Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୪ ମିନିଟର ଫୋନ ….ସବୁ କିଛି ଉଜାଗର !

କାବୁଲ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ୧୪ ମିନିଟର ଫୋନ କଥା ବାର୍ତା ତାଲିବାନ ରାଜୁତି କରିବାର ସମସ୍ତ ସୂତ୍ର ବଖାଣି ଦେଉଛି । ରଏଟର୍ସରେ ପ୍ରକାଶିତ ଖବର ଅନୁସାରେ ଜୁଲାଇ ୨୩ରେ ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା । ଘନିଙ୍କୁ…

ଜାଣନ୍ତୁ କେଉଁଠି ମିଳୁଛି ୨୨ କ୍ୟାରେଟ୍ ଗୋଲ୍ଡ ପ୍ଲେଟେଡ୍ ବଡା ପାଓ

ଭୁବନେଶ୍ୱର: ମୁମ୍ବାଇର ବଡା ପାଓ (ପାଉଁରୁଟି, ଆଳୁଚପ୍‌) କେବଳ ଭରତ ନୁହେଁ ବରଂ ସାରା ବିଶ୍ୱରେ ବେଶ ପରିଚିତ । ତେବେ ନିକଟରେ ଦୁବାଇରେ ବଡା ପାଓର ଏକ ଅପଗ୍ରେଡ୍ ଭର୍ସନ୍ ସାମ୍ନାକୁ ଆସିଛି । ଗୋଲ୍ଡେନ୍ ବିରିଆନୀ ଓ ବର୍ଗର୍ ପରେ ଏବେ ୨୨ କ୍ୟାରେଟ୍ ଗୋଲ୍ଡେନ୍ ବଡା ପାଓ ଚର୍ଚ୍ଚାର…

ଏଠି ମା’ଙ୍କ ପାଖେ ଭୋଗ ଲାଗେ ନୁଡୁଲ୍‌ସ ଆଉ ମୋମୋ

ନୂଆଦିଲ୍ଲୀ: ବିଭିଧତାର ଦେଶ ଭାରତ। ସଂସ୍କୃତି ଏବଂ ଧର୍ମର ବିବିଧତା ପାଇଁ ଭାରତ ସାରା ବଶ୍ବରେ ପ୍ରସିଦ୍ଧ। ନିଜ ଧର୍ମ ଓ ପରମ୍ପରାକୁ ବଜାୟ ରଖିବାରେ ସର୍ବାଗ୍ରେ ରହିଛି ଭାରତ। ହିନ୍ଦୁମାନଙ୍କ ପାଇଁ ସବୁଠୁ ବଡ଼ ଅସ୍ତ୍ର ହେଉଛନ୍ତି ଈଶ୍ବର। ଭାରତରେ ଯେତିକି ଦେବାଦେବୀଙ୍କ ମନ୍ଦିର ରହିଛି ତାହା…

ଗୁରୁଦ୍ୱାରରେ ଝାଡୁ ଲଗାଇ ଭୁଲ୍‌ର ପ୍ରାୟଶ୍ଚିତ କରିବେ ଏଆଇସିସିର ମହାସଚିବ

ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ନେତୃତ୍ୱକୁ 'ପଞ୍ଜ ପ୍ୟାରେ' ବୋଲି କହିବା ପରେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ ହରିଶ ରାୱତ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ତାଙ୍କ ଭୁଲର ପ୍ରାୟଶ୍ଚିତ କରିବାକୁ ସେ ଗୁରୁଦ୍ୱାର ଚଟାଣରେ ଝାଡୁ ଲଗାଇବେ। ମଙ୍ଗଳବାର ଦିନ…

ରେଷ୍ଟୁରାଣ୍ଟ ମାଲିକକୁ ସ୍ୱିଗୀ ଡେଲିଭରୀ ବୟର ଗୁଳିମାଡ

ଭୁବନେଶ୍ୱର: ଅନ୍‌ଲାଇନ୍‌ ଫୁଡ୍ ଡେଲିଭରୀ ପାର୍ଟନର୍ ସ୍ୱିଗୀକୁ ନେଇ ସାମ୍ନାକୁ ଆସିଲା ଚଂଚଲ୍ୟକର ଖବର । ସ୍ୱିଗୀ ଡେଲିଭରୀ ବୟର ଗୁଳିମାଡରେ ପ୍ରାଣ ହରାଇଛନ୍ତି ଜଣେ ରେଷ୍ଟୁରାଣ୍ଟ ମାଲିକ । ସୁଦୂର ଦିଲ୍ଲୀର ଗ୍ରେଟର୍ ନୋଏଡାରେ ଏଭଳି ଘଟଣା ଅନେକଙ୍କୁ ଚକିତ କରିଛି । ମିଳିଥିବା ସୂଚନା…

ଅବିଶ୍ୱାସ ଲାଗୁଥିଲେ ବି ସତ, ଗୁପ୍‌ଚୁପ୍ ପାଇଁ ଆତ୍ମହତ୍ୟା

ଭୁବନେଶ୍ୱର: ଘରକୁ ଗୁପ୍‌ଚୁପ୍ ଆସିଲା ବୋଲି ଆତ୍ମହତ୍ୟା କଲେ ଜଣେ ୨୩ ବର୍ଷୀୟା ମହିଳା । ଘଟଣାଟା ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ଶତ ପ୍ରତିଶତ ସତ । ପରିବାରିକ କଳହରେ ସାମାନ୍ୟ ଗୁପ୍‌ଚୁପ୍ ପାଇଁ ଜଣେ ମହିଳା ଆତ୍ମହତ୍ୟା କରିବା ଅନେକଙ୍କୁ ଚକିତ କରିଛି । ୨୦୧୯ରେ ମହାରାଷ୍ଟ୍ର ଅମ୍ବେ…

ଆଇସିୟୁରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାଏରା ବାନୋ

ମୁମ୍ବାଇ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାଏରା ବାନୋ। ତିନି ଦିନ ପୂର୍ବରୁ ରକ୍ତଚାପ ସମ୍ବନ୍ଧୀୟ ପ୍ରସଙ୍ଗରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାଏରା ବାନୁଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ସାଏରା ବାନୋ ବର୍ତ୍ତମାନ ମୁମ୍ବାଇର…

ଅଜଣା ରୋଗ ନେଲାଣି ପ୍ରାୟ ୩୨ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: ଅଜଣା ଓ ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇ ଗତ ୧୦ ଦିନରେ ପ୍ରାୟ ୩୨ ଶିଶୁଙ୍କ ଜୀବନ ଗଲାଣି। ଉତ୍ତରପ୍ରଦେଶର ଫିରୋଜାବାଦରେ ଅତି କମରେ ୩୨ ପିଲାଙ୍କ ଅଜଣା ରୋଗରେ ଜୀବନ ଗଲାଣି। ଏହି ରୋଗର ପ୍ରକୃତ କାରଣ ବି ଏଯାଏ ଜଣାପଡ଼ିନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା…

ରାଜଧାନୀରେ ୧୨ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା ରେକର୍ଡ

ନୂଆଦିଲ୍ଲୀ: ବୁଧବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦିଲ୍ଲୀର କିଛି ଅଂଶରେ ପ୍ରବଳ ବର୍ଷା ଜାରି ରହିଛି। ସେପ୍ଟେମ୍ବରରେ ଅତି କମରେ ୧୨ ବର୍ଷ ମଧ୍ୟରେ ସହରରେ ସର୍ବାଧିକ ଦିନିକିଆ ବୃଷ୍ଟିପାତ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୧୨.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି।…

ଏପର୍ଯ୍ୟନ୍ତ ଭାରତରେ ମିଳିନି C.1.2 ମାମଲା; ରିପୋର୍ଟ

ନୂଆଦିଲ୍ଲୀ: ଦେଶ ପାଇଁ ଏକ ଆଶ୍ବସ୍ତିକର ଖବର। କରୋନାର ନୂଆ ପ୍ରଜାତି C.1.2 ବିଭିନ୍ନ ଦେଶରେ କାୟା ବିସ୍ତାର କରୁଥିବା ବେଳେ ଭାରତରେ ଏଯାଏ ଏହି ନିଦ୍ଦିଷ୍ଟ ପ୍ରଜାତି ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଏହା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ସମ୍ପ୍ରତି ଏହା ବିଭିନ୍ନ ଦେଶରେ…