Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାମାରୀ ସମୟରେ ଚାପଗ୍ରସ୍ତ ଲୋକଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି ; ରିପୋର୍ଟ

ସୋନିପତ୍‌: ସମ୍ପ୍ରତି ଦେଶରେ କରୋନା ସଂକ୍ରମଣର ହାର ହ୍ରାସ ପାଇବାରେ ଲାଗିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହୋଇଯାଇଛି। ତେବେ ରିପୋର୍ଟ ଅନୁଯାୟୀ ସାମାଜିକ ଦୂରତା ମାନସିକ ସ୍ବାସ୍ଥ୍ୟ ଉପରେ ନିଜର ପ୍ରତିକୂଳ ପ୍ରଭାବ ପକାଇପାରେ। କଲମ୍ବିଆ…

ବନ୍ଦ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ପୂର୍ବରୁ, କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ସାମୟିକ ଭାବରେ ସ୍ଥଗିତ ରଖାଯାଇଥିଲା। ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ…

ମହାମାରୀ ସମୟରେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ହେଲେ ନିୟମିତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ବିପର୍ଯ୍ୟୟର କାରଣ ହୋଇଛି। ଲୋକେ ଶାରୀରିକ ଏବଂ ମାନସିକ ସ୍ତରରେ ଅନେକ କ୍ଷତି ସହୁଛନ୍ତି। କେବେ ସ୍ଥିତି ସ୍ବାଭାବିକ ହେବ ତାହାର କୌଣସି ଚିହ୍ନବର୍ଣ୍ଣ ନାହିଁ। ତଥାପି, ଏହି ସବୁ ସମସ୍ୟା ମଧ୍ୟରେ ଆମକୁ ଆଗକୁ ବଢିବା ଲାଗି ଚେଷ୍ଟା କରିବାକୁ…

ଜୁଲାଇ ୧ ରୁ ଆରମ୍ଭ ହେବ ଚାରିଧାମ ଯାତ୍ରା

ନୂଆଦିଲ୍ଲୀ: ଜୁଲାଇ ୧ ରୁ ଚାର୍‌ ଧାମ ଯାତ୍ରା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ଉତ୍ତରାଖଣ୍ଡ ସରକାର ଘୋଷଣା କରିଛନ୍ତି। ଖୁବ୍‌ ଶୀଘ୍ର ଏହି ଯାତ୍ରା ପାଇଁ ଏକ ଏସ୍‌ଓପି ଜାରି କରିବେ ସରକାର। ଜୁଲାଇ ୧ରୁ ଏହି ତିନିଟି ଚାମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରାଖଣ୍ଡ ଜିଲ୍ଲାର ସ୍ଥାନୀୟ…

‘ମିଶନ ୨୪’ ପାଇଁ ଚିନ୍ତା: ପାଓ୍ଵାର-ପ୍ରଶାନ୍ତ ଆଲୋଚନା!

-ଆସନ୍ତାକାଲି ବୈଠକ, ୧୫ ଦଳକୁ ନିମନ୍ତ୍ରଣ ନୂଆଦିଲ୍ଲୀ: ଗୋଟିଏ ପଟେ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ପାଇଁ ମୋଦୀ ବିଚାର କରୁଥିବା ବେଳେ ବିରୋଧୀ ଶିବିରରେ ମଧ୍ୟ ବଡ଼ ଯୋଜନା ଚାଲୁଥିବା ଚର୍ଚ୍ଚା ହେଉଛି। ପୋଲ୍ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଓ ଏନଏସପି ମୁଖ୍ୟ ଶରଦ ପାଓ୍ଵାରଙ୍କ ମଧ୍ୟରେ…

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ; କଦଳୀ କେଜିକୁ ୩,୩୦୦ ଟଙ୍କା

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଅତ୍ୟଧିକ ଖାଦ୍ୟ ସଙ୍କଟ ଦେଖାଦେଇଛି। ଯେଉଁଠାରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ତୀବ୍ର ଭାବରେ ବୃଦ୍ଧି ପାଇଛି। ପ୍ରକାଶ ଥାଉ କି, ଦେଶର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ ସ୍ବୀକାର କରିଛନ୍ତି ଯେ ତୀବ୍ର ଖାଦ୍ୟ ଅଭାବକୁ ଦୃଷ୍ଟିରେ ରଖି ପରିସ୍ଥିତି ତୀବ୍ର…

ଜିଓ ଆଣୁଛି 5G ଫୋନ୍, ଜାଣନ୍ତୁ କେବେ ଲଞ୍ଚ

ମୁମ୍ବାଇ: ଜୁନ୍ ୨୪ରେ ୪୪ ତମ ବାର୍ଷିକ ଜେନେରାଲ ମିଟିଂରେ ରିଲାଏନ୍ସ ଜିଓ 5G ଫୋନର ଲଞ୍ଚ କରିବାର ସମ୍ଭାବନା ଅଛି। ଗତ ଦୁଇମାସ ମଧ୍ୟରେ ସୁଲଭ ମୂଲ୍ୟର 5G ସ୍ମାର୍ଟଫୋନ୍ ବିଷୟରେ ବହୁ ଖବର ଆସିଛି। କିଛି ରିପୋର୍ଟରେ ଏହାର ମୂଲ୍ୟ ୫୦୦୦ ଟଙ୍କାରୁ କମ୍ ଓ ଆଉ କିଛି ରିପୋର୍ଟରେ ୨୫୦୦ ଟଙ୍କା…

କେନ୍ଦ୍ର ଦେଇଛି ୨୯ କୋଟି ଟିକା

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବର୍ଗରେ କରୋନା ଟିକାକରଣ ଚାଲିଛି। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ୨୯.୩୫ କୋଟି ଡୋଜ୍ ଟିକା ଯୋଗାଇଦେଇଛନ୍ତି। ଏହା ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କିପରି ସିଧାସଳଖ ଟିକା କ୍ରୟ କରିପାରିବେ ତା’ର ବ୍ୟବସ୍ଥା ମଧ୍ୟ ହୋଇଛି ବୋଲି କେନ୍ଦ୍ର…

ମହିଳାଙ୍କ ପୋଷାକ ପାଇଁ ଦେଶରେ ବଢୁଛି ଦୁଷ୍କର୍ମ ସଂଖ୍ୟା; ପିଏମ୍‌ ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ଦେଶରେ ଦୁଷ୍କର୍ମ ମାମଲା ବୃଦ୍ଧି ପଛର କାରଣ ହେଉଛି ମହିଳାଙ୍କ ପୋଷାକ। ମହିଳାମାନେ ପିନ୍ଧୁଥିବା ପୋଷାକ ଯୋଗୁ ଦେଶରେ ବଢୁଛି ଦୁଷ୍କର୍ମ ସଂଖ୍ୟା। ଏକ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି ଯେ, "ଯଦି ଜଣେ ମହିଳା…

କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଇଶାନ୍ତ ଶର୍ମା

ଇଂଲଣ୍ଡ: କିମ୍ୱଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଫାଷ୍ଟ ବୋଲକର ଇଶାନ୍ତ ଶର୍ମା । ଇଂଲଣ୍ଡ ମାଟିରେ ସର୍ବାଧିକ ଓ୍ୱିକେଟ ନେବାରେ ଭାରତୀୟ ବୋଲର ହୋଇଛନ୍ତି ଇଶାନ୍ତ । ପୂର୍ବରୁ ଏହି ରେକର୍ଡ କପିଲ ଦେବଙ୍କ ନାଁରେ ଥିଲା । ଇଶାନ୍ତ ଇଂଲଣ୍ଡ ମାଟିରେ ଭାରତୀୟ ଭାବରେ ସର୍ବାଧିକ ୪୪…