Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁଇଶହ ବର୍ଷ ତଳର ଗଛ ପାଇଁ ଡାକ୍ତର

ମୁମ୍ବାଇ: କେବଳ ପୁରୁଣା ସ୍ଥାପତ୍ୟ, ମନ୍ଦିର କଳାକୀର୍ତ୍ତି କି କୋଠାବାଡ଼ି ଐତିହ୍ୟ ନୁହେଁ। ବେଳେ ବେଳେ ଅନେକ ଗଛ ବି ଗୋଟେ ଅଞ୍ଚଳର ଇତିହାସକୁ ମନେରଖିଥାଏ। ବର୍ଷବର୍ଷ ଧରି ରହିଥିବା ଗଛ କେତେବେଳେ ଗୋଟିଏ ଅଞ୍ଚଳ ପାଇଁ ଲ୍ୟାଣ୍ଡମାର୍କ ହୋଇଯାଏ ଜଣାପଡ଼େନାହିଁ। ବିନା ଯତ୍ନରେ ବଢ଼ିବଢ଼ି ଶହେ,…

କେରଳରେ ‌ଗୋଟିଏ ଦିନରେ ରେକର୍ଡ ପରିମାଣର ମଦ ବିକ୍ରି

ଥିରୁବନନ୍ତପୁରମ୍‌: କରୋନା ସଂକ୍ରମଣ ଯୋଗୁ ବିଭିନ୍ନ ରାଜ୍ୟ ସରକାର ସ୍ଥିତି ଅନୁଯାୟୀ ଲକ୍‌ଡାଉନ୍‌ ଜାରି କରିଥିଲେ। ଯାହା ଫଳରେ କିଛି ମାତ୍ରାରେ କରୋନା ସଂକ୍ରମଣକୁ ରୋକାଯାଇପାରିବ। ଲକ୍‌ଡାଉନ୍‌ ଅବଧି ମଧ୍ୟରେ ସମସ୍ତ ଦୋକାନ ବଜାର ମଧ୍ୟ ନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଥିଲା।…

ସମ୍ପୂର୍ଣ୍ଣ ଟିକାକରଣ ପରେ ଦୁବାଇକୁ ଉଡାଣ ଭରିଛି ଏୟାର ଇଣ୍ଡିଆର ପ୍ରଥମ ଆନ୍ତର୍ଜାତୀୟ ବିମାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର କ୍ରୁ ମେମ୍ବରଙ୍କ ସମ୍ପୂର୍ଣ୍ଣ ଟିକାକରଣ ପରେ ପ୍ରଥମ ଆନ୍ତର୍ଜାତୀୟ ବିମାନ ଦିଲ୍ଲୀରୁ ଦୁବାଇକୁ ଉଡାଣ ଭରିଛି। ସୂଚନା ଅନୁଯାୟୀ, ଫ୍ଲାଇଟ୍ ନମ୍ବର ଓଢ ୧୯୧ର ସମସ୍ତ ପାଇଲଟ୍ ଏବଂ କ୍ରୁ ସଦସ୍ୟମାନେ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ବଜେଟ୍…

ଭୟ ବଢାଉଛି ୨୯ଟି ଦେଶରେ ଦେଖାଦେଇଥିବା ନୂଆ କରୋନା ଷ୍ଟ୍ରେନ୍‌; ‘Lambda’

ନୂଆଦିଲ୍ଲୀ: ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟକୁ ପରାସ୍ତ କରିବା ଲାଗି ବିଶ୍ବ ସ୍ତରୀୟ ଉଦ୍ୟମ ଜାରି ରହିଥିବା ବେଳେ ଏପଟେ ଆଉ ଏକ ନୂଆ ‌‌ଷ୍ଟ୍ରେନ୍‌କୁ ଚିହ୍ନଟ କରିଛି 'ହୁ'। କରୋନାର ଆଉ ଏକ ପରିପର୍ତ୍ତିତ ରୂପକୁ 'ଲମ୍ବଡା' ନାମରେ ନାମିତ କରାଯାଇଛି। ଏହାକୁ ଭାରିଆଣ୍ଟ ଅଫ୍‌ ଇନ୍‌ଟ୍ରେଷ୍ଟ…

ଦେଶରେ ଆକ୍ରାନ୍ତଙ୍କ ତୁଳନାରେ ବଢୁଛି କରୋନା ସୁସ୍ଥତା ସଂଖ୍ୟା

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୦ ହଜାର ୭୫୩ ନୂଆ ଆକ୍ରାନ୍ତ। ୭୪ ଦିନ ପରେ ଦେଶରେ ଆକ୍ଟିଭ୍ କେସ୍ ହ୍ରାସ ପାଇଛି । ଦିନକରେ ୧ ହଜାର ୬୪୭ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୫ ହଜାର ୧୩୭ କୁ ବୃଦ୍ଧି…

ଓଡ଼ିଆ ଆଇଏଏସ୍ ତଥା DPIIT ସଚିବ ଗୁରୁ ପ୍ରସାଦ ମହାପାତ୍ରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପରଲୋକରେ ଓଡ଼ିଆ ଆଇଏଏସ୍ ତଥା କେନ୍ଦ୍ର DPIIT ସଚିବ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ର । ଆଜି ତାଙ୍କର ଦେହାନ୍ତ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଓ ଧର୍ମେନ୍ଦ୍ର ପ୍ରଧାନ । ପୀୟୁଷ ଗୋଏଲ କହିଛନ୍ତି, ଗୁରୁପ୍ରସାଦ ମହାପାତ୍ରଙ୍କ…

ଅକ୍ସିଜେନ ମକଡ୍ରିଲ୍‌ ସମୟରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ; ଡାକ୍ତରଖାନାକୁ କ୍ଲିନ୍‌ଚିଟ୍

ଆଗ୍ରା: ଅକ୍ସିଜେନ ମକ୍‌ଡ୍ରିଲ୍‌ ସମୟରେ ଆଗ୍ରାର ହସ୍ପିଟାଲ୍‌ରେ ୧୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟଣା ଏକ ନୂଆ ମୋଡ ନେଇଛି। ଏହି ମୃତ୍ୟୁ ଘଟଣାରେ ଉତ୍ତରପ୍ରଦେଶର ଆଗ୍ରାର ଏକ ଡାକ୍ତରଖାନାକୁ କ୍ଲିନ୍ ଚିଟ୍ ଦିଆଯାଇଛି। ପ୍ୟାନେଲ କହିଛି ଯେ ଉକ୍ତ ଦିନରେ ଅମ୍ଳଜାନ ଯୋଗାଣ ବନ୍ଦ ହେବାର…

ଏମ୍ସ ନିର୍ଦ୍ଦେଶକ ଡାକ୍ତର ଗୁଲେରିଆଙ୍କ ଚେତାବନୀ, ୬-୮ ସପ୍ତାହ ଭିତରେ କରୋନା ତୃତୀୟ ଲହର

ନୂଆଦିଲ୍ଲୀ: ସେକେଣ୍ଡ ଓ୍ୱେଭ ସରିନି । ଏହାରି ଭିତରେ ତୃତୀୟ ଲହର ନେଇ ଆଭାସ ମିଳିଲାନି । ଥାର୍ଡ ୱେଭ ଆସିବା ନିଶ୍ଚିତ।ଆଗାମୀ ୬-୮ ସପ୍ତାହ ଭିତରେ ଭାରତରେ କରୋନାର ତୃତୀୟ ଲହର ଆସିପାରେ । ଅର୍ଥାତ ଅଗଷ୍ଟ କିମ୍ବା ସେପ୍ଟେମ୍ୱର ବେଳକୁ ଆସିପାରେ । ଏଭଳି ଚେତେଇ ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ…

ମନେ ରହିବେ ମିଲଖା ସିଂହ: ୧୯୬୦ ରୋମ୍ ଅଲିମ୍ପିକରେ କରିଥିବା ରେକର୍ଡ ୪୦ ବର୍ଷ ଅତୁଟ ରହିଥିଲା

ନୂଆଦିଲ୍ଲୀ: ଆଉ ନାହାନ୍ତି ଫ୍ଲାଇଂ ଶିଖ୍ । ଟ୍ରାକରେ ଅନେକ ରେସ୍ ଜିତିଥିବା ପ୍ରଖ୍ୟାତ ଧାବକ ମିଲଖା ସିଂହ ଜୀବନର ରେସ୍ ହାରି ଯାଇଛନ୍ତି । କରୋନା ସଂକ୍ରମିତ ପରେ ଚିକିତ୍ସାଧୀନ ଅବସ୍ଥାରେ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଆଜି ନାହାନ୍ତି ସତ, ତାଙ୍କର କୀର୍ତ୍ତି…

ପରଲୋକରେ କିମ୍ବଦନ୍ତୀ ଭାରତୀୟ ସ୍ପ୍ଲିଣ୍ଟର ମିଲଖା ସିଂ

ଚଣ୍ଡିଗଡ: ଫ୍ଲାଇଂ ଶିଖ୍ ଭାବେ ବେଶ୍ ପରିଚିତ ମିଲଖା ସିଂ ଆଉ ନାହାନ୍ତି । ଗତ କିଛି ଦିନ ତଳେ କରୋନାକୁ ହରାଇ ଡାକ୍ତରଖାନାରୁ ଘରକୁ ଫେରିଥିବା ମିଲଖାଙ୍କର ଅମ୍ଲଜାନ ସ୍ତର କମିଥିଲା । ତେଣୁ ଜୁନ ୩ ତାରିଖରେ ତାଙ୍କୁ ପୁନର୍ବାର ଚିକିତ୍ସା ପାଇଁ ଚଣ୍ଡୀଗଡର ଏକ ହସ୍ପିଟାଲରେ ଭର୍ତ୍ତି…