Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନ୍ୟୁୟର୍କ ଟାଇମ୍ସର ଚାକିରୀ ବିଜ୍ଞାପନ ନେଇ ଭାରତରେ ଝଡ: ମୋଦି, ହିନ୍ଦୁ ବିରୋଧୀ ଲେଖା ଲେଖିପାରିବା ଜରୁରୀ !

ନୂଆଦିଲ୍ଲୀ: ନ୍ୟୁୟର୍କ ଟାଇମ୍ସର ଏକ ଚାକିରୀ ବିଜ୍ଞାପନ ଭାରତରେ ଝଡ ସୃଷ୍ଟି କରିଛିି । ବିଜ୍ଞାପନରେ ଉଲ୍ଲେଖ ରହିଛି । ଏହି ଚାକିରୀ ପାଇଁ ଆବେଦନକାରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ହିନ୍ଦୁ ଧର୍ମ ବିରୋଧରେ ଲେଖିପାରିବା ଦକ୍ଷତା ଦରକାର ବୋଲି ଉଲ୍ଲେଖ ରହିଛି, ଯାହାକୁ ନେଇ ଏହି…

ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍

ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍ । ସବୁଠୁ ଅଧିକ ରନ୍ କରିବା ସହ ବିଶ୍ବ ରେକର୍ଡ ହାସଲ କରିଛନ୍ତି ମିତାଲି । ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମିତାଲି ଦମଦାର ପ୍ରଦର୍ଶନ କରି ଏହି ରେକର୍ଡ ହାସଲ କରିଛନ୍ତି । ରେକର୍ଡ ସହ ମିତାଲି ରାଜ୍ ୧୦ ହଜାରରୁ ଅଧିକ…

ଦିଲ୍ଲୀରେ କାଲିଠୁ ଆରମ୍ଭ ହେବ ଅନଲକ୍-୬

ନୂଆଦିଲ୍ଲୀ : ଧିରେ ଧିରେ ମହାମାରୀ କରୋନା ସ୍ଥିତିରେ ଆସୁଛି ସୁଧାର । କରୋନା ସଂକ୍ରମଣ କମୁଥିବା ବେଳେ ପର୍ଯ୍ୟାୟ କ୍ରମେ ଖୋଲୁଛି ରାଜଧାନୀ । ଏଥିପାଇଁ ଦିଲ୍ଲୀରେ ଆସନ୍ତାକାଲିଠୁ ଆରମ୍ଭ ହେବ ଅନଲକ୍-୬ । ପୂର୍ବରୁ ଅନେକ କଟକଣା କୋହଳ କରାଯାଇଥିବା ବେଳେ, ଆସନ୍ତାକାଲିଠୁ ଆଉ କିଛି କଟକଣା…

କୋଭିଡ ତୃତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମ ଲହର ତୁଳନାରେ ଅଧିକ ହେବ

ନୂଆଦିଲ୍ଲୀ : କୋଭିଡ ତୃତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମ ଲହର ତୁଳନାରେ ଅଧିକ ହେବ । ଏହା କହିଛନ୍ତି, କୋଭିଡ ପ୍ୟାନେଲର ବୈଜ୍ଞାନିକ ମନୀନ୍ଦ୍ର ଅଗ୍ରୱାଲ । ସେ କହିଛନ୍ତି- ଲୋକଙ୍କ ଭିତରେ ରାଗ ପ୍ରତିରୋଧକ ଶକ୍ତିର ଅଭାବ, ଟିକାଦାନ ପ୍ରକ୍ରିୟା ଓ ପ୍ରଭାବଶାଳୀ ଭାରିଆଣ୍ଟ ଯୋଗୁ…

କୋଭିଶିଲ୍ଡର ଦୁଇଟି ଡୋଜ ଟିକା ନେବା ପରେ ବି ତିଆରି ହେଉନି ଆଣ୍ଟିବଡି!

ନୂଆଦିଲ୍ଲୀ: ନୂତନ ଅଧ୍ୟୟନ ଅନୁଯାୟୀ କୋଭିଶିଲ୍ଡର ଦୁଇଟି ଡୋଜ ଟିକା ନେବା ପରେ ବି ତିଆରି ହେଉନି ଆଣ୍ଟିବଡି। ୧୬.୧ ପ୍ରତିଶତ ନମୁନାରେ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ଯେ ଡେଲଟା ଭାରିଆଣ୍ଟ ବିରୁଦ୍ଧରେ କୋଭିଶିଲ୍ଡର ଦୁଇଟି ଡୋଜ ଟିକା ନେବା ପରେ ବି ସୃଷ୍ଟି ହେଉନି ଆଣ୍ଟିବଡି।…

ଫିଲିପିନ୍ସ ବିମାନ ଦୁର୍ଘଟଣାରେ ୧୭ ମୃତ, ୪୦ ଆହତ

କୋଟାବାଟୋ: ଫିଲିପିନ୍ସ ସେନାର ବିମାନ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ଭିତରେ ଅଧିକାଂଶ ସେନା ଅଧିକାରୀ ଓ କର୍ମଚାରୀ ଅଛନ୍ତି । ଫିଲିପିନ୍ସ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନାର ବିମାନ C-130 ।…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଲକ୍ଷ୍ନୌର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁସାରେ, ଶରୀରର ଅଚାନକ ଭାବେ ଫୁଲିଯିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କଲ୍ୟାଣ ସିଂଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର…

ପଥର ପାଲଟିଯାଉଛି ଏହି କୁନି ଝିଅର ଶରୀର

ନୂଆଦିଲ୍ଲୀ: ଯୁକେର ଏକ ୫ ମାସର ଶିଶୁ କନ୍ୟା ବିରଳ ଜେନେଟିକ୍ ରୋଗରେ ପୀଡିତ ହେବା କାରଣରୁ କୁନି ଝିଅର ଶରୀର ପଥର ପାଲଟି ଯାଉଥିବା ସୂଚନା ମିଳିଛି। ଏହି ବିରଳ ରୋଗ ଯୋଗୁ ଟିକି ଝିଅଟିର ଶରୀରରେ ଥିବା ମାଂଶପେଶୀଗୁଡ଼ିକ ପଥରରେ ପରିଣତ ହୋଉଥିବା ରିପୋର୍ଟ ମିଳିଛି। ଏହି ଶିଶୁ କନ୍ୟାଟିର…

ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଶିଖର ଛୁଇଁପାରେ ତୃତୀୟ ତରଙ୍ଗ

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବର ମଧ୍ୟରେ ଶିଖର ଛୁଇଁପାରେ ତୃତୀୟ ତରଙ୍ଗ। କରୋନାଭାଇରସ୍ ସଂକ୍ରମଣର ସମ୍ଭାବ୍ୟ ତୃତୀୟ ତରଙ୍ଗ ଏହି ସମୟରେ ଶିଖରକୁ ଛୁଇଁପାରେ ବୋଲି ସରକାରୀ ପ୍ୟାନେଲର ବୈଜ୍ଞାନିକମାନେ କହିଛନ୍ତି। ତେବେ ତୃତୀୟ ତରଙ୍ଗ ସମୟରେ କୋଭିଡ୍ ସଂକ୍ରମଣ ଶୀଘ୍ର ବିସ୍ତାର ହୋଇପାରେ…

ଫିଲିପିନ୍ସରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଥିଲେ ୮୫ ଯାତ୍ରୀ

ମାନିଲା: ଫିଲିପିନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା । ୮୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ସେନାର ଗୋଟିଏ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବାୟୁସେନାର ବିମାନ C130 ସ୍ଥାନୀୟ ସମୟ ସକାଳ ସାଢ଼େ ୧୧ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ସୂଚନା ଦେଇଛନ୍ତି ଫିଲିପିନ୍ସ ସେନା ମୁଖ୍ୟ…