Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସେନା ସିଲାବସରେ ସାମିଲ ହେବ ଭଗବଦ ଗୀତା, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର !

ନୂଆଦିଲ୍ଲୀ: ଭାରତର ତିନି ସେନାରେ ଭଗବଦ ଗୀତା ଏବଂ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ସାମିଲ କରାଯିବ । କଲେଜ ଅଫ ଡିଫେନ୍ସ ମ୍ୟାନେଜମେଂଟ ଏହି ପ୍ରସ୍ତାବ ଦେଇଛି । ଏହି ପ୍ରାଚୀନ ଗ୍ରନ୍ଥରୁ ରଣନୀତି ଏବଂ ନେତୃତ୍ୱ ସମ୍ପର୍କରେ ଅନେକ କିଛି ଶିକ୍ଷାଲାଭ କରିହେବ ବୋଲି ଆଶା କରାଯାଉଛି । ସିକନ୍ଦରବାଦରେ…

ଆମେରିକାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ‘ଇଡା’

ଆମେରିକା : ଆମେରିକାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ଇଡା । ବାତ୍ୟା ଯୋଗୁ ନ୍ୟୁୟର୍କ ସିଟିରେ ବନ୍ୟାଜଳ ଭରି ରହିଛି । ଘୂର୍ଣ୍ଣିଝଡ଼ ଯୋଗୁ ନଦୀରେ ଜଳସ୍ତର ବଢ଼ିବା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାପାଣି ପ୍ରବେଶ କରିଥିବାରୁ ପାଖାପାଖି ୪୬ ଜଣଙ୍କ ମୃତ୍ୟୁ ହୋଇଛି ।…

ଆଫଗାନିସ୍ତାନରୁ ପାକ୍ ଅଧିକୃତ କାଶ୍ମୀରକୁ ଫେରିଛନ୍ତି ୮ ହଜାର ଆତଙ୍କୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ରାଜ୍ ପରେ ଆତଙ୍କବାଦୀଙ୍କ ଗଡ ପାଲଟିଲା ପାକ୍ ଅଧିକୃତ କାଶ୍ମୀର । ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ସଂଗଠନର ୮ ହଜାରରୁ ଅଧିକ ସଦସ୍ୟ ପାକ୍ ଅଧିକୃତ କାଶ୍ମୀରକୁ ଫେରିଥିବା ଜଣାପଡିଛି । ଏମାନେ ତାଲିମ ନେବା ଲାଗି କିଛି ବର୍ଷ ତଳେ…

ଆଫଗାନିସ୍ତାନରେ ମୁଲ୍ଲା ଅବଦୁଲ ଘନି ବାରଦାରଙ୍କ ନେତୃତ୍ବରେ ଗଠନ ହେବ ସରକାର

ଆଫଗାନିସ୍ତାନ : ମୁଲ୍ଲା ଅବଦୁଲ ଘନି ବାରଦାରଙ୍କ ନେତୃତ୍ବରେ ଆଫଗାନିସ୍ତାନରେ ଗଠନ ହେବ ସରକାର । ତାଲିବାନ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ବାରଦାର ନୂଆ ସରକାରର ନେତୃତ୍ବ ନେବେ । ସରକାରରେ ତାଲିବାନ ପ୍ରତିଷ୍ଠାତା ମୁ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଓ ଶେର ମହମ୍ମଦ ଆବାସ…

ଦିଲ୍ଲୀ ବିଧାନସଭାରେ ମିଳିଲା ରହସ୍ୟମୟ ସୁଡଙ୍ଗ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଏକ ରହସ୍ୟମୟ ସୁଡଙ୍ଗର ସନ୍ଧାନ ମିଳିଛି । ଏହା ଲାଲ କିଲ୍ଲା ପର୍ଯ୍ୟନ୍ତ ଯାଇଛି ବୋଲି ଅନୁମାନ କରାଯାଉଛି । ବ୍ରିଟିଶ ଶାସନବେଳେ ଏହି ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି । ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିବାସ ଗୋଏଲ ଏହି ସମ୍ପର୍କରେ ସୂଚନା…

ପ୍ରେମ ପାଇଁ ରାଜକୀୟ ସୁଖ ତ୍ୟାଗ କରିବେ ଜାପାନ ରାଜକୁମାରୀ ମାକୋ, ସାଧାରଣ ନାଗରିକ କୋମୁରାଙ୍କୁ କରିବେ ବିବାହ

ଟୋକିଓ: ଜାପାନ ରାଜକୁମାରୀ ମାକୋ ଶେଷରେ ପ୍ରେମ ପାଇଁ ରାଜକୀୟ ସୁଖ ଛାଡିବାକୁ ରାଜି ହୋଇଛନ୍ତି । ଜାପାନର ବର୍ତମାନ ରାଜା ନରୁହିତାଙ୍କ ଭାଇ ରାଜକୁମାର ଅକିଶିନୋଙ୍କ ଝିଅ ହେଲେ ମାକୋ । ରାଜବଂଶ ବାହାରେ ଜଣେ ସାଧାରଣ ନାଗରିକକୁ ବିବାହ କରିବା ପାଇଁ ତାଙ୍କୁ ୯.୧୦ କୋଟି ଟଙ୍କା ମିଳିଥିଲା,…

ପାରାଲିମ୍ପିକ୍ସ ସୁଟିଂରେ ଅବନୀ ଲେଖରାଙ୍କୁ ଆଉ ଗୋଟିଏ ପଦକ

ଟୋକିଓ: ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି । ସୁଟିଂରେ ପୁଣି ପଦକ ଆଣିଲେ ଅବନୀ ଲେଖରା । ୫୦ ମିଟର ରାଇଫଲ୍ ୩ ପୋଜିସନ୍ SH1 ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଫାଇନାଲରେ ସେ ମୋଟ୍ ୪୪୫.୯ ସ୍କୋର କରିଥିଲେ । ପୂର୍ବରୁ ୧୯ ବର୍ଷୀୟ ଅବନୀ ଲେଖରା ସ୍ୱର୍ଣ୍ଣ ପଦକ…

ପାରାଲିମ୍ପିକ୍ସ ଭାରତକୁ ଆଉ ଗୋଟିଏ ପଦକ: ହାଇ ଜମ୍ପରେ ରୌପ୍ୟ ଆଣିଲେ ପ୍ରବୀଣ କୁମାର

ଟୋକିଓ: ପାରାଲିମ୍ପିକ୍ସରେ ଭାରତ ଖାତାରେ ଆଉ ଗୋଟିଏ ପଦକ । ପୁରୁଷ ହାଇଜମ୍ପ F୬୪ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ୧୮ ବର୍ଷୀୟ ପ୍ରବୀଣ ୨.୦୭ ମିଟର ଡେଇଁଥିଲେ । ଏଥିସହ ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ । ଏହି ସଫଳତା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି…

ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ପାଇଁ କମିଟି ଗଠନ

ନୂଆଦିଲ୍ଲୀ : ସାମ୍ବାଦିକ କଲ୍ୟାଣ ଯୋଜନା ନିୟମାବଳୀର ଅନୁଧ୍ୟାନ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ୧୦ ଜଣିଆ କମିଟି ଗଠନ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ବିଶିଷ୍ଟ ସାମ୍ବାଦିକ ଅଶୋକ କୁମାର ଟଣ୍ଡନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ମନ୍ତ୍ରଣାଳୟ ଦ୍ବାରା ସାମ୍ବାଦକି…

୬୫ରୁ ଅଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କେରଳରୁ ଆସିଥିବା ୬୫ ରୁ ଅଧିକ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁବାର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ କୋଲାର କେଜିଏଫ୍ କଲେଜ ଅଫ୍ ଡେଣ୍ଟାଲ୍ ସାଇନ୍ସ ଏବଂ ହସ୍ପିଟାଲରେ ୬୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍…