Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୈଳାଶ ମନ୍ଦିରରେ ଏଲିଆନ୍ସ ରହସ୍ୟ

ଭୁବନେଶ୍ୱର : ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ…

ଚର୍ଚ୍ଚାରେ ଭରେନିକା ଆଉ ବିଶାଳକାୟ ଭାଲୁର ବନ୍ଧୁତା

ମସ୍କୋ: ରୁଷିଆର ଭରେନିକା ଦିଚକା ଏବଂ ଏକ ବିଶାଳକାୟ ଭାଲୁର ବନ୍ଧୁତା ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛି । ଭରେନିକା ତାଙ୍କ ପୋଷା ଭାଲୁ ସହ ଦୈନିକ ନୋବୋସିବିର୍ସ୍କ ହ୍ରଦରେ ନୌକା ବିହାର କରନ୍ତି । ତାଙ୍କ ପ୍ରିୟ ଭାଲୁ କେବେ ହେଲେ କ୍ଷତି କରିବ ନାହିଁ ବୋଲି ସେ ବିଶ୍ୱାସର କୁହନ୍ତି ।…

ବିଶ୍ୱରେ ୪୦ କୋଟି ଲୋକ ହେପାଟାଇଟିସ୍‌-ବି ସଂକ୍ରମିତ

ଭୁବନେଶ୍ୱର : ବିଶ୍ୱରେ ୪୦ କୋଟି ଲୋକ ହେପାଟାଇଟିସ୍‌-ବି ସଂକ୍ରମିତ ସେଥିରୁ ୯୫ ପ୍ରତିଶତ ନିଜ ରୋଗକୁ ନେଇ ଅଜ୍ଞ । ହେପାଟାଇଟିସ୍‌-ବି ଏଚ୍‌ଆଇଭି ଠାରୁ ଶତ ପ୍ରତିଶତ ସଂକ୍ରାମକ ଏବଂ ବିଶ୍ୱର ସବୁଠାରୁବଡ ଘାତକ ରୋଗ ଭାବେ ପରିଗଣିତ ହୋଇଛି । ଏହି ରୋଗ ଦ୍ୱାରା ପ୍ରତ୍ୟେକ ବର୍ଷ ପୃଥିବୀରେ ୧୧…

ଅଗଷ୍ଟ ୧୫ ଯାଏ ଏହି ରାଜ୍ୟରେ ବଢିଲା ଲକ୍‌ଡାଉନ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ୍‌। ଅଗଷ୍ଟ ୧୫ ଯାଏ ରାଜ୍ୟରେ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏହି ପ୍ରତିବନ୍ଧକ ଜୁଲାଇ ୩୦ ଯାଏ ଲାଗୁ ହୋଇଥିଲା। ରାଜ୍ୟରେ କ‌ୋଭିଡ୍‌ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି…

କୋଭାକ୍ସିନ୍‌ର ୪ ନିୟୁତ ଡୋଜ ଆମଦାନୀକୁ ସ୍ଥଗିତ ରଖିଲା ବ୍ରାଜିଲ୍‌

ନୂଆଦିଲ୍ଲୀ: ଭରତ ବାୟୋଟେକ୍‌ କୋଭିଡ୍‌ ଟିକା କୋଭାକ୍ସିନ୍‌ର ପ୍ରସ୍ତାବିତ କ୍ଲିନିକାଲ୍ ପରୀକ୍ଷା ଏବଂ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ପାଇଁ ଅନୁରୋଧ ସ୍ଥଗିତ ରଖିବା ପରେ ବ୍ରାଜିଲ ବର୍ତ୍ତମାନ କୋଭାକ୍ସିନ୍‌ର ୪ ନିୟୁତ ଡୋଜ ଆମଦାନୀ କରିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି। ବ୍ରାଜିଲର…

୧୩୨ ଦେଶକୁ ବ୍ୟାପିଲାଣି ଡେଲ୍‌ଟା ପ୍ରଜାତି

ଜେନେଭା: ୧୩୨ ଦେଶକୁ ବ୍ୟାପିଲାଣି କୋଭିଡ୍‌ ପ୍ରମୁଖ ପ୍ରଜାତି ଡେଲ୍‌ଟା। ଗତ ସପ୍ତାହରେ ସମଗ୍ର ବିଶ୍ବରେ କୋଭିଡ୍‌ ମାମଲା ରିପୋର୍ଟ ୩.୮ ନିୟୁତରୁ ଅଧିକ ଥିଲା। ଯାହା ପୂର୍ବ ସପ୍ତାହ ତୁଳନାରେ ୮% ବୃଦ୍ଧି ହୋଇଛି ବୋଲି ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସି ବୁଧବାର ରିପୋର୍ଟ କରିଛି। ବିଶ୍ୱ…

କେରଳରେ କରୋନା ସ୍ଥିତି ଉଦ୍‌ବେଗଜନକ

ନୂଆଦିଲ୍ଲୀ: କେରଳରେ କ‌ୋଭିଡ୍‌ ସ୍ଥିତି ଉଦ୍‌ବେଗଜନକ। ଦେଶରେ ଅଧା ମାମଲା କେରଳରୁ ଆସୁଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି। ରାଜ୍ୟରେ କରୋନା ମାମଲା ବୃଦ୍ଧି ହେତୁ ୩୧ ଜୁଲାଇ ଏବଂ ୧ ଅଗଷ୍ଟରେ କେରଳରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବା ନେଇ ସରକାର ଘୋଷଣା କରିଛନ୍ତି। ନ୍ୟାସନାଲ…

ଏବେ ବି ରେଡ୍‌ ଲିଷ୍ଟରେ ଭାରତ; ଭାରତୀୟ ଯାତ୍ରୀଙ୍କ ପାଇଁ କୋହଳ ହେବନି ନିୟମ

ନୂଆଦିଲ୍ଲୀ: ୟୁଏସ୍‌ ଏବଂ ୟୁରୋପୀୟ ୟୁନିଅନ୍ (ଇୟୁ) ଦେଶଗୁଡିକର ସମ୍ପୂର୍ଣ୍ଣ ଟିକାକୃତ ଯାତ୍ରୀମାନେ ଇଂଲଣ୍ଡରେ ପହଞ୍ଚିବା ପରେ ୧୦ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧରୁ ଦୂରେଇ ରହିପାରିବେ। କିନ୍ତୁ ଭାରତରୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ଭାରତ ଏବେ ବି ରେଡ୍‌…

୩ ଲକ୍ଷ ଫାଇନ୍‌ ଦେବେ ରାଜ୍‌ ଓ ଶିଳ୍ପା

ମୁମ୍ବାଇ: ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ଓ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଅଡୁଆ ବଢିବାରେ ଲାଗିଛି। ୩ ଲକ୍ଷ ଫାଇନ୍‌ ଦେବେ ରାଜ କୁନ୍ଦ୍ରା ଓ ଶିଳ୍ପା ଶେଟ୍ଟୀ। ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) ଏହାର ଅନ୍ତର୍ନିହିତ ବାଣିଜ୍ୟ ନିୟମ ଉଲ୍ଲଂଘନ ଅଭିଯୋଗରେ…

ଟିକା ନେଲେ ମିଳିବ ୧୦୦ ଡଲାର

ନୂଆଦିଲ୍ଲୀ: ଟିକା ନେଲେ ମିଳିବ ୧୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୭୪୦୦ ଟଙ୍କା। ଆମେରିକା ସରକାର ଆମେରିକାର ଏକ ନିଦ୍ଦିଷ୍ଟ ସହରର ନାଗରିକଙ୍କ ପାଇଁ ଏମିତି ଏକ ଅଫର୍‌ ଆଣିଦେଇଛନ୍ତି। ନ୍ୟୁୟର୍କ ସିଟି ବାସିନ୍ଦାଙ୍କୁ ପ୍ରତି ଟିକାକରଣ ପାଇଁ ୧୦୦ ଡଲାର ପ୍ରଦାନ କରାଯିବ। କରୋନାର…