଷ୍ଟେସନକୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ପ୍ରାପ୍ତ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ…

ଲୋକସଭା ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ

ନୂଆଦିଲ୍ଲୀ: ଲୋକସଭା ଅନିର୍ଦ୍ଦିଷ୍ଟ କାଳ ଯାଏ ସାଇନ-ଏ-ଡାଏ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୋକସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ପାର୍ଲାମେଣ୍ଟ ମୌସୁମୀ ଅଧିବେଶର ନିର୍ଦ୍ଧାରିତ ସମୟର ଦୁଇ ଦିନ ଆଗକୁ ଲୋକସଭା ମୁଲତବା ହୋଇଛି । ଆସନ୍ତା ୧୩ ତାରିଖ ଯାଏ ଅଧିବେଶନ…

ନଭେମ୍ବର ୨୦୨୦ ମାମଲା; ରାଜ୍‌ଙ୍କ ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ

ମୁମ୍ବାଇ: ନଭେମ୍ବର ୨୦୨୦ରେ ସାଇବର କ୍ରାଇମ ପୋଲିସ ଦ୍ବାରା ପଞ୍ଜୀକୃତ ହୋଇଥିବା ଏକ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନକୁ ମୁମ୍ବାଇର କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୨୦ରେ, ସାଇବର କ୍ରାଇମ୍ ଶାଖା ଅବସରପ୍ରାପ୍ତ କଷ୍ଟମ୍ସ…

କୋଭିଡ-୧୯ ଟିକା ପ୍ରମାଣପତ୍ରରେ କାହିଁକି ରହିଛି ମୋଦୀଙ୍କ ଫଟୋ?

ନୂଆଦିଲ୍ଲୀ: ଟିକାକରଣ ପ୍ରମାଣପତ୍ରରେ କାହିଁକି ରହିଛି ମୋଦୀଙ୍କ ଫଟୋ? ଏ ନେଇ ଜବାବ୍‌ ରଖିଲେ କେନ୍ଦ୍ର ସରକ‌ାର। କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ ଆଣ୍ଟି-କୋଭିଡ-୧୯ ଟିକା ପାଇବା ପରେ ପ୍ରଦାନ କରାଯିବାକୁ ଥିବା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ଥିବା…

ATMରେ ଟଙ୍କା ନଥିଲେ ଫାଇନ୍ ଗଣିବେ ବ୍ୟାଙ୍କ, ଅକ୍ଟୋବର ୧ରୁ ନିୟମ ଲାଗୁ

ନୂଆଦିଲ୍ଲୀ: ଏଟିଏମରେ ଟଙ୍କା ନଥିଲେ ଏଣିକି ବ୍ୟାଙ୍କଗୁଡ଼ିକ ଫାଇନ୍ ଗଣିବେ । ଅକ୍ଟୋବର ୧ ତାରିଖରୁ ଏହି ନିୟମ ଲାଗୁ କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ବିଭିନ୍ନ ସମୟରେ ଏଟିଏମରେ ଟଙ୍କା ନଥିବାରୁ ଟଙ୍କା ଉଠାଇବାରେ ଗ୍ରାହକ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ…

ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପରେ ଏବେ ତ୍ରିପୁରା ଟିଏମସି ଏବଂ ବିଜେପି ପାଇଁ ଏକ ନୂଆ କୁରୁକ୍ଷେତ୍ର ପାଲଟିଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଏବଂ ପରେ ଯାହା ଘଟିଥିଲା ​​ତାହା ବର୍ତ୍ତମାନ ଉତ୍ତର-ପୂର୍ବ ତ୍ରିପୁରାରେ ପୁନରାବୃତ୍ତି ହେଉଛି। ତ୍ରିପୁରା ପୋଲିସ ଟିଏମସି ସାଂସଦ…

ଅଲଗା ହେଲେ ଚର୍ଚ୍ଚିତ ଆଇଏଏସ୍‌ ଦମ୍ପତି ଟିନା ଓ ଅଥର

ଜୟପୁର: ଅଲଗା ହେଲେ ଚର୍ଚ୍ଚିତ ଆଇଏଏସ୍‌ ଦମ୍ପତି ଟିନା ଓ ଅଥର। ଜୟପୁରର ପରିବାର କୋର୍ଟ ଉଭୟଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। ନଭେମ୍ବର ୨୦୨୦ରେ ଉଭୟ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଦୁଇ ବର୍ଷ ବିବାହ ପରେ ପାରସ୍ପରିକ ସମ୍ମତି ଦେଇ ଛାଡପତ୍ର ପାଇଁ ଆବେଦନ କରିଥିଲେ। ୨୦୧୫…

କୋଭାକ୍ସିନ୍, କୋଭିଶିଲ୍ଡ ଟିକା ମିଶ୍ରଣ ଉପରେ ଅଧ୍ୟୟନକୁ ଡିସିଜିଆଇର ଅନୁମୋଦନ

ନୂଆଦିଲ୍ଲୀ: ଦୁଇଟି ପୃଥକ୍‌ ଟିକାର ମିଶ୍ରଣ ସ୍ବାସ୍ଥ୍ୟ ପାଇଁ ଫଳପ୍ରଦ କି ନାହିଁ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଜଣେ ବ୍ୟକ୍ତି ଉଭୟ କୋଭାକ୍ସିନ୍‌ ଓ କୋଭିଶିଲ୍ଡ ଟିକା ନେଇପାରିବ କି ନାହିଁ ତାକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି। ଭାରତରେ କୋଭାକ୍ସିନ ଏବଂ…

ନିଜ ମାତୃଭାଷା ନପଢିଲେ ହେବ ‘ଭାଷା ଅନାଥ‘ : ମିନି କ୍ରିଷ୍ଣନ୍

ଭୁବନେଶ୍ୱର : ଯଦି ନିଜ ମାତୃଭାଷାକୁ ପ୍ରାଥମିକ ସ୍ତରରେ ବିଦ୍ୟାଳୟର ଶିଶୁ ମାନେ ନପଢିବେ ଶେଷରେ ସେମାନେ ‘ଭାଷା ଅନାଥ‘ ହୋଇଯିବେ । ଏହିଭଳି ଏକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗକୁ ନିଜ ଚିନ୍ତା ଧାରା ସହ ବ୍ୟକ୍ତ କରିଛନ୍ତି ପ୍ରତିଷ୍ଠିତ ସ୍ତମ୍ଭକାର ତଥା ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍‌ର…

ଶତାବ୍ଦୀ ଶେଷ ସୁଦ୍ଧା ଦେଶର ୧୨ ଟି ସହର ହୋଇଯିବ ଜଳମଗ୍ନ!

ନୂଆଦିଲ୍ଲୀ: (ଆଇପିସିସି) ର ନୂତନ ରିପୋର୍ଟରେ ଭାରତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଯାହା ପାଣିପାଗ ଏବଂ ପରିବେଶ କାରଣରୁ ଏକ ଅପ୍ରତ୍ୟାଶିତ ଉତ୍ତେଜନା ଦେଇ ଗତି କରୁଛି। ଆଗକୁ ଭାରତ ପ୍ରତି ବିପଦ ରହିଛି। ବିପଦ କାରଣ ହେଉଛି ସମୁଦ୍ର ପତ୍ତନ ବୃଦ୍ଧି। ଯାହା ଶତାବ୍ଦୀ ଶେଷ ସୁଦ୍ଧା ଦେଶର…