Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭଲ ମଣିଷ ହେବାକୁ ପ୍ରତିଶ୍ରୁତି ଦେଲେ ଆର୍ୟନ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନ ଏବେ ଜେଲ୍‌ରେ ଅଛନ୍ତି। ମୁମ୍ବାଇ ସେସନ୍‌ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଶୁଣାରିକୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହାରି ଭିତରେ ଆର୍ୟନ୍‌ଙ୍କୁ…

୧୦୦ ଟପିଲା ଟମାଟୋ ଦର

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ସହିତ ଏବେ ଟମାଟୋ ଏବଂ ପିଆଜର ମୂଲ୍ୟ ମଧ୍ୟ ଆକାଶଛୁଆଁ ହେଉଛି। ୧୦୦ ଟପିଛି ଟମାଟୋ ଦର। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଖାଉଟି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଆଜି ଟମାଟୋର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା…

ରାମଲିଳାରେ ସାଜିଥିଲେ ରାଜା ଦଶରଥ, ଅଧା ନାଟକରେ ଚାଲିଗଲା ଜୀବନ

ଓଡିଶା ସମ୍ବାଦ ବ୍ୟୁରୋ: ମଂଚ ଉପରେ ଚାଲିଗଲା କଳାକାରଙ୍କ ଜୀବନ । ରାମଲିଳାରେ ସାଜିଥିଲେ ରାଜା ଦଶରଥ । ନାଟକ ମଝିରେ ହିଁ ସେହି କଳାକାରଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଲୋକେ ଏହାକୁ ଅତି ଉଚ୍ଚକୋଟିର ଅଭିନୟ ଭାବି କରତାଳି ଦେବାକୁ ପଛାଇନଥିଲେ । ଉତ୍ତରପ୍ରଦେଶ ବିଜନୌରର ହସନପୁର ଗାଁରେ…

କେରଳ ବର୍ଷା ବିତ୍ପାତ; ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

କୁଟିକାଲ: ଦକ୍ଷିଣ ଏବଂ ମଧ୍ୟ କେରଳରେ ବର୍ଷା ବିପର୍ଯ୍ୟୟ ଯୋଗୁ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ରବିବାର ଦିନ କୋଟିକଲରୁ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। କୁଟିକାଲରେ ୧୨ ଜଣ ଏବଂ ଇଡୁକିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନ୍ୟୁଜ୍ ୧୮ ରିପୋର୍ଟରେ ପ୍ରକାଶ ପାଇଛି। କେରଳ ସିଏମ…

କେରଳରେ ବର୍ଷା ବିତ୍ପାତ; ମୃତ୍ୟୁ ସଂଖ୍ୟା ୯ ଛୁଇଁଲା

ଥିରୁବନନ୍ତପୁରମ୍‌: ଭୂସ୍ଖଳନ ଓ ପ୍ରବଳ ବର୍ଷା ଯୋଗୁଁ କେରଳରେ ବନ୍ୟା ବିତ୍ପାତ ସୃଷ୍ଟି ହୋଇଛି। ଯାହା ଫଳରେ କେରଳରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ଆହୁରି ଅଧିକ ଲୋକ ନିଖୋଜ ଅଛନ୍ତି। ରିପୋର୍ଟ  ମୁତାବକ, କୋଟାୟାମ ଜିଲ୍ଲାର ଆଉ ତିନିଟି ମୃତଦେହ ଉଦ୍ଧାର କରାଯାଇଛି।…

ବଢୁଛି ପ୍ରଦୂଷଣ; ଉଦ୍‌ବେଗଜନକ ସ୍ଥିତିରେ ରାଜଧାନୀ

ନୂଆଦିଲ୍ଲୀ: ଦେଶର ଅନେକ ସହରରେ ବାୟୁ ପ୍ରଦୂଷଣ ଯୋଗୁଁ ପରିସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ପୁଣିଥରେ ଦିଲ୍ଲୀ ବ୍ୟତୀତ ହରିୟାଣା ଏବଂ ଉତ୍ତରପ୍ରଦେଶର ଅନେକ ସହରରେ ପ୍ରଦୂଷଣ ଉଦ୍‌ବେଗଜନକ ସ୍ତରରେ ପହଞ୍ଚିଛି। ଦେଶର ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ଉତ୍ତରପ୍ରଦେଶର ବାଗପାତ୍‌ ପ୍ରଥମ…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଥମିବାର ନା ନେଉନି ତୈଳ ଦର। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ରେକର୍ଡ ସ୍ତରରେ ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ଭାରତର ସମସ୍ତ ପ୍ରମୁଖ ସହରରେ ରେକର୍ଡ ସ୍ତରରେ ବିକ୍ରି ହେଉଛି। ଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୫.୮୪ ଟଙ୍କାରେ…

କେରଳରେ ବର୍ଷା ଆଣିଲା ଜଳ ପ୍ରଳୟ, ୬ ମୃତ

ଥିରୁବନ୍ତପୁରମ୍: ଲଗାଣ ବର୍ଷା କେରଳକୁ ବୁଡ଼ାଇଛି । ୫ଟି ଜିଲ୍ଲାରେ ଉବୁଟୁବୁ ସ୍ଥିତି । ଲଘୁଚାପ ଜନିତ ଲଗାଣଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଘରଦ୍ୱାର, ରାସ୍ତାଘାଟ ବୁଡ଼ିଛି । ରାସ୍ତାରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । କେରଳରେ ବର୍ଷା ଓ…

ସୁପ୍ରିମକୋର୍ଟରେ ପହଞ୍ଚିଲା ସିଂଘୁ ସୀମା ହତ୍ୟା ମାମଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପହଞ୍ଚିଲା ସିଂଘୁ ସୀମା ହତ୍ୟା ମାମଲା । ବୀଭତ୍ସ ହତ୍ୟା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତରେ ମାମଲା ରୁଜୁ କରିଛନ୍ତି ଆଇନଜୀବୀ ଶଶାଙ୍କ ଶେଖର ଝା । ତୁରନ୍ତ ସିଂଘୁ ସୀମାକୁ ଖାଲି କରିବାକୁ ନିର୍ଦ୍ଦେଶ ଦେବା ଲାଗି ସେ ପ୍ରାର୍ଥନା କରିଛନ୍ତି । ନିହାଙ୍ଗ ସଙ୍ଗଠନ…

ଛତିଶଗଡ ଯଶପୁରରେ ହିଟ୍ ଆଣ୍ଡ ରନ ମାମଲାରେ ମୃତକଙ୍କୁ ପରିବାରକୁ ମିଳିବ କ୍ଷତିପୂରଣ

ଛତିଶଗଡ଼ : ଛତିଶଗଡ ଯଶପୁରରେ ହିଟ୍ ଆଣ୍ଡ ରନ୍ ମାମଲାରେ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ । ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୫୦ ଲକ୍ଷର କ୍ଷତିପୂରଣ ଦିଆଯିବ । ଏହାସହ ପ୍ରତି ଆହତଙ୍କୁ ମାଗଣା ଚିକତ୍ସା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ତେବେ ଏହି…