Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାବରମତି ନଦୀ ଜଳରେ କରୋନା ଭୂତାଣୁ ଚିହ୍ନଟ!

ଅହମ୍ମଦାବାଦ: ଅହମ୍ମଦାବାଦର ସାବରମତି ନଦୀରୁ ନିଆଯାଇଥିବା ଜଳ ନମୁନାରେ ମହାମାରୀ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସହରର କାଙ୍କ୍ରିଆ ଏବଂ ଚାନ୍ଦୋଲା ହ୍ରଦରୁ ନିଆଯାଇଥିବା ନମୁନାରେ ମଧ୍ୟ ଏହି ଭୂତାଣୁ ଦେଖିବାକୁ ମିଳିଛି। ସାବରମତି ନଦୀ, ଚାନ୍ଦୋଲା ଏବଂ କାଙ୍କ୍ରିଆ ହ୍ରଦରୁ…

ଡ୍ରୋନରେ ମେଡିସିନ ଯୋଗାଣ ଆଜିଠାରୁ ପରୀକ୍ଷଣ, ଭାରତରେ ପ୍ରଥମ

ବେଙ୍ଗାଳୁରୁ: ଟିକାଠାରୁ ଆରମ୍ଭ କରି ମେଡିସିନ ଓ ଅନ୍ୟ ଡାକ୍ତରୀ ସାମଗ୍ରୀ ଡ୍ରୋନରେ ଯୋଗାଣ ଆରମ୍ଭ ହେବ। ଏଥିପାଇଁ ଆଜିଠାରୁ ପରୀକ୍ଷଣ ପର୍ଯ୍ୟାୟ ଆରମ୍ଭ ହୋଇଛି। ବେଙ୍ଗାଳୁରୁଠାରୁ ୮୦ କିଲୋମିଟର ଦୂର ଗୌରୀବିଦାନୁରରେ ଏହା ଆରମ୍ଭ ହୋଇଛି । ଥ୍ରଟଲ ଏରୋସ୍ପେସ ସିଷ୍ଟମ ପକ୍ଷରୁ ଏହି ସେବା ଆରମ୍ଭ…

କୋଭିଡ-୧୯ ଟିକା ନେବା ପରେ ବ୍ୟାୟାମ କରିବା ନିରାପଦ କି?

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ନେବା ପରେ ବ୍ୟାୟାମ କରିବା ନିରାପଦ କି? ତେବେ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଟିକାକରଣ ପରେ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ। ବ୍ୟାୟାମ କରିବା ଦ୍ବାରା ଟିକାକରଣର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ରିପୋର୍ଟ ଅନୁଯାୟୀ "ଟିକା ନେବା…

ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍: ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା

ନୂଆଦିଲ୍ଲୀ: ଦୁଇ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଲିମ୍ପିକ୍ସ ଟିକେଟ । ଟୋକିଓ ଅଲିମ୍ପିକ୍ସ ପାଇଁ ଆଜି ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ୧୫ ଜଣିଆ ଟିମରେ ଅଛନ୍ତି ଦୁଇ ଓଡ଼ିଆ । ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ ।…

୨୦୨୪ ପୂର୍ବରୁ ୫୦ ପ୍ରତିଶତ ହ୍ରାସ ପାଇବ ସଡକ ଦୁର୍ଘଟଣା!

ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର କହିଛନ୍ତି ଯେ ୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ୫୦ ପ୍ରତିଶତ ହ୍ରାସ କରିବା ପାଇଁ କେନ୍ଦ୍ରର ଲକ୍ଷ୍ୟ ରଖିଛି। ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ଏବଂ ସହରରେ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରିବାର ଆବଶ୍ୟକତା…

ପୁଣି ଲକ୍‌ଡାଉନ ହେବ ମହାରାଷ୍ଟ୍ର !

ନୂଆଦିଲ୍ଲୀ: ପୁଣି ମହାରାଷ୍ଟ୍ରରେ ହୋଇପାରେ ଲକ୍‌ଡାଉନ୍‌। ରାଜ୍ୟରେ ସମ୍ଭାବ୍ୟ ଲକ୍‌ଡାଉନ୍‌ ନେଇ ଚିନ୍ତା ଜତାଇଛନ୍ତି ସରକାର। ମହାରାଷ୍ଟ୍ରରେ କରୋନାର ତୃତୀୟ ତରଙ୍ଗ ‘ଡେଲଟା ପ୍ଲସ୍’ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମହା ସରକାର। ଏହାକୁ ନେଇ ରାଜ୍ୟ ସରକାରଙ୍କ ଜଣେ ବିଭାଗୀୟ…

କୋଭିଡ-୧୯ ଫ୍ରଣ୍ଟଲାଇନ୍‌ କର୍ମଚାରୀଙ୍କ ଲାଗି ‘କଷ୍ଟୋମାଇଜଡ୍ କ୍ରାସ୍ କୋର୍ସ’ ଆରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କୋଭିଡ-୧୯ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ କଷ୍ଟୋମାଇଜଡ୍ କ୍ରାସ୍ କୋର୍ସ’ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ କଷ୍ଟୋମାଇଜଡ୍ କ୍ରାସ୍ କୋର୍ସ’ ଆରମ୍ଭ କରିଛନ୍ତି। ଏହି…

ବିଦ୍ୟାଳୟ ନିର୍ମାଣ ଲାଗି ୧ କୋଟି ଦେଲେ ଅଭିନେତା ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାର ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ବନ୍ଦିପୋରା ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଏଲ୍‌ଓସି ନିକଟରେ ଥିବା ଏକ ସୁଦୂର ଗ୍ରାମ ପରିଦର୍ଶନ କରିଥିଲେ। ଏହାସହିତ ସେଠାରେ ଥିବା ଏକ ସ୍କୁଲ୍ ନିର୍ମାଣ ଲାଗି ୧ କୋଟି ଟଙ୍କା ଦାନ ମଧ୍ୟ କରିଛନ୍ତି। ଏ ନେଇ ସେ…

ଅଭିଯୁକ୍ତ ସିଦ୍ଧାର୍ଥ ପିଠାନୀଙ୍କୁ ମିଳିଲା ଅନ୍ତରୀଣ ଜାମିନ

ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ତଥା ଫ୍ଲାଟ୍‌ମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଗୁରୁବାର ଦିନ ଏକ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ସିଦ୍ଧାର୍ଥ ପଠାନିଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା…

ଦେଶରେ ୬୫ ହଜାର ତଳେ ଦୈନିକ ସଂକ୍ରମଣ, ୭୩ ଦିନ ପରେ ୮ ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ସୁଧାର ଆସୁଛି । ଦୈନିକ କେସ୍ ଲଗାତାର ଚତୁର୍ଥ ଦିନରେ ୭୦ ହଜାରରୁ କମ୍ ଥିବା ବେଳେ ମୃତ୍ୟୁସଂଖ୍ୟା ଆଜି ୨ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୨ହଜାର ୪୮୦ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରେ ଆଉ ୧୫ଶହ ୮୭…