Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପି ସହ ହାତ ମିଳାଇବାକୁ ଉଦ୍ଧବଙ୍କୁ ଚିଠି ଲେଖିଲେ ଶିବସେନା ବିଧାୟକ ପ୍ରତାପ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ସରଗରମ ମଧ୍ୟରେ ରବିବାର ଏକ ନୂଆ କଥା ସାମ୍ନାକୁ ଆସିଛି । ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଶିବସେନାର ବିଧାୟକ ପ୍ରତାପ ସରନାଏକ ଚିଠି ଲେଖିଛନ୍ତି । ଏନସିପି…

ତୁଷ୍ଟୀକରଣ ରାଜନୀତି- ପଶ୍ଚିମବଙ୍ଗ ଓବିସି ମେରିଟ୍ ତାଲିକାରେ ୯୬% ମୁସଲମାନଙ୍କୁ ନିଯୁକ୍ତି

ଉତ୍ତରପ୍ରଦେଶର ଅଖିଳେଶ ଯାଦବ ସରକାର ସମୟରେ ସେଠାରେ “ଯାଦବ ଥାନା” ରହିଥଲା କାରଣ ପୋଲିସ୍ ନିଯୁକ୍ତିରେ କେବଳ ଯାଦବ ଯୋଗ୍ୟତା ଅର୍ଜନ କରୁଥିଲେ । ବର୍ତ୍ତମାନ ସମାନ କାହାଣୀ ପଶ୍ଚିମବଙ୍ଗରେ ପୁନରାବୃତ୍ତି ହେଉଛି, ଯେଉଁଠାରେ ଓବିସି ବିଭାଗ ଅଧୀନରେ ମନୋନୀତ ପ୍ରାର୍ଥୀଙ୍କ ତାଲିକାରେ କେବଳ…

ହରିୟାଣାରେ ଆଉ ସପ୍ତାହେ ବୃଦ୍ଧି ହେଲା ଲକ୍‌ଡାଉନ

ଚଣ୍ଡୀଗଡ଼: ହରିୟାଣାରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌। ଏ ନେଇ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି। ହରିୟାଣା ସରକାର କୋଭିଡ ଲକଡାଉନ୍ କୁ ଜୁନ୍‌ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ୍‌ ବୃଦ୍ଧି ହେବା ସହ କଟକଣାରେ କିଛି କୋହଳ ମଧ୍ୟ କରିଛନ୍ତି ରାଜ୍ୟ ସରକାର।

ଆସାମରେ ଦୁଇ ଶିଶୁ ନୀତି ଲାଗୁ

ଦାରିଦ୍ର୍ୟ ତଥା ଦୀର୍ଘସ୍ଥାୟୀ ସାମାଜିକ ସମସ୍ୟାର ମୁକାବିଲା ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ରାଜ୍ୟର ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟକୁ ଏକ ଉପଯୁକ୍ତ ପରିବାର ଯୋଜନା ନୀତି ଆପଣାଇବାକୁ ଅନୁରୋଧ କରିବାର କିଛିଦିନ ପରେ ଏବେ ଦୁଇ ଶିଶୁ ନୀତି ଲାଗୁ କରିଛନ୍ତି ।…

୧୧ ବର୍ଷ ତଳେ ମୃତ ଘୋଷିତ ବ୍ୟକ୍ତିଙ୍କ ମିଳିଲା ଜୀବନ୍ତ ପରିଚୟ

କୋଲକାତା:୧୧ ବର୍ଷ ତଳେ ରେଳ ଦୁର୍ଘଟଣାରେ ମୃତ ଘୋଷିତ ହୋଇଥିବା ବ୍ୟକ୍ତି ପୁଣି ଥରେ ଜୀଇଁ ଉଠିଥିବା ଭଳି ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି। ୨୦୧୦ରେ ଜାନେଶ୍ୱରୀ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ୧୧ ବର୍ଷ ପରେ ଜୀବନ୍ତ ଅବସ୍ଥାରେ ମିଳିଥିବା…

ଏହି ରାଜ୍ୟରେ ଜୁନ୍‌ ୨୯ ଯାଏ ବଢିଲା ଲକ୍‌ଡାଉନ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ପୁଣି ବଢିଲା ଲକ୍‌ଡାଉନ୍‌। ରାଜ୍ୟ ସରକାର କୋଭିଡ ପ୍ରତିବନ୍ଧକକୁ ଜୁନ୍ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ ଆଉ ଏକ ସପ୍ତାହ ବଢାଇ ଦେଇଛନ୍ତି ସରକାର। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଉତ୍ତରପ୍ରଦେଶ…

ପୋଲିସ ନକ୍ସଲ୍ ଗୁଳି ବିନିମୟ, ୨ ମାଓ କମାଣ୍ଡର ନିହତ

ମାଲକାନଗିରି: ଏନକାଉଣ୍ଟରରେ ମରୁଛନ୍ତି, କରୋନାରେ ସଂକ୍ରମିତ ହୋଇ ବିିନା ଚିକିତ୍ସାରେ ବି ପ୍ରାଣ ହରାଉଛନ୍ତି । ତଥାପି ଭାଙ୍ଗନି ମାଓବାଦୀଙ୍କ ମିଛ ଦମ୍ଭ । ପୁଣିଥରେ ପୋଲିସ ସହ ଗୁଳି ବିନିମୟରେ ଦୁଇଜଣ ମାଓ କମାଣ୍ଡର ନିହତ ହୋଇଛନ୍ତି । ଗତକାଲି ଓଡିଶା ଓ ଛତିଶଗଡ ସୀମାନ୍ତ ନାରାୟଣପୁର…

ତାମିଲନାଡୁରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌

ଚେନ୍ନାଇ: ତାମିଲନାଡୁରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌। ଏ ନେଇ ତାମିଲନାଡୁ ସରକାର ଆଜି ଘୋଷଣା କରିଛନ୍ତି। ଏହି ପ୍ରତିବନ୍ଧକଗୁଡିକ ବର୍ତ୍ତମାନ ଜୁନ୍ ୨୮ ପର୍ଯ୍ୟନ୍ତ ଜାରି ରହିବ। ତେବେ ଲକ୍‌ଡାଉନ୍‌ ବଢିବା ସହିତ ରାଜ୍ୟ ସରକାର କଟକଣାକୁ କିଛି ମାତ୍ରାରେ କୋହଳ କରିବା ପାଇଁ…

ରୋବର୍ଟ କରିବ ନିର୍ବାଚନୀ ପ୍ରଚାର

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସଙ୍ଗୀନ ଥିବାରୁ ଜନସମାବେଶ ଭଳି ପରିସ୍ଥିତି ତୀବ୍ର ବିପଦ ସୃଷ୍ଟି କରିପାରେ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୨ ନିର୍ବାଚନୀ ପ୍ରଚାର ଏକ ନୂଆ ଢଙ୍ଗରେ କରାଯିବ। ୨୦୨୨ ବିଧାନସଭା ନିର୍ବାଚନରେ ରାଜନୈତିକ ନେତାଙ୍କ ତରଫରୁ ପ୍ରଚାର କରୁଥିବା ହ୍ୟୁମାନୋଇଡ…

ଦିଲ୍ଲୀରେ ଭୁମିକମ୍ପର ଝଟକା ଅନୁଭୂତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ରବିବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି। https://twitter.com/ANI/status/1406506068092473344?s=19 ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୧ ମପା…