Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅବିଶ୍ୱାସ ଲାଗୁଥିଲେ ବି ସତ, ଗୁପ୍‌ଚୁପ୍ ପାଇଁ ଆତ୍ମହତ୍ୟା

ଭୁବନେଶ୍ୱର: ଘରକୁ ଗୁପ୍‌ଚୁପ୍ ଆସିଲା ବୋଲି ଆତ୍ମହତ୍ୟା କଲେ ଜଣେ ୨୩ ବର୍ଷୀୟା ମହିଳା । ଘଟଣାଟା ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ଶତ ପ୍ରତିଶତ ସତ । ପରିବାରିକ କଳହରେ ସାମାନ୍ୟ ଗୁପ୍‌ଚୁପ୍ ପାଇଁ ଜଣେ ମହିଳା ଆତ୍ମହତ୍ୟା କରିବା ଅନେକଙ୍କୁ ଚକିତ କରିଛି । ୨୦୧୯ରେ ମହାରାଷ୍ଟ୍ର ଅମ୍ବେ…

ଆଇସିୟୁରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାଏରା ବାନୋ

ମୁମ୍ବାଇ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାଏରା ବାନୋ। ତିନି ଦିନ ପୂର୍ବରୁ ରକ୍ତଚାପ ସମ୍ବନ୍ଧୀୟ ପ୍ରସଙ୍ଗରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାଏରା ବାନୁଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ସାଏରା ବାନୋ ବର୍ତ୍ତମାନ ମୁମ୍ବାଇର…

ଅଜଣା ରୋଗ ନେଲାଣି ପ୍ରାୟ ୩୨ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: ଅଜଣା ଓ ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇ ଗତ ୧୦ ଦିନରେ ପ୍ରାୟ ୩୨ ଶିଶୁଙ୍କ ଜୀବନ ଗଲାଣି। ଉତ୍ତରପ୍ରଦେଶର ଫିରୋଜାବାଦରେ ଅତି କମରେ ୩୨ ପିଲାଙ୍କ ଅଜଣା ରୋଗରେ ଜୀବନ ଗଲାଣି। ଏହି ରୋଗର ପ୍ରକୃତ କାରଣ ବି ଏଯାଏ ଜଣାପଡ଼ିନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା…

ରାଜଧାନୀରେ ୧୨ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା ରେକର୍ଡ

ନୂଆଦିଲ୍ଲୀ: ବୁଧବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦିଲ୍ଲୀର କିଛି ଅଂଶରେ ପ୍ରବଳ ବର୍ଷା ଜାରି ରହିଛି। ସେପ୍ଟେମ୍ବରରେ ଅତି କମରେ ୧୨ ବର୍ଷ ମଧ୍ୟରେ ସହରରେ ସର୍ବାଧିକ ଦିନିକିଆ ବୃଷ୍ଟିପାତ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୧୨.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି।…

ଏପର୍ଯ୍ୟନ୍ତ ଭାରତରେ ମିଳିନି C.1.2 ମାମଲା; ରିପୋର୍ଟ

ନୂଆଦିଲ୍ଲୀ: ଦେଶ ପାଇଁ ଏକ ଆଶ୍ବସ୍ତିକର ଖବର। କରୋନାର ନୂଆ ପ୍ରଜାତି C.1.2 ବିଭିନ୍ନ ଦେଶରେ କାୟା ବିସ୍ତାର କରୁଥିବା ବେଳେ ଭାରତରେ ଏଯାଏ ଏହି ନିଦ୍ଦିଷ୍ଟ ପ୍ରଜାତି ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଏହା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ସମ୍ପ୍ରତି ଏହା ବିଭିନ୍ନ ଦେଶରେ…

ପ୍ରଦୂଷଣ ପ୍ରାୟ ୪୦ ପ୍ରତିଶତ ଭାରତୀୟଙ୍କ ଆୟୁକୁ ୯ ବର୍ଷରୁ ଅଧିକ ହ୍ରାସ କରିପାରେ: ରିପୋର୍ଟ

ନୂଆଦିଲ୍ଲୀ: ଆମେରିକାର ଅନୁସନ୍ଧାନ ଗୋଷ୍ଠୀ ଦ୍ବାରା ବୁଧବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ ପ୍ରାୟ ୪୦ ପ୍ରତିଶତ ଭାରତୀୟଙ୍କ ଆୟୁକୁ ୯ ବର୍ଷରୁ ଅଧିକ ହ୍ରାସ କରିପାରେ। ରାଜଧାନୀ ଦିଲ୍ଲୀ ସମେତ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର ଭାରତର ବିସ୍ତୃତ ଅଞ୍ଚଳରେ ବାସ କରୁଥିବା ୪୮୦…

ହ୍ୱାଟସ୍‌ ଆପ୍‌ ୟୁଜର୍ସଙ୍କୁ ବଡ଼ ଝଟ୍‌କା; ବ୍ୟାନ୍‌ ହେଲା ୩୦ ଲକ୍ଷରୁ ଅଧିକ ଆକାଉଣ୍ଟ

ନୂଆଦିଲ୍ଲୀ: ହ୍ବାଟସ୍‌ ଆପ୍‌ ୟୁଜର୍ସଙ୍କୁ ବଡ଼ ଝଟ୍‌କା। ଫେସବୁକ୍ ମାଲିକାନାରେ ଥିବା ହ୍ବାଟସ୍‌ ଆପ୍ ବର୍ତ୍ତମାନ ନୂତନ ଆଇଟି ନିୟମ ଅନୁସରଣ ଆରମ୍ଭ କରିଛି। ଗତ ମାସରେ କମ୍ପାନୀ ଏହାର ପ୍ରଥମ ମାସିକ ସୁରକ୍ଷା ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟରେ ହ୍ବାଟସ୍‌ ଆପ୍ ପ୍ରକାଶ କରିଛି ଯେ…

ନଦର୍ଣ୍ଣ ଆଲିୟାନ୍ସର କଡା ଜବାବ: ୪୧ ତାଲିବାନ ମୃତ, ୨୦ ବନ୍ଧକ !

କାବୁଲ: ଆଫଗାନିସ୍ତାନରେ ୨ ଦିନ ଧରି ଚାଲିଥିବା ନଦର୍ଣ୍ଣ ଆଲିୟାନ୍ସ ଓ ତାଲିବାନ ସଂଘର୍ଷର କେତେକ ରିପୋର୍ଟ ପ୍ରକାଶ ପାଇଛି । ରିପବ୍ଲିକ ଭାରତ ଅନୁସାରେ ନଦର୍ଣ୍ଣ ଆଲାୟନ୍ସ କାଂଉଟର ଆଟାକରେ ୪୧ ତାଲିବାନ ମୃତ୍ୟୁବରଣ କରିଥିବା ବେଳେ ୨୦ ଜଣଙ୍କୁ ବନ୍ଧକ ରଖାଯାଇଛି । ପଂଜଶିରକୁ କବଜା କରିବା…

ଅନୁଷ୍କାଙ୍କୁ ଘାରିଛି ମୁମ୍ବାଇ ଚିନ୍ତା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ କରୋନାର ପ୍ରଭାବ ବିସ୍ତାର ଦେଖିବାକୁ ମିଳିଛି। ଏହି ସମୟରେ ଅନୁଷ୍କା ଶର୍ମା ଲଣ୍ଡନରେ ଥାଇ ମଧ୍ୟ ମୁମ୍ବାଇବାସୀଙ୍କ ଲାଗି ଚିନ୍ତା ପ୍ରକଟ କରିଛନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ସେ ଏକ ପୋଷ୍ଟ ସେୟାର କରିଛନ୍ତି। ଅନୁଷ୍କା ଶର୍ମା ଲୋକଙ୍କୁ ମାସ୍କ…

ଆଜିଠୁ ରାଜଧାନୀରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ରାଜଧାନୀରେ ଖେଲିଲା ସ୍କୁଲ। ଦୀର୍ଘ ଦିନର ବ୍ୟବଧାନ ପରେ ୯ରୁ ୧୨ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଯାଇଥିବା ଜଣାପଡ଼ିଛି। କରୋନା ହେତୁ ପିଲାଙ୍କ ସୂରକ୍ଷାକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ରଖାଯାଇଥିଲା। ଜାତୀୟ ରାଜଧାନୀରେ କୋଭିଡ ସ୍ଥିତିରେ ସୁଧାର…