Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରିୟଙ୍କା ଲଢ଼ିବେ ବିଧାନସଭା ନିର୍ବାଚନ !

ଲକ୍ଷ୍ନୌ:ଆସନ୍ତା ବର୍ଷ ହେବାକୁ ଥିବା ଉତରପ୍ରଦେଶ ନିର୍ବାଚନ କଂଗ୍ରେସ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଯୋଗୀ ଆଦିତ୍ୟନାଥଙ୍କୁ ଟକ୍କର ଦେବା ପାଇଁ ପ୍ରିୟଙ୍କା ଅଂଟା ଭିଡିଛନ୍ତି । ରିପୋର୍ଟ ମୁତାବକ ପ୍ରଶାନ୍ତ କିଶୋର ପ୍ରିୟଙ୍କାକୁ ଅମେଠି କିମ୍ବା ରାୟବରେଲୀରେ ଭୋଟରେ ଛିଡା…

ଯୋଗୀ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ; ବଦଳିଲା ଗାଁର ନାଁ

ଲକ୍ଷ୍ନୌ: ବଦଳିଲା ଉତ୍ତରପ୍ରଦେଶର ବାରାଣାସୀ ନିକଟ ଜୌନପୁର ଜିଲ୍ଲାରେ ଅବସ୍ଥିତ ଗ୍ରାମ ସାଦି ଖୁର୍ଦର ନାଁ। ଏହାର ନାଁ ବଦଳାଯାଇ ଶାଚିପୁରମ ରଖାଯାଇଛି। କେନ୍ଦ୍ର ସରକାର ଅନୁମୋଦନ ପରେ ଏହାର ନାଁ ପରିବର୍ତ୍ତନ କରାଯାଇଛି। ଯୋଗୀ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ କରିଛି। ଗୃହ…

ଆଫଗାନିସ୍ତାନରେ ଅର୍ଥନୈତିକ ସଙ୍କଟ: ଅନାହାରରେ ମୃତ୍ୟୁବରଣ କରିପାରନ୍ତି ୧୪ ନିୟୁତରୁ ଅଧିକ ଲୋକ

କାବୁଲ: ତାଲିବାନର କାବୁଲ ବିଜୟ ପରେ ଏବେ ତାଲିବାନ ପାଇଁ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। କାବୁଲକୁ କବଜା କରିବାର ଏକ ମାସ ପରେ ତାଲିବାନମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାରି ଦଶନ୍ଧିର ଯୁଦ୍ଧ ଏବଂ ହଜାର ହଜାର ଲୋକଙ୍କ ମୃତ୍ୟୁ ପରେ ସୁରକ୍ଷା ମୁଖ୍ୟତଃ ଉନ୍ନତ ହୋଇଛି, କିନ୍ତୁ ଗତ…

କୋଭିଡ୍‌-୧୯ ସମ୍ବନ୍ଧୀୟ ଭୁଲ ତଥ୍ୟର ସବୁଠାରୁ ବଡ ଉତ୍ସ ହେଉଛି ଭାରତ !

ନୂଆଦିଲ୍ଲୀ: ମହାମାରୀର ଦେଢ ବର୍ଷରୁ ଅଧିକ ସମୟ ମଧ୍ୟରେ ଭାରତ କୋଭିଡ ଭୁଲ ତଥ୍ୟର ସବୁଠାରୁ ବଡ ଉତ୍ସ ଭାବରେ ଉଭା ହୋଇଛି। କୋଭିଡ୍-୧୯ ଟିକା ମାନବ ଶରୀରରେ ଚୁମ୍ବକୀୟ ଗୁଣ ସୃଷ୍ଟି କରେ ନାହିଁ। ନାକରେ ଲେମ୍ବୁ ରସ ପକାଇଲେ କରୋନା ଭୁତାଣୁ ମରେ ନାହିଁ। କିମ୍ବା ପକେଟରେ ଲବଙ୍ଗ କିମ୍ବା…

ହଜାର ହଜାର କୋଭିଡ୍‌ ପରି ସଂକ୍ରମଣ ଆଉ ଏକ ମହାମାରୀ ଆଣିପାରେ!

ବ୍ଲୁମବର୍ଗ: ଚୀନ୍ ଏବଂ ଦକ୍ଷିଣ ପୂର୍ବ ଏସିଆରେ ପ୍ରତିବର୍ଷ କୋଭିଡ୍-୧୯ ସୃଷ୍ଟି କରୁଥିବା ପ୍ରାଣୀଙ୍କ ଦ୍ବାରା ବାର୍ଷିକ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇପାରନ୍ତି। ବାର୍ଷିକ ହାରାହାରି ୪୦୦,୦୦୦ ଏହିପରି ସଂକ୍ରମଣ ହୁଏ, ଅଧିକାଂଶ ଏ ସଂକ୍ରାନ୍ତରେ ଜାଣିପାରନ୍ତି ନାହିଁ କାରଣ ଏଥିରେ ସାମାନ୍ୟ…

ପାର୍ବଣର ଖୁସି ଛଡାଇବା ଲକ୍ଷ୍ୟରେ ଥିଲେ ଆତଙ୍କବାଦୀ, ମାଡି ବସିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଭାରତର ପାର୍ବଣ ସିଜନରେ ବଡ ଧରଣର ଆକ୍ରମଣ ଲକ୍ଷ୍ୟରେ ଥିଲେ ଆତଙ୍କବାଦୀ । ତେବେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ସେମାନଙ୍କୁ ଧରିବାରେ ସଫଳ ହୋଇଛି । ବିଭିନ୍ନ ରାଜ୍ୟରୁ ୬ଆତଙ୍କବାଦୀଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୨ଜଣ ପାକିସ୍ତାନରେ ଟ୍ରେନିଂ ନେଇ…

ଅଡୁଆରେ ମମତା ବାନାର୍ଜୀ !

କୋଲକାତା: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଉପ ନିର୍ବାଚନରେ ଟିଏମସିର ମମତା ବାନାର୍ଜୀ ଓ ବିଜେପିର ପ୍ରିୟଙ୍କା ଟିବରିୱାଲ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ତେବେ ମୁଖ୍ୟମନ୍ତ୍ରୀ ମମତାଙ୍କ ପ୍ରାର୍ଥୀପତ୍ର ନାକଚ ହେବା ସ୍ଥିତି ଉପୁଜିଛି । ମମତା ତାଙ୍କ ନାମରେ ଥିବା ୫ଟି ପୋଲିସ ମାମଲା…

ଆଜୀବନ କାରାଦଣ୍ଡାଦେଶ ଅର୍ଥ ସଶ୍ରମ କାରାଦଣ୍ଡ, ସ୍ପଷ୍ଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଜୀବନ କାରାଦଣ୍ଡାଦେଶ ଅର୍ଥ ସଶ୍ରମ କାରାଦଣ୍ଡ । ଏନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ୧୯୮୩ରେ ଏକ ରାୟକୁ ଦୋହରାଇ ସର୍ବୋଚ୍ଚ ଅଦାଲତ କହିଛନ୍ତି- ଯେଉଁ ରାୟ କ୍ଷେତ୍ରରେ ମୃତ୍ୟୁଦଣ୍ଡ ନଥାଏ, ସେକ୍ଷେତ୍ରରେ ଆଜୀବନ କାରାଦଣ୍ଡର ଅର୍ଥ ହେଉଛି ସଶ୍ରମ କାରାଦଣ୍ଡ । ଏନେଇ କୌଣସି…

୨୦୫୦ ବେଳକୁ ଭୟଙ୍କର ହେବ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି

ନୂଆଦିଲ୍ଲୀ : ଆସନ୍ତା ୨୦୫୦ ବେଳକୁ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି ହେବ ଭୟଙ୍କର । ବିଶ୍ବର ପ୍ରାୟ ୨୦ କୋଟି ଲୋକ ନିଜ ନିଜ ଭିଟାମାଟି ଛାଡିବେ । ବିଶ୍ବବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ବରେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ବ୍ୟାପକ ଭାବେ ଦେଖାଦେଇଛି । ଆସନ୍ତା ୩୦ ବର୍ଷରେ…

କଙ୍ଗନାଙ୍କ ଆଗାମୀ ଚଳଚ୍ଚିତ୍ର; ‘ଦ ଇନ୍‌କାର୍‌ନେସନ୍‌ ସୀତା’

ମୁମ୍ବାଇ: କଙ୍ଗନା ରାଣାୱତ ଆଜି ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରକୁ ନେଇ ଘୋଷଣା କରିଛନ୍ତି। ସେ ତାଙ୍କ ଆଗାମୀ ଫିଳ୍ମ ‘ଦ ଇନ୍‌କାର୍‌ନେସନ ସୀତା’ରେ ଅଭିନୟ କରିବେ। କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି। କଙ୍ଗନାଙ୍କୁ ତାମିଲନାଡୁର ପୂର୍ବତନ…