Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟିକା ନେଲେ ମିଳିବ ୧୦୦ ଡଲାର

ନୂଆଦିଲ୍ଲୀ: ଟିକା ନେଲେ ମିଳିବ ୧୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୭୪୦୦ ଟଙ୍କା। ଆମେରିକା ସରକାର ଆମେରିକାର ଏକ ନିଦ୍ଦିଷ୍ଟ ସହରର ନାଗରିକଙ୍କ ପାଇଁ ଏମିତି ଏକ ଅଫର୍‌ ଆଣିଦେଇଛନ୍ତି। ନ୍ୟୁୟର୍କ ସିଟି ବାସିନ୍ଦାଙ୍କୁ ପ୍ରତି ଟିକାକରଣ ପାଇଁ ୧୦୦ ଡଲାର ପ୍ରଦାନ କରାଯିବ। କରୋନାର…

୭୦ ନିୟୁତ ପାର୍‌ କଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ:ରେକର୍ଡ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ ଏକ ସଫଳତା ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ବୁଧବାର ପିଏମ୍‌ ମୋଦୀଙ୍କ ଟ୍ୱିଟର ହ୍ୟାଣ୍ଡେଲ ୭୦ ନିୟୁତ ଫଲୋଅର୍ସ ଅତିକ୍ରମ କରିଛି। ମାଇକ୍ରୋବ୍ଲଗିଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜଣେ ସକ୍ରିୟ ରାଜନେତା ଭାବରେ…

ଆସନ୍ତାକାଲି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାତୀୟ ଶିକ୍ଷାନୀତି ୨୦୨୦ ଘୋଷଣାକୁ ପୂରିଲା ଏକ ବର୍ଷ । ଏହି ଅବସରରେ ଆସନ୍ତାକାଲି ଶିକ୍ଷା ଓ କୌଶଳ ବିକାଶର ନୀତି ନିର୍ଦ୍ଧାରକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଶିକ୍ଷା କ୍ଷେତ୍ରରେ କେତେକ…

ଦର୍ଶନ କରିବି କାଳିଆକୁ .. ..

ସୋନପୁର : ଦିଅଁଙ୍କ ପ୍ରତି ମନରେ ଶ୍ରଦ୍ଧା । ଦେଖିବାକୁ କଷ୍ଟକର ରାସ୍ତା ବି କମ୍ ଜଣାପଡେ । ତେବେ ମନରେ ଭକ୍ତିଭାବ ଥିଲେ ସବୁକିଛି ସମ୍ଭବ କରିଦିଏ ଭକ୍ତଟିଏ । ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଖରା ବର୍ଷାକୁ ଖାତିର ନକରି ସୁଦୂର ମଧ୍ୟପ୍ରଦେଶ ତମସା ଗାଁର ଜଣେ ବୃଦ୍ଧ ପାଦରେ ଚାଲି…

ଆଫ୍‌ଗାନ ହାସ୍ୟ ଅଭିନେତାଙ୍କୁ ହତ୍ୟା; ତାଲିବାନକୁ ଦାୟୀ କଲା ପରିବାର

ନୂଆଦିଲ୍ଲୀ: ତାଲିବାନ ଓ ଆଫ୍‌ଗାନିସ୍ତାନରେ ମଧ୍ୟରେ ବିବାଦ ଚରମ ସ୍ତରରେ ପହଞ୍ଚିଛି। ଏହା ଭିତରେ ଆଫ୍‌ଗାନର ଜଣେ ହାସ୍ୟ ଅଭିନେତା ନାଜର ମହମ୍ମଦ ଆକା ଖଶା ଜୱାନଙ୍କୁ ତାଲିବାନ ହତ୍ୟା କରିଥିବା ସୂଚନା ମିଳିଛି। କିନ୍ତୁ ତାଲିବାନ ଏହି ଅଭିଯୋଗ ପ୍ରତ୍ୟାଖାନ କରିଛି। ହାସ୍ୟ ଅଭିନେତାଙ୍କ…

ଲୋକ ସଭାରେ ହଟ୍ଟଗୋଳ, କାଗଜଫିଙ୍ଗା ଯୋଗୁ ନିଲମ୍ବିତ ହୋଇପାରନ୍ତି ୧୦ ଏମପି !

ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ବିରୋଧୀ ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହୋଇଥିଲା । ଏପରିକି କେତେକ କଂଗ୍ରେସ ଏମପି ଗୃହରେ କାଗଜ ଚିରି ଫିଙ୍ଗିଥିଲେ । ଗୃହରେ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ସରକାର ଏବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ…

ପେଗାସସକୁ ନେଇ ବିରୋଧୀଙ୍କ ମେଳି

ନୂଆଦିଲ୍ଲୀ : ପେଗାସସକୁ ନେଇ ବିରୋଧୀଙ୍କ ମେଳି । ଜାସୁସୀ ମାମଲାରେ କେନ୍ଦ୍ରକୁ ଘେରିବାକୁ ଏକାଠି ହେଲେ ୧୪ ବିରୋଧୀ ଦଳର ନେତା । ବିରୋଧୀ ଭିନ୍ନ ଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ଏବେ ଗୋଟିଏ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ଅନ୍ୟ ଦେଶରେ ପେଗାସସକୁ…

ପଞ୍ଜାବ ପରେ ରାଜସ୍ଥାନରେ ତୁଟିବ କଂଗ୍ରେସ କଳି

ରାଜସ୍ଥାନ : ପଞ୍ଜାବ ପରେ ରାଜସ୍ଥାନରେ ତୁଟିବ କଂଗ୍ରେସ କଳି । ଗେହଲଟ-ପାଇଲଟ ବିବାଦରେ ପଡ଼ିବ ପୂର୍ଣ୍ଣଛେଦ । ଦେଢ଼ବର୍ଷ ଧରି ରାଜସ୍ଥାନ କଂଗ୍ରେସର ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ସମାଧାନ ଆଡକୁ ଗତି କରୁଛି । ଅଗଷ୍ଟ ୧୦ ତାରିଖରେ ରାଜସ୍ଥାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…

ଆଷ୍ଟ୍ରାଜେନେକା ଟିକାରେ ରକ୍ତ ଜମାଟ ବାନ୍ଧିବାର ବିପଦ ନାହିଁ; ରିପୋର୍ଟ

ନୂଆଦିଲ୍ଲୀ: ବ୍ରିଟିଶ-ସ୍ୱିଡେନ ଔଷଧ ନିର୍ମାତା ଦ୍ୱାରା ପରିଚାଳିତ ଏବଂ ଅନୁଦାନ ପ୍ରାପ୍ତ ଏକ ଅଧ୍ୟୟନ ଅନୁଯାୟୀ, ଆଷ୍ଟ୍ରାଜେନେକା କରୋନା ଟିକା ପ୍ରଥମ ଡୋଜ ପରେ ବିରଳ ରକ୍ତ ଜମାଟ ବାନ୍ଧିବାର ବିପଦ ରହିଛି କିନ୍ତୁ ଦ୍ବିତୀୟ ଡୋଜ ନେବା ପରେ କୌଣସି ରକ୍ତ ଜମାଟ ବାନ୍ଧୁଥିବା ସଦ୍ୟ ତଥ୍ୟରୁ…

ଚୀନର ଆଉ ଏକ ଆଣବିକ ମିସାଇଲ ବେସ ଠାବ କଲା ଏଫଏଏସ

ୱାଶିଂଟନ: ଫେଡେରେଶନ ଅଫ ଆମେରିକାନ ସାଇଂଟିଷ୍ଟ (ଏଫଏଏସ) ଚୀନର ଏକ ନ୍ୟୁକ୍ଲିୟର ମିସାଇଲ ବେସ ଠାବ କରିବାରେ ସଫଳ ହୋଇଛି । ସୁପର ପାୱାର ହେବା ଲକ୍ଷ୍ୟରେ ଚୀନ ଆଣବିକ କାର୍ଯ୍ୟକଳାପକୁ ବୃଦ୍ଧି କରିବାରେ ଲାଗିଛି । ଚୀନର ପୂର୍ବ ସିଜିଆଙ୍ଗ ପ୍ରଦେଶର ହାମିଠାରେ ଉପଗ୍ରହ ଫଟୋ ମାଧ୍ୟମରେ ଏହି…