Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରହସ୍ୟମୟ ତକ୍ଷକ ନାଗଚନ୍ଦ୍ରେଶ୍ୱର ମନ୍ଦିର

ଭୁବନେଶ୍ୱର: ଉଜ୍ଜୟିନୀର ରହସ୍ୟମୟ ମନ୍ଦିର । ବର୍ଷ ତମାମ ବନ୍ଦ ରହିଥାଏ । ଆଉ ବର୍ଷକୁ ଗୋଟିଏ ଦିନ ଖୋଲିଥାଏ । ବର୍ଷକ ୩୬୫ ଦିନରେ ନାଗ ପଞ୍ଚମୀ ଦିନ ଏହି ମନ୍ଦିର ଖୋଲିବାର ରହିଛି ପରମ୍ପରା । ଆଉ ଗୋଟିଏ ଦିନ ଭଗବାନଙ୍କ ଦର୍ଶନ ମିଳୁଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି ଦର୍ଶନ ପାଇଁ ।…

ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଅଡୁଆରେ ଫଶିଲା ଟ୍ୱିଟର। ନୂଆ ଆଇଟି ନିୟମ ମାନିବାକୁ ନେଇ ଟ୍ୱିଟର ଚାପରେ ଥିବା ବେଳେ ଟ୍ବିଟରର ବିରୋଧରେ ଆଉ ଏକ ଅଭିଯୋଗ ଆସିଛି। ଟ୍ୱିଟର ଦେଶରେ 'ସାମ୍ପ୍ରଦାୟିକ ଘୃଣା ବିସ୍ତାର' ଓହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଅପମାନିତ କରିବା ଅଭିଯୋଗରେ ଏଫଆଇଆର ପଞ୍ଜିକରଣ…

ବଲିଉଡ଼ର ‘ସେରନୀ’

ଭୁବନେଶ୍ୱର: ବଲିଉଡ଼ର ଦମଦାର ଆକ୍ଟ୍ରେସ ବିଦ୍ୟା ବାଲାନ୍ । ନିଜ ଆକ୍ଟିଂ ଓ ପର୍ସନାଲିଟି ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦବଦବା ଜାହିର କରିଛନ୍ତି । ମୁମ୍ବାଇରେ ଏକ କେରଳୀ ଆୟାର ପରିବାରରେ ଜନ୍ମ ଗ୍ରହଣ କରିଥିବା ବିଦ୍ୟାଙ୍କର ପିଲାବେଳରୁ ଅଭିନୟ ପ୍ରତି ଥିଲା ଦୁର୍ବଳତା । ମହିଳା ସଶକ୍ତିକରଣ…

ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ପୁଷ୍କର ସିଂହ ଧାମି

ଡେରାଡୁନ୍: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆଜି ପୁଷ୍କର ସିଂହ ଧାମି ଶପଥ ନେବେ । ସେ ହେବେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟା ୫ଟାରେ ଉତ୍ତରାଖଣ୍ଡ ରାଜଭବନ ପରିସରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟପାଳ ବେବି…

ଜିଓ ଶୁଭାରମ୍ଭ କଲା ‘ଜରୁରୀକାଳୀନ ଡାଟା ଋଣ’ ସୁବିଧା

ଭୁବନେଶ୍ବର : ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର୍ଯ୍ୟ ହାଇସ୍ପିଡ୍ ଡାଟା ଶେଷ ହୋଇଗଲେ ପ୍ରତ୍ୟେକ ମୋବାଇଲ୍ ଡାଟା ବ୍ୟବହାରକାରୀ ତୁରନ୍ତ ଡାଟା ଟପ୍ ଅପ ରିଚାର୍ଜ କରିବାକୁ ବିଭିନ୍ନ କାରଣରୁ ସମର୍ଥ ହୋଇନଥାନ୍ତି । ଯାହାକୁ ହୃଦୟଙ୍ଗମ କରିଛି ଜିଓ । ଏବେ…

ଷ୍ଟର୍ଲିଂ ବାୟୋଟେକ ଋଣ ଜାଲିଆତି ମାମଲା, ଅଭିନେତା ଡିନୋ ମୋରିଆଙ୍କ ସମ୍ପତ୍ତି ଜବତ

ମୁମ୍ବାଇ : ବହୁଚର୍ଚ୍ଚିତ ଷ୍ଟର୍ଲିଂ ବାୟୋଟେକ ଋଣ ଜାଲିଆତି ମାମଲାରେ କାର୍ଯ୍ୟାନୁଷ୍ଠାନ । ଅଭିନେତା ଡିନୋ ମୋରିଆ, ସଞ୍ଜୟ ଖାନ୍‌ ଓ ଆକ୍ବିଲ ଅବଦୁଲ ଖଲିଲ ବାଚୋଲିଙ୍କ ୮ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୬ ହଜାର କୋଟି ଟଙ୍କାର ଷ୍ଟର୍ଲିଂ ବାୟୋଟେକ…

ସ୍ୱଚ୍ଛତା ଦିଗରେ ବଡ ପଦକ୍ଷେପ ପାଇଁ ଫେସବୁକ୍‌ ଓ ଗୁଗୁଲ୍‌କୁ ପ୍ରଶଂସା କଲେ ସରକାର

ନୂଆଦିଲ୍ଲୀ: ସରକାରଙ୍କ ନୂତନ ଆଇଟି ନିୟମ ଲାଗୁ ହେବା ପରେ ଗୁଗୁଲ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ "ଆପତ୍ତିଜନକ ପୋଷ୍ଟ" ହଟାଇବା ସ୍ୱଚ୍ଛତା ଦିଗରେ ଏକ ବଡ ପଦକ୍ଷେପ ବୋଲି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି କହିଛନ୍ତି। ଫେସବୁକ ୩୦ ମିଲିୟନ୍ ରୁ ଅଧିକ ପୋଷ୍ଟ…

ଦିଲ ତୋ ବଚ୍ଚା ହେ ଜି : ବୟସ ୬୭, ପତ୍ନୀ ସହ ବୁଲେଟରେ ସାରା ଭାରତ ଭ୍ରମଣ କରୁଛନ୍ତି !

ଭଦୋଦରା: ବୟସ ଆଗରେ ହାର ମାନି ନାହାନ୍ତ ଭଦୋଦରାର ଜଣେ ବୟସ୍କ ଦମ୍ପତି । ସାଧାରଣ ବୃଦ୍ଧ ଲୋକ ଭାବେ ସେ ମରିବାକୁ ଚାହୁଁ ନାହାନ୍ତି । ମନରେ ଆଶା ଏବଂ ଉନ୍ମାଦ ଭରି ରହିଛି । ଏହାକୁ ପ୍ରମାଣ କରିବା ପାଇଁ ଏହି ୬୭ ବର୍ଷ ବୟସ୍କ ବ୍ୟକ୍ତିଜଣଙ୍କ ତାଙ୍କର ୧୯୭୪ ବୁଲେଟ ବାହାର କଲେ । ପତ୍ନୀଙ୍କ ଗୋଡ…

ରାଫେଲ ଚୁକ୍ତି କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ନେଇ ଫ୍ରାନ୍ସରେ ହେବ ନ୍ୟାୟିକ ତଦନ୍ତ

ନୂଆଦିଲ୍ଲୀ : ରାଫେଲ ଚୁକ୍ତି କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ନେଇ ଫ୍ରାନ୍ସରେ କରାଯିବ ନ୍ୟାୟିକ ତଦନ୍ତ । ଏହାର ତଦନ୍ତ ଲାଗି ଜଣେ ବିଚାରପତି ନିଯୁକ୍ତ ହୋଇଛନ୍ତି । ଭାରତ ସହ ଫ୍ରାନ୍ସର ହୋଇଥିବା ଚୁକ୍ତି ସମ୍ପର୍କରେ ଫ୍ରାନ୍ସ ସରକାର ଏହି ପଦକ୍ଷେପ ନେଇଛନ୍ତି । ୫୯ ହଜାର କୋଟି ଟଙ୍କାର ରାଫେଲ…

ଛତିଶଗଡ଼ରେ ନକ୍ସଲ ହମଲା, ଗୁଳି ବିନିମୟ ଜାରି

ଛତିଶଗଡ଼ : ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଲୁହାପଥର ଖଣି ଉପରେ ମାଓବାଦୀମାନେ କବଜା କରିବା ସହ ଆକ୍ରମଣ କରିଛନ୍ତି । ନାରାୟଣପୁର ଜିଲ୍ଲା ଛୋଟେଡ଼ଙ୍ଗର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଏବେ ବି ଉଭୟ ପକ୍ଷ ମଧ୍ୟରେ ଜାରି ରହିଛି…