Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଫଗାନିସ୍ତାନରେ ତାଲିବାନ ସରକାରର ନେତୃତ୍ୱ ନେବେ ମୁଲ୍ଲାହ୍‌ ହିବତୁଲ୍ଲା !

ନୂଆଦିଲ୍ଲୀ: ତାଲିବାନର ମୁଲ୍ଲାହ ହିବତୁଲ୍ଲା ଅଖଣ୍ଡଜଡା ଆଫଗାନିସ୍ତାନରେ ନୂତନ ସରକାର ଭାବେ ନେତୃତ୍ବ ଗ୍ରହଣ କରିବେ। ଯିଏ ଏପର୍ଯ୍ୟନ୍ତ ଜନସାଧାରଣଙ୍କ ଆଖିରୁ ଦୂରେଇ ରହିଛନ୍ତି। ରିପୋର୍ଟ ଅନୁଯାୟୀ ତାଲିବାନ ଆଫଗାନିସ୍ତାନ ଚଳାଇବା ପାଇଁ ସେମାନଙ୍କର ସରକାରୀ ଗଠନ ଚୂଡାନ୍ତ କରିଛି।…

ଆସାମ: ବଦଳିଲା ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନର ନାଁ

ଦିସ୍‌ପୁର: ଆସାମ କ୍ୟାବିନେଟ ବୁଧବାର ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନର ନାମ ପରିବର୍ତ୍ତନ କରି ଓରଙ୍ଗ ନ୍ୟାସନାଲ ପାର୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛି। “କିଛି ଦିନ ପୂର୍ବରୁ ଆସାମର ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱ ଶର୍ମା ଆଦିବାସୀ ଏବଂ ଟି ଟ୍ରାଇବ୍‌ ସମ୍ପ୍ରଦାୟର…

ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ସାମ୍ବାଦିକ ଚନ୍ଦନ ମିତ୍ର । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ କୃଷ୍ଣ ମିତ୍ର ସୂଚନା ଦେଇଛନ୍ତି । ଚନ୍ଦନ ମିତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି…

ବନ୍ୟା ଜଳରେ ବୁଡିଲା ହସ୍ପିଟାଲ,ରୋଗୀ ଦେଖିଲେ ମାଛ

ବିହାର :ବିହାର ରେଫରାଲ ହସ୍ପିଟାଲରେ ଭିତରେ ପଶିଲା ବନ୍ୟା ପାଣି ରୋଗୀ ଓ ହସ୍ପିଟାଲ କର୍ତୁପକ୍ଷ ଦେଖିଲେ ମାଛ । ଘଟଣା ଟି ଆଶ୍ଚଯ୍ୟ ଲାଗୁଥିଲେ ବି ଶତ । ବିହାରର ବୈଶାଲୀ ଜିଲ୍ଲାରେ ବନ୍ୟା ଯୋଗୁଁ ଚାରିଆଡେ ପାଣି ମାଡିଯାଇଛି । ଗଣ୍ଡକି ନଦୀରୁ ବନ୍ୟା ପାଣି ଆସି ଚାରିଆଡେ ମାଡିଯାଇଛି। ବୈଶାଲୀ…

ଆଫଗାନିସ୍ତାନକୁ ଘାରିଛି ଅନାହାର ଭୟ

ଭୁବନେଶ୍ୱର: ତାଲିବାନ ଅଧିକୃତ ଆଫଗାନିସ୍ତାନରେ ଲୋକେ ଏକାଧିକ କାରଣ ପାଇଁ କୋକୁଆ ଭୟରେ ଦିନ କାଟୁଛନ୍ତି । ଏହି ଦେଶର ୪ରୁ ୫ ମିଲିଅନ ପରିବାର ଖାଦ୍ୟ ଓ ଜଳାଭାବ ସାଙ୍ଗକୁ ତାଲିବାନର ନୂଆ ନିୟମକୁ ନେଇ ଅନିଶ୍ଚିତତା ଘେରରେ ରହିଛନ୍ତି । ବିଗତ ତିନି ମାସ ଧରି ଆଫଗାନିସ୍ତାନ ଲୋକଙ୍କ ପାଖକୁ…

୧୪ ମିନିଟର ଫୋନ ….ସବୁ କିଛି ଉଜାଗର !

କାବୁଲ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ୧୪ ମିନିଟର ଫୋନ କଥା ବାର୍ତା ତାଲିବାନ ରାଜୁତି କରିବାର ସମସ୍ତ ସୂତ୍ର ବଖାଣି ଦେଉଛି । ରଏଟର୍ସରେ ପ୍ରକାଶିତ ଖବର ଅନୁସାରେ ଜୁଲାଇ ୨୩ରେ ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା । ଘନିଙ୍କୁ…

ଜାଣନ୍ତୁ କେଉଁଠି ମିଳୁଛି ୨୨ କ୍ୟାରେଟ୍ ଗୋଲ୍ଡ ପ୍ଲେଟେଡ୍ ବଡା ପାଓ

ଭୁବନେଶ୍ୱର: ମୁମ୍ବାଇର ବଡା ପାଓ (ପାଉଁରୁଟି, ଆଳୁଚପ୍‌) କେବଳ ଭରତ ନୁହେଁ ବରଂ ସାରା ବିଶ୍ୱରେ ବେଶ ପରିଚିତ । ତେବେ ନିକଟରେ ଦୁବାଇରେ ବଡା ପାଓର ଏକ ଅପଗ୍ରେଡ୍ ଭର୍ସନ୍ ସାମ୍ନାକୁ ଆସିଛି । ଗୋଲ୍ଡେନ୍ ବିରିଆନୀ ଓ ବର୍ଗର୍ ପରେ ଏବେ ୨୨ କ୍ୟାରେଟ୍ ଗୋଲ୍ଡେନ୍ ବଡା ପାଓ ଚର୍ଚ୍ଚାର…

ଏଠି ମା’ଙ୍କ ପାଖେ ଭୋଗ ଲାଗେ ନୁଡୁଲ୍‌ସ ଆଉ ମୋମୋ

ନୂଆଦିଲ୍ଲୀ: ବିଭିଧତାର ଦେଶ ଭାରତ। ସଂସ୍କୃତି ଏବଂ ଧର୍ମର ବିବିଧତା ପାଇଁ ଭାରତ ସାରା ବଶ୍ବରେ ପ୍ରସିଦ୍ଧ। ନିଜ ଧର୍ମ ଓ ପରମ୍ପରାକୁ ବଜାୟ ରଖିବାରେ ସର୍ବାଗ୍ରେ ରହିଛି ଭାରତ। ହିନ୍ଦୁମାନଙ୍କ ପାଇଁ ସବୁଠୁ ବଡ଼ ଅସ୍ତ୍ର ହେଉଛନ୍ତି ଈଶ୍ବର। ଭାରତରେ ଯେତିକି ଦେବାଦେବୀଙ୍କ ମନ୍ଦିର ରହିଛି ତାହା…

ଗୁରୁଦ୍ୱାରରେ ଝାଡୁ ଲଗାଇ ଭୁଲ୍‌ର ପ୍ରାୟଶ୍ଚିତ କରିବେ ଏଆଇସିସିର ମହାସଚିବ

ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ନେତୃତ୍ୱକୁ 'ପଞ୍ଜ ପ୍ୟାରେ' ବୋଲି କହିବା ପରେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ ହରିଶ ରାୱତ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ତାଙ୍କ ଭୁଲର ପ୍ରାୟଶ୍ଚିତ କରିବାକୁ ସେ ଗୁରୁଦ୍ୱାର ଚଟାଣରେ ଝାଡୁ ଲଗାଇବେ। ମଙ୍ଗଳବାର ଦିନ…

ରେଷ୍ଟୁରାଣ୍ଟ ମାଲିକକୁ ସ୍ୱିଗୀ ଡେଲିଭରୀ ବୟର ଗୁଳିମାଡ

ଭୁବନେଶ୍ୱର: ଅନ୍‌ଲାଇନ୍‌ ଫୁଡ୍ ଡେଲିଭରୀ ପାର୍ଟନର୍ ସ୍ୱିଗୀକୁ ନେଇ ସାମ୍ନାକୁ ଆସିଲା ଚଂଚଲ୍ୟକର ଖବର । ସ୍ୱିଗୀ ଡେଲିଭରୀ ବୟର ଗୁଳିମାଡରେ ପ୍ରାଣ ହରାଇଛନ୍ତି ଜଣେ ରେଷ୍ଟୁରାଣ୍ଟ ମାଲିକ । ସୁଦୂର ଦିଲ୍ଲୀର ଗ୍ରେଟର୍ ନୋଏଡାରେ ଏଭଳି ଘଟଣା ଅନେକଙ୍କୁ ଚକିତ କରିଛି । ମିଳିଥିବା ସୂଚନା…