Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜର୍ମାନୀରେ ମିଳିଲା ସର୍ବ ପୁରାତନ ଆଭୂଷଣ, ହରିଣ ଖୁରାରେ ନିର୍ମିତ

ନୂଆଦିଲ୍ଲୀ: ଜର୍ମାନୀରେ ଆଜି ବିଶ୍ୱର ସର୍ବ ପୁରାତନ ଆଭୂଷଣ ମିଳିଛି । ହରିଣ ଖୁରାରେ ନିର୍ମିତ ଏହି ଅଳଙ୍କାର ୫୧ ହଜାର ବର୍ଷ ତଳର ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଜର୍ମାନୀର ଷ୍ଟେଟ ସର୍ଭିସ ଫର କଲଚରାଲ ହେରିଟେଜ ଟିମଙ୍କ ରିପୋର୍ଟ ଅନୁସାରେ ନିଣ୍ଡରଥାଲ ପ୍ରଜାତିର ଲୋକେ ନିଜକୁ ସଜେଇବା…

ଦୁର୍ଭିକ୍ଷରେ ମୃତ୍ୟୁ ସଂଖ୍ୟା କରୋନା ତୁଳନାରେ ଅଧିକ: ରିପୋର୍ଟ

କାଇରୋ: ସମଗ୍ର ବିଶ୍ବରେ ଆଜି ବି ଦାରିଦ୍ର୍ୟର ଶିକାର ହେଉଛନ୍ତି ଲୋକେ। ଲକ୍ଷ ଲକ୍ଷ ଲୋକ ଖାଦ୍ୟ ଅଭାବ ଯୋଗୁ ଭୋକରେ ମୃତ୍ୟୁବରଣ କରୁଛନ୍ତି। ଏ ନେଇ ଦାରିଦ୍ର୍ୟ ବିରୋଧୀ ସଂଗଠନ ଅକ୍ସଫାମ ଏକ ତଥ୍ୟ ପ୍ରକାଶ କରିଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରତି ମିନିଟରେ ୧୧ ଜଣ ଲୋକ ଭୋକରେ…

ସେପ୍ଟେମ୍ବର ସୁଦ୍ଧା ଆରମ୍ଭ ହେବ ୧୨ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ!

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଆରମ୍ଭ ହେବ ୧୨ ରୁ ୧୮ ବର୍ଷ ବୟସର ପିଲାଙ୍କ ଲାଗି ଟିକାକରଣ। ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ ଲାଗି ଟିକାକରଣ ସେପ୍ଟେମ୍ବର ବେଳକୁ ଆରମ୍ଭ ହେବ ବୋଲି ଜାତୀୟ ବିଶେଷଜ୍ଞ ଗୋଷ୍ଠୀର ମୁଖ୍ୟ ଡା. ଏନ.କେ ରୋରା କହିଛନ୍ତି। ଜାଇଡସ୍ ଟିକା ପାଇଁ ଜରୁରୀକାଳୀନ ବ୍ୟବହାର…

ଏହି ରାଜ୍ୟରୁ ଆସିଲା ପ୍ରଥମ ଜିକା ଭାଇରସ୍‌ ସଂକ୍ରମିତ ମାମଲା

ଥିରୁବନନ୍ତପୁରମ: ଥିରୁବନନ୍ତପୁରମର ପାରାସାଲାର ଜଣେ ୨୪ ବର୍ଷ ବୟସ୍କା ମହିଳା ଜିକା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ମହିଳା ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମହିଳାଙ୍କଠାରେ ଜୁନ୍ ୨୮ ରୁ ଲକ୍ଷଣ…

ଟିକାକରଣ ଲାଗି ନୂଆ ନିୟମ; ଟିକା ନାହିଁ ତ ଚାକିରି ନାହିଁ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଡେଲ୍‌ଟା ଭାରିଆଣ୍ଟର ବିସ୍ତାର ଏବେ ଚିନ୍ତାର ବିଷୟ ହୋଇଛି। ଏହି ସମୟରେ ମାରାତ୍ମକ ଭୂତାଣୁରୁ ଜୀବନ ବଞ୍ଚାଇବାର ଏକମାତ୍ର ଉପାୟ ହେଉଛି ଟିକାକରଣ। ବିଶେଷଜ୍ଞଙ୍କ ମତନୁଯାୟୀ ଯଦି ସମସ୍ତେ ଟିକାକରଣ କରନ୍ତି ତେବେ ଏଥିରୁ ରକ୍ଷା ପାଇହେବ। ତେବେ ଫିଜିରେ ଡେଲଟା…

ଗୁପଚୁପ ମାଳ ଓ ମୁକୁଟ ପିନ୍ଧି ବିବାହ କଲେ ଅକ୍ଷରା

ମାଡ୍ରାସ: ଗୁପଚୁପ ଖାଇବାକୁ ସବୁ ବୟସର ଲୋକଙ୍କୁ ଭଲ ଲାଗେ । ମାତ୍ର ଏଥିପ୍ରତି ପାଗଳାମୀର ଶେଷ ସୀମାରେ ପଂହଚି ଯାଇଛନ୍ତି ଅକ୍ଷରା । ଏହି ମହିଳା ଜଣକ ନିଜ ବାହାଘରରେ ଗୁପଚୁପରେ ନିର୍ମିତ ମାଳ ଓ ମୁକୁଟ ପିନ୍ଧଥିଲେ । ଅକ୍ଷରା ଏବଂ ଅଭିଷେକଙ୍କ ଏହି ବିବାହର ଫଟୋ ସୋସିଆଲ ସାଇଟରେ ସେୟାର ହେବା…

ମନେରହିବେ ଦିଲ୍ଲୀପ କୁମାର

ଭୁବନେଶ୍ୱର: ମନେରହିବେ ଲିଜେଣ୍ଡାରୀ ଆକ୍ଟର ଦିଲ୍ଲୀପ କୁମାର । ବଲିଉଡର ଟ୍ରାଜେଡି କିଙ୍ଗ ଭାବେ ପରିଚିତ ଦିଳ୍ଲୀପ କୁମାର ଓରଫ ମହମ୍ମଦ ୟୁସୁଫ ଖାନ୍ । ୯୮ ବର୍ଷରେ ବର୍ଷୀୟାନ୍ ଅଭିନେତା ସବୁଦିନ ପାଇଁ ବିଦାୟ ନେଇଛନ୍ତି । ପେଶୱାର ହାବେଳୀରେ ଜନ୍ମ ନେଇଥିବା ଦିଲ୍ଲୀପ ପିଲା ବେଳରୁ ଅଭିନୟ…

ଘଣ୍ଟାକରେ ଲଗାଇଦେଲେ ୧୦ଲକ୍ଷ ଗଛ

ହାଇଦ୍ରାବାଦ: ମାତ୍ର ଘଣ୍ଟାକ ମଧ୍ୟରେ ଲଗାଇଦେଲେ ୧୦ଲକ୍ଷ ଗଛ। ତେଲେଙ୍ଗାନାର ରାଜ୍ୟସଭା ସାଂସଦ ସନ୍ତୋଷ କୁମାର ନେତୃତ୍ଵରେ ସ୍ଵେଚ୍ଛାସେବୀ, ସେଲିବ୍ରେଟି ଓ ସାଧାରଣ ଲୋକ ଏତେ କମ ସମୟ ମଧ୍ୟରେ ଏତେ ସଂଖ୍ୟକ ଗଛ ଲଗାଇ ବିଶ୍ଵରେକର୍ଡ ତିଆରି କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ତୁର୍କି ନାମରେ…

ଦିନେ ଚା’ ବଗିଚାରେ କାମ କରୁଥିଲେ, ଆଜି ମୋଦି କ୍ୟାବିନେଟରେ ମନ୍ତ୍ରୀ

ନୂଆଦିଲ୍ଲୀ: ଦିନ ଥିଲା ପେଟ ପାଇଁ ସେ ଚା’ ବଗିଚାରେ କାମ କରୁଥିଲେ । ସାଧାରଣ ଗରିବ ପରିବାରରେ ଜନ୍ମ ହୋଇଥିବାରି ରୋଜଗାର ପାଇଁ ଚା ବଗିଚାରେ କାମ କରୁଥିଲେ । ପାଖାପାଖି ଦୁଇ ଦଶନ୍ଧି ଧରି ଶ୍ରମିକ ଭାବରେ ଖଟିଛନ୍ତି । ଆଜି ସେ ମୋଦି ସରକାରରେ ମନ୍ତ୍ରୀ । ଗତକାଲି ଶପଥ ନେଇଥିଲେ ଓ ଆଜି…

ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଜାପାନକୁ ଧମକ ଦେଲା ଚୀନ, ତାଇୱାନ କଥାରେ ମୁଣ୍ଡ ପୂରାଇଲେ ଧ୍ୱଂସ କରିଦେବୁ

ବେଜିଂ: ଚୀନ ଆଜି ତାର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଜାପାନକୁ ଧମକ ଦେଇଛି । ଜାପାନ ଯଦି ତାଇୱାନ କଥାରେ ସୀମା ଉଲ୍ଲଂଘନ କରେ ତାହାହେଲେ ବିପଦକୁ ନିମନ୍ତ୍ରଣ କରିବ । ଆମେ ଚାହିଁଲେ ଜାପାନକୁ ଧ୍ୱଂସ କରିଦେବୁ ବୋଲି ଚୀନ ପକ୍ଷରୁ କୁହାଯାଇଛି । ଜାପାନ ଉପ ପ୍ରଧାନମନ୍ତ୍ରୀ ତାରୋ ଆସୋ…