Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶତାବ୍ଦୀ ଶେଷ ସୁଦ୍ଧା ଦେଶର ୧୨ ଟି ସହର ହୋଇଯିବ ଜଳମଗ୍ନ!

ନୂଆଦିଲ୍ଲୀ: (ଆଇପିସିସି) ର ନୂତନ ରିପୋର୍ଟରେ ଭାରତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଯାହା ପାଣିପାଗ ଏବଂ ପରିବେଶ କାରଣରୁ ଏକ ଅପ୍ରତ୍ୟାଶିତ ଉତ୍ତେଜନା ଦେଇ ଗତି କରୁଛି। ଆଗକୁ ଭାରତ ପ୍ରତି ବିପଦ ରହିଛି। ବିପଦ କାରଣ ହେଉଛି ସମୁଦ୍ର ପତ୍ତନ ବୃଦ୍ଧି। ଯାହା ଶତାବ୍ଦୀ ଶେଷ ସୁଦ୍ଧା ଦେଶର…

ଆଫଗାନିସ୍ତାନରେ ସ୍ଥିତି ସଙ୍ଗୀନ, ବିମାନ ପଠାଇ ନିଜ ନାଗରିକଙ୍କୁ ଫେରାଇ ଆଣୁଛି ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଏବଂ ସେନା ମଧ୍ୟରେ ଜୋରଦାର ସଂଘର୍ଷ ଆରମ୍ଭ ହେବାରେ ଲାଗିଛି । ସ୍ଥିତି ସଙ୍ଗୀନ ହେବାରୁ ବିଭିନ୍ନ ଦେଶ ନିଜ ନିଜର ନାଗରିକଙ୍କୁ ସ୍ୱଦେଶ ଫେରି ଆସିବେ ପାଇଁ କହିଛନ୍ତି । ଭାରତ ମଧ୍ୟ ଆଡଭାଇଜର ଜାରୀ କରିଛି । ନିଜ ଦେଶର ନାଗରିକ ଏବଂ ଅଧିକାରୀଙ୍କୁ ଫେରାଇ…

କରୋନା ଟିକା ନେଲେ ମିଳିବ ମାଗଣା ଆପଲ୍‌ ଏୟାରପଡ୍‌

ନୂଆଦିଲ୍ଲୀ: କରୋନା ଟିକା ନେଲେ ମିଳିବ ମାଗଣା ଆପଲ୍‌ ଏୟାରପଡ୍‌। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। କୋଭିଡ-୧୯ ବିରୋଧରେ ଲୋକଙ୍କୁ ଟିକାକରଣ କରିବାକୁ ଉତ୍ସାହିତ କରିବା ପାଇଁ ୱାଶିଂଟନ୍ କର୍ତ୍ତୃପକ୍ଷ କିଶୋରମାନଙ୍କୁ ମହଙ୍ଗା ଉପହାର ଦେବା ପାଇଁ ଅଫର୍‌ ଦେଇଛନ୍ତି। ଯଦି ଆପଣ ୱାଶିଂଟନ୍…

‘Cashify’ର ବ୍ରାଣ୍ଡ୍‌ ଆମ୍ବାସାଡାର ହେଲେ ରାଜ କୁମାର ରାଓ

ନୂଆଦିଲ୍ଲୀ: କାସିଫାଏର ପ୍ରଥମ ବ୍ରାଣ୍ଡ୍‌ ଆମ୍ବାସାଡାର ହେଲେ ଅଭିନେତା ରାଜ କୁମାର ରାଓ। ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବିକ୍ରୟ ତଥା କ୍ରୟ କରୁଥିବା ପୁନ-ବାଣିଜ୍ୟ ବଜାର କ୍ୟାସିଫାଏ ମଙ୍ଗଳବାର ଦିନ ଅଭିନେତା ରାଜକୁମାର ରାଓଙ୍କୁ ଏହାର ପ୍ରଥମ ବ୍ରାଣ୍ଡ ଆମ୍ବାସାଡର…

ଭାରତରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ବଢାଇଲା ଏହି ଦେଶ

ଟରୋଣ୍ଟୋ: କରୋନା ମହାମାରୀ ଯୋଗୁ କାନାଡା ସରକାର ପୁଣିଥରେ ଭାରତରୁ ଯାତ୍ରୀବାହୀ ବିମାନ ଉପରେ ପ୍ରତିବନ୍ଧକକୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  ଭାରତରୁ ଯାତ୍ରୀବାହୀ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କାନାଡା ସରକାର। ୨୧…

ଦରଭଙ୍ଗାରେ ଏମ୍ସ ନିର୍ମାଣରେ ବିଳମ୍ବ, ଇଟା ଦାନ କଲେ ସ୍ଥାନୀୟ ନାଗରିକ

ଦରଭଙ୍ଗା: ବିହାରର ଦରଭଙ୍ଗାରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ନିର୍ମାଣରେ ବିଳମ୍ବ ହେବାରୁ ସ୍ଥାନୀୟ ନାଗରିକ ଅଭିନବ ପ୍ରତିବାଦ କରିଛନ୍ତି । ୨୦୨୦ ବିଧାନସଭା ନିର୍ବାଚ ପୂର୍ବରୁ ଏଠାରେ ଏମ୍ସ କରାଯିବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ଏଠାରେ ଗୋଟିଏ…

ବୁର୍ଜ ଖଲିଫା ଶିଖରରେ ବିଜ୍ଞାପନ ସୁଟ୍‌ କଲେ ମହିଳା

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଉଚ୍ଚତମ ଅଟ୍ଟାଳିକା ତଥା ଦୁବାଇସ୍ଥିତ ବୁର୍ଜ ଖଲିଫା ଆପର୍ଟମେଣ୍ଟର ଶିଖର ଉପରେ ଛିଡ଼ା ହୋଇ ୟୁନାଇଟେଡ ଆରବ ଏମିରେଟସ୍‌ ପାଇଁ ବିଜ୍ଞାପନ ସୁଟ୍‌ କରିଛନ୍ତି ଜଣେ ମହିଳା। ଏହି ମହିଳା ଜଣକ ହେଉଛନ୍ତି  ନିକଲୋ ସ୍ମିଥ୍‌- ଲୁଡଭିକ୍‌। ନିକୋଲ ଭୁପୃଷ୍ଠରୁ ପ୍ରାୟ ୮୨୮…

ପେଗାସସ୍ ବିବାଦ; କେହି ସୀମା ଟପିବା କରିବା ଉଚିତ ନୁହେଁ; ଏସ୍‌ସି

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ବିବାଦର ଶୁଣାଣି ବେଳେ ପ୍ରଧାନ ବିଚାରପତି ଏନ.ଭି ରମଣଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଖଣ୍ଡପୀଠ ମଙ୍ଗଳବାର ଦିନ କହିଛନ୍ତି ଯେ କେହି ସୀମା ଅତିକ୍ରମ କରିବା ଉଚିତ ନୁହେଁ। ଆବେଦନକାରୀଙ୍କୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ ଏନ.ଭି ରମଣ…

ବିଶ୍ୱର ସର୍ବୋଚ୍ଚ ମୋବାଇଲ୍‌ ଏଟିସି ଟାୱାର ନିର୍ମାଣ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ମୋବାଇଲ୍‌ ଏଟିସି ଟାୱାର ନିର୍ମାଣ କରିଛି ଭାରତୀୟ ବାୟୁସେନା। ଭାରତୀୟ ବାୟୁସେନା ଲଦାଖର ନିଓମାସ୍ଥିତ ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡରେ ବିଶ୍ୱର ସର୍ବୋଚ୍ଚ ମୋବାଇଲ୍ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ଟାୱାର ନିର୍ମାଣ କରିଛି। ପୂର୍ବ ଲଦାଖ ଅଞ୍ଚଳରେ…

୧୩ ମାସର ଚିକିତ୍ସା ପରେ ଘରେ ପହଞ୍ଚିଲା ଦୁନିଆର ସବୁଠୁ ଛୋଟ ଶିଶୁ

ନୂଆଦିଲ୍ଲୀ: ୧୩ ମାସ ଚିକିତ୍ସା ପରେ ଘରକୁ ଫେରିଲା ଦୁନିଆର ସବୁଠୁ ଟିକି ଶିଶୁ। ଜନ୍ମ ସମୟରେ ଏହି ଶିଶୁ କନ୍ୟାଟିର ଓଜନ ମାତ୍ର ୨୧୨ ଗ୍ରାମ ଥିଲା। ଏହା କୁହାଯାଇପାରେ ଯେ ଶିଶୁ କନ୍ୟାଟି ଏକ ଆପଲ ପରି ଓଜନ ଥିଲା। ସେ ଗତ ବର୍ଷ ଜୁନ୍ ୯ ରେ ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟି ହସ୍ପିଟାଲରେ…