Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୁଲାଇ ୧୩ ଯାଏ ଏହି ରାଜ୍ୟରେ ବଢିଲା କରୋନା କର୍ଫ୍ୟୁ

ଡେରାଡୁନ୍‌: ସୋମବାର ଉତ୍ତରାଖଣ୍ଡ ସରକାର କୋଭିଡ କର୍ଫ୍ୟୁକୁ ଜୁଲାଇ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ନେଇ ଉତ୍ତରାଖଣ୍ଡ ସରକାର ଆଜି ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଜୁଲାଇ ୧୩ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ ରହିବ। ମଲ୍‌ଗୁଡିକ ୫୦ ପ୍ରତିଶତ କ୍ଷମତାରେ ଖୋଲିବ ଏବଂ…

ଟିକା ନେଇନଥିବା ଯୋଗୁ ୯୯.୨ ପ୍ରତିଶତ ଆମେରିକୀୟ କରୋନାରେ ପ୍ରାଣ ହରାଇଛନ୍ତି; ଡା. ଫାଉସୀ

ନୂଆଦିଲ୍ଲୀ: ଆମେରିକାର ସର୍ବୋଚ୍ଚ ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଆନ୍ଥୋନୀ ଫାଉସୀ ଦାବି କରିଛନ୍ତି ଯେ ଆମେରିକାରେ ସମ୍ପ୍ରତି କରୋନା ମୃତ୍ୟୁର ୯୯ ପ୍ରତିଶତରୁ ଅଧିକ ଟିକାକୃତ ନୁହେଁ। ଏକ ସାକ୍ଷାତକାରରେ ଡା. ଫାଉସି କହିଛନ୍ତି ଯେ ଜୁନ୍ ମାସରେ କରୋନା ସମ୍ବନ୍ଧୀୟ ମୃତ୍ୟୁହାର ୯୯.୨…

ଆଣ୍ଡି ଜାସି ହେଲେ ଆମାଜନର ନୂଆ ସିଇଓ

ନୂଆଦିଲ୍ଲୀ: ସୋମବାର ଦିନ ଇ-କମର୍ସ କମ୍ପାନୀ ଆମାଜନର ମୁଖ୍ୟ ଜେଫ୍‌ ବେଜୋସ୍‌ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଏହି ପଦବୀରେ ଯୋଗ ଦେଇଛନ୍ତି ଆମାଜନ ୱେବ୍ ସର୍ଭିସେସ୍ (AWS) ର ପୂର୍ବତନ ମୁଖ୍ୟ ଆଣ୍ଡି ଜାସି। ଆମାଜନ ଡଟ୍ କମ୍ ର ନୂଆ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଣ୍ଡି…

କୋଭିଶିଲ୍ଡ ଟିକା ନେବା ପରେ ଫେରିଲା ମହିଳାଙ୍କ ଦୃଷ୍ଟିଶକ୍ତି

ୱାଶିମ୍: ନିୟମିତ କରୋନା ଟିକା ବିଷୟରେ ଅନେକ ବିଚଳିତ କଲା ଖବର ଶୁଣିବାକୁ ମିଳିଛି। ଅନେକ ଲୋକ ଟିକାକରଣ କରିସାରିଥିଲେ ମଧ୍ୟ ଏବେ ବି ଅନେକ ଲୋକ ଏଥିରୁ ବଞ୍ଚିତ ରହିଛନ୍ତି। ଅନେକ ସ୍ଥାନରେ ଟିକାକରଣକୁ ନେଇ ସକରାତ୍ମ ଫଳାଫଳ ଦେଖିବାକୁ ମିଳିଥିବା ବେଳେ ଆଉ କିଛି ସ୍ଥାନରେ ଟିକା ଯୋଗୁ…

ତୃଣମୂଳ କଂଗ୍ରେସରେ ଆଜି ମିଶିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ !

କୋଲକାତା: ତୃଣମୂଳ କଂଗ୍ରେସରେ ମିଶିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ସାଂସଦ ଅଭିଜିତ ମୁଖାର୍ଜୀ । ଆଜି ସେ ଟିଏମସିରେ ଯୋଗ ଦେଇ ପାରନ୍ତି । ନିକଟରେ ସେ ଟିଏମସିର ଅଭିଷେକ ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଥିଲେ । ପଶ୍ଚିମବଙ୍ଗର ଜାଙ୍ଗିପୁର ଲୋକସଭା…

ଆଫ୍ରିକା ବିଶ୍ୱରେ ଦ୍ୱିତୀୟ କମ୍ କୋଭିଡ୍ ପ୍ରଭାବିତ ଅଞ୍ଚଳ

ଟରୋଣ୍ଟୋ: ସମଗ୍ର ବିଶ୍ବରେ କରୋନା ତାଣ୍ଡବ ରଚି ଚାଲିଛି। ବିଶ୍ବର କୋଣ ଅନୁକୋଣରେ କାୟା ବିସ୍ତାର କରିଚାଲିିଛି ମାରାତ୍ମକ କରୋନା ଭୂତାଣୁ। ତେବେ ରିପୋର୍ଟ ଅନୁଯାୟୀ ସଂକ୍ରମଣ, ମୃତ୍ୟୁହାର ଏବଂ ଆରୋଗ୍ୟ ହାରର ରେକର୍ଡରୁ ଯାହା ଜଣାପଡ଼ିଛି ଯେ ଆଫ୍ରିକା ହେଉଛି କରୋନା ଦ୍ବାରା ପ୍ରଭାବିତ…

ଆମୀର ଖାନଙ୍କ ବିବାହ ବିଚ୍ଛେଦ ଉପରେ ଏମିତି କଥା କହିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ବଲିଉଡ ଅଭିନେତା ଆମୀର ଖାନ ଓ ପତ୍ନୀ କିରଣ ରାଓ ୧୫ ବର୍ଷ ପରେ ବିବାହ ବିଚ୍ଛେଦ ନେଇ ଦୁଇ ଦିନ ତଳେ ଘୋଷଣା କରିଥିଲେ । ସେମାନଙ୍କର ଏହି ଘୋଷଣା ଲକ୍ଷ ଲକ୍ଷ ଫ୍ୟାନଙ୍କ ଚକିତ କରିଛି । ଆମୀରଙ୍କ ବିବାହ ବିଚ୍ଛେଦ ଖବର ପରେ ତାଙ୍କ ଉପରେ ନିର୍ଧୂମ ବର୍ଷିଛନ୍ତି କଂଗ୍ରେସ ବିଧାୟକ…

ଭାରତକୁ ଅଣାଯାଉଥିବା ବନ୍ୟଜନ୍ତୁଙ୍କ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି କରୋନା ନେଗେଟିଭ ରିପୋର୍ଟ ଥିବା ପଶୁମାନେ ଭାରତ ଆସିପାରିବେ। ବିଦେଶରୁ ଭାରତକୁ ଅଣାଯାଉଥିବା ବିଲେଇ, ସିଂହ, ଚିତାବାଘ ଏବଂ ପୁମା ସମେତ ଅନ୍ୟ ପଶୁମାନଙ୍କର କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ଏ ନେଇ ଅର୍ଥ ମନ୍ତ୍ରଣାଳୟ ଜୁନ ୩୦ ରେ ସମଗ୍ର ଭାରତରେ କଷ୍ଟମ…

ଆଜି ଆମାଜନ ସିଇଓ ପଦରୁ ଇସ୍ତଫା ଦେବେ ଜେଫ୍ ବେଜୋସ୍

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ସୋମବାର ଆମାଜନ ସିଇଓ ପଦରୁ ଇସ୍ତଫା ଦେବେ। ଇସ୍ତଫା ଦେବା ପାଇଁ ବେଜୋସ୍ ଜୁଲାଇ ୫ କୁ ବାଛିଛନ୍ତି। କାରଣ ସେ ୧୯୯୪ ମସିହା ଆଜିର ଦିନରେ ଆମାଜନ ପ୍ରତିଷ୍ଠା କରିଥିଲେ। ତେବେ, ୫୭ ବର୍ଷିୟା ଜେଫ୍‌ ବେଜୋସ୍‌, ଆମାଜନ ମୁଖ୍ୟ ପଦ…

ଭାରତରେ ରାଫେଲ ଡିଲର ଯାଞ୍ଚ କରିବାକୁ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ : ରାଫେଲ ଡିଲକୁ ନେଇ ଫ୍ରାନ୍ସରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବା ପରେ ଭାରତରେ ଏହାକୁ ନେଇ ପୁଣି ସରଗରମ ହୋଇଛି ରାଜନୀତି । ଭାରତରେ ମଧ୍ୟ ରାଫେଲ ଡିଲର ଯାଞ୍ଚ କରାଇବାକୁ ଦାବି କରିଛନ୍ତି ବିରୋଧୀ । ପ୍ରଧାନମନ୍ତ୍ରୀ ମିଳିତ ସଂସଦୀୟ କମିଟି ବା ଜେପିସିକୁ ଏହାର ତଦନ୍ତ…