Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶେର ବାହାଦୂର ଦେଉବା ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନେପାଳ ସୁପ୍ରିମକୋର୍ଟ ସୋମବାର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଗୃହକୁ ଭଙ୍ଗ କରିବା ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି ଏବଂ ଏହାକୁ ପୁନଃସ୍ଥାପିତ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ନୂତନ…

ଏହି ରାଜ୍ୟରେ ଜୁଲାଇ ୧୯ ଯାଏ ବଢିଲା ଲକ୍‌ଡାଉନ

ଚଣ୍ଡିଗଡ଼: ହରିୟାଣାରେ ପୁଣି ବଢିଲା ଲକ୍‌ଡାଉନ୍‌। ଏ ନେଇ ହରି୍ରାଣା ସରକାର ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ବଢାଇବା ସହିତ କିଛି କଟକଣା କୋହଳ ମଧ୍ୟ କରିଛନ୍ତି। ରାଜ୍ୟ ସରକାର ୧୨ ଜୁଲାଇ ସକାଳ ୫ଟାରୁ ୧୯ ସକାଳ ୫ଟା ଯାଏ କଟକଣାକୁ ବୃଦ୍ଧି କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ନୂଆ…

ଜୁଲାଇରୁ ଆରମ୍ଭ ହେଲାଣି ତୃତୀୟ ଲହର; ରିପୋର୍ଟ

ହାଇଦ୍ରାବାଦ: ସମଗ୍ର ବିଶ୍ବରେ କରୋନା ଦ୍ବିତୀୟ ତରଙ୍ଗ ନଥମୁଣୁ ତୃତୀୟ ଲହରକୁ ଆଶଙ୍କା ବୃଦ୍ଧି ପାଇଛି। ବିଭିନ୍ନ ବୈଜ୍ଞାନିକଙ୍କ ମତନୁଯାୟୀ ଅଗଷ୍ଟ ମଧ୍ୟ ଭାଗରୁ ଶେଷ ମଧ୍ୟରେ ତୃତୀୟ ଲହର ଆସିବ ଏବଂ ଏହା ସେପ୍ଟେମ୍ବରୁ ଅକ୍ଟୋବର ମଧ୍ୟରେ ଶିଖର ଛୁଇଁବ ବୋଲି ତଥ୍ୟ ପ୍ରକାଶ ପାଇଛି। ତେବେ…

କରୋନାର ଭୟଙ୍କର ପ୍ରଭାବରୁ ସୁରକ୍ଷା ଦେଇଥାଏ ଫ୍ଲୁ ଟିକା!

ନୂଆଦିଲ୍ଲୀ: କରୋନାର ଭୟଙ୍କର ପ୍ରଭାବରୁ ରକ୍ଷା କରିଥାଏ ଫ୍ଲୁ ଟିକା। ଅଧ୍ୟୟନ ଅନୁଯାୟୀ ଇନ୍‌ଫ୍ଲୁଏଞ୍ଜା ଟିକା ଦିଆଯାଇଥିବା ଲୋକଙ୍କୁ କରୋନାର ଅନେକ ଭୟଙ୍କର ପ୍ରଭାବରୁ ଆଂଶିକ ସୁରକ୍ଷା କରାଯାଇପାରେ। ଏହାଦ୍ବାରା ‌ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସାର ଆବଶ୍ୟକତା ମଧ୍ୟ କମ୍ ଥାଏ।…

ସାଂସଦ ରାଜୀବ ଚନ୍ଦ୍ରଶେଖରଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ୱିଟର

ନୂଆଦିଲ୍ଲୀ: କେନ୍ଦ୍ର ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତା ବିକାଶ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ୱିଟର। ତେବେ ଏ ନେଇ ଟ୍ୱିଟର ସୂତ୍ରରୁ ପ୍ରକାଶ କରାଯାଇଛି ଯେ ମାଇକ୍ରୋ ବ୍ଲଗିଂ ସାଇଟରେ ତାଙ୍କ ନାମ ପରିବର୍ତ୍ତନ ଏହାର କାରଣ…

ଦେଶରେ ବଢୁଥିବା ପେଟ୍ରୋଲ ଦର ଏକ ବଡ ସମସ୍ୟା; ନୀତିନ ଗଡକରୀ

ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଦେଶରେ ବଢୁଥିବା ପେଟ୍ରୋଲ ମୂଲ୍ୟ ଏକ ବଡ ସମସ୍ୟା ସୃଷ୍ଟି କରିଛି। ନାଗପୁରରେ ଭାରତର ପ୍ରଥମ ବେସରକାରୀ ଏଲଏନଜି ଫାସିଲିଟି କାରଖାନାର ଉଦଘାଟନ ସମୟରେ ଗଡକରୀ ଏହା କହିଛନ୍ତି। ଆଗାମୀ ଦିନରେ ତେଲ ଦରକୁ କମ୍ କରିବାକୁ…

ଧର୍ମଶାଳାରେ ବାଦଲଫଟା ବର୍ଷା ଯୋଗୁ ଯାତାୟାତ ଠପ୍‌

ଧର୍ମଶାଳା: ସୋମବାର ଦିନ ହିମାଚଳ ପ୍ରଦେଶର ଧର୍ମଶାଳାରେ ବାଦଲଫଟା ବର୍ଷା ହୋଇଛି। ପ୍ରବଳ ଓ ଲଗାତାର ବର୍ଷା ଯୋଗୁ ସିମ୍‌ଲା ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଆଗାମୀ କିଛି ଦିନ ହିମାଚଳ ପ୍ରଦେଶରେ ପ୍ରବଳ…

ସେଲ୍‌ଫି ନେବା ସମୟ‌ରେ ବଜ୍ରାଘାତରେ ଗଲା ୧୧ ଜଣଙ୍କ ଜୀବନ

ଜୟପୁର: ସେଲ୍‌ଫି ହେଲା କାଳ। ସେଲ୍‌ଫି ନେବା ସମୟ‌ରେ ବଜ୍ରାଘାତରେ ଚାଲିଗଲା ୧୧ ଜଣଙ୍କ ଜୀବନ। ଆମେର୍‌ ପ୍ୟାଲେସ ନିକଟରେ ବଜ୍ରପାତ ଯୋଗୁ ମୋଟ ୧୧ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ରାଜସ୍ଥାନ ରାଜଧାନୀରେ ଜୟପୁରରେ ପ୍ରବଳ ବର୍ଷା ହେଉଥିବା ବେଳେ ଲୋକମାନେ…

ଟିକା ନେଲା ପରେ ବି ୬୦୦ ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଟିକା ନେଲା ପରେ ସଂକ୍ରମିତ ହେଉଛନ୍ତି ଲୋକ। ଗୋଟିଏ ପଟେ କରୋନାର ବିଭିନ୍ନ ପ୍ରଜାତି ଲୋକଙ୍କ ମନରେ ଭୟ ସଚାଂର କରୁଥିବା ବେଳେ ଅନ୍ୟପଟେ ମନ୍ଥର ଟିକାକରଣ ଏବଂ ଟିକା ନେବା ସତ୍ତ୍ବେ ସଂକ୍ରମିତ ହେବା ଘଟଣା ଏବେ ଚିନ୍ତା ବଢାଇଛି। ଟିକା ନେଲା ପରେ ବି ଶହ ଶହ ‌ସ୍ବାସ୍ଥ୍ୟ…

ଏଣିକି ଟିକ୍ ଟକରେ ମନଇଚ୍ଛା ପୋଷ୍ଟ କରିପାରିବେନି କଣ୍ଟେଣ୍ଟ

ନୂଆଦିଲ୍ଲୀ : ଟିକ୍ ଟକ୍ ବ୍ୟବହାରକାରୀ ସାବଧାନ । କାରଣ ଏଣିକି ଟିକ୍ ଟକରେ ମନଇଚ୍ଛା ପୋଷ୍ଟ କରିପାରିବେ ନାହିଁ କଣ୍ଟେଣ୍ଟ । ଯଦି ଏଭଳି କରନ୍ତି ତେବେ ତାହା ଅଟୋମେଟିକ ଭାବେ ହଟିଯିବ । ହିଂସା, ନଗ୍ନତା, ଅଶାଳୀନ ଗ୍ରାଫିକ୍ସ, ଯୌନଗତ କାର୍ଯ୍ୟକଳାପ, ବେଆଇନ କାର୍ଯ୍ୟକଳାପ ଆଦିକୁ ପୋଷ୍ଟ…