Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ରାଜ୍ୟରେ ଜୁଲାଇ ୧ ଯାଏ ବଢିଲା ଲକ୍‌ଡାଉନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଲକ୍‌ଡାଉନ ଅବଧିକୁ ଜୁଲାଇ ୧ ଯାଏ ବୃଦ୍ଧି କରିଛନ୍ତି। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୧…

ଟିକା ନେବା ପରେ ଶରୀର ପାଲଟି ଯାଉଛି ଚୁମ୍ବକ!

ଝାଡଖଣ୍ଡ: କରୋନା ଟିକା ନେବା ପରେ ଏବେ ଲୋକଙ୍କ ଶରୀରରେ ଅଜବ ପ୍ରତିକ୍ରିୟା ହେଉଥିବା ଦେଖିବାକୁ ମିଳୁଛି। କରୋନା ଦ୍ବିତୀୟ ଡୋଜ ଟିକା ନେବା ପରେ ଲୋକଙ୍କଠାରେ ଆପେ ଆପେ ଚୁମ୍ବକୀୟ ଶକ୍ତି ଉତ୍ପନ ହେଉଛି। ଗୋଟିଏ କି ଦୁଇଟି ନୁହେଁ ବରଂ ଏଭଳି ଅନେକ ମାମଲା ଏବେ ସୋସିଆଲ ମିଡିଆରେ…

କାଲିଠୁ ଏମ୍ସରେ ୬ରୁ ୧୨ ବର୍ଷର ପିଲାଙ୍କ ଲାଗି ଆରମ୍ଭ ହେବ ଟିକା ପରୀକ୍ଷଣ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ପିଲାମାନଙ୍କ ଲାଗି ଆସିବ କରୋନା ଟିକା। ଏ ନେଇ ପରୀକ୍ଷଣ ମଧ୍ୟ ଆରମ୍ଭ ହୋଇଗଲାଣି। ପିଲାମାନଙ୍କ ଉପରେ କରୋନା ଟିକାକରଣର ଫଳପ୍ରଦତା ପରୀକ୍ଷା କରିବାକୁ ଦିଲ୍ଲୀ ଏମ୍ସ ମଙ୍ଗଳବାରରୁ ୬ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ କ୍ଲିନିକାଲ ପରୀକ୍ଷା ପାଇଁ ନିଯୁକ୍ତି ଆରମ୍ଭ…

ଆସନ୍ତା ଗୁଜୁରାଟ ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଆପ୍‌; କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ସିଏମ୍‌ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି ଯେ ଆସନ୍ତା ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନରେ ଦଳ ସମସ୍ତ ୧୮୨ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। କେଜ୍ରିୱାଲ କହିଛନ୍ତି ଯେ ତାଙ୍କ ଦଳ ଦିଲ୍ଲୀ ମଡେଲ୍ ଗୁଜୁରାଟକୁ ଆଣିବ ନାହିଁ। କାରଣ…

ଉତ୍ତରାଖଣ୍ଡରେ ଜୁନ୍‌ ୨୨ ଯାଏ ବଢିଲା କରୋନା କର୍ଫ୍ୟୁ

ଡେରାଡୁନ୍‌: ଉତ୍ତରାଖଣ୍ଡ ସରକାର ଆଜି କରୋନା କର୍ଫ୍ୟୁକୁ ପୁଣି ବୃଦ୍ଧି କରିଛନ୍ତି। ଏହି କର୍ଫ୍ୟୁ ଜୁନ୍‌ ୨୨ ଯାଏ ଲାଗୁ ହେବ। ପୁର୍ବରୁ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ୧୫ ଜୁନ୍‌ରେ ଶେଷ ହେବାକୁ ଥିଲା। ତେବେ ଏହି କଟକଣାକୁ କିଛି ମାତ୍ରାରେ କୋହଳ ମଧ୍ୟ କରାଯାଇଛି। ଚାମୋଲି,…

ଏହି ରାଜ୍ୟରେ ଜୁନ୍‌ ୨୧ ଯାଏ ବଢିଲା କରୋନା କର୍ଫ୍ୟୁ

ପାଣାଜୀ: ଗୋଆରେ ବଢିଲା କରୋନା କଟକଣା। କରୋନା କର୍ଫ୍ୟୁକୁ ଜୁନ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଗୋଆ ସରକାର। ରାଜ୍ୟରେ ପଜିଟିଭିଟି ହାର ୧୪ ପ୍ରତିଶତ ରହିଛି। ଏହି କଟକଣା ମଧ୍ୟରେ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି। ଏହି ଅବଧି ମଧ୍ୟରେ ବାର୍, ରେଷ୍ଟୁରାଣ୍ଟ, ଦୋକାନ, ନଦୀ…

ଏଲଜେପିରେ ଫାଟ: ଚିରାଗ ପଡିଲେ ଏକୁଟିଆ, ପଶୁପତି ସଂସଦୀୟ ଦଳର ନେତା

ପାଟନା:ଲୋକ ଜନଶକ୍ତି ପାର୍ଟି(ଏଲଜେପି)ରେ ଆଜି ଫାଟ ସୃଷ୍ଟି ହୋଇଛି । ଦଳର ୫ ସାଂସଦ ଚିରାଗ ପାସୱାନଙ୍କୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି । ଏମାନେ ହେଲେ ପଶୁପତି ପରାସ, ପ୍ରିନ୍ସ, ମେହବୁବ ଅଲୀ କେସିଆର, ଭୀନା ଦେବୀ ଏବଂ ଚନ୍ଦନ ସିଂ । ପଶୁପତିଙ୍କୁ ସଂସଦୀୟ ଦଳର ନେତା କରାଯାଇଛି ।…

ନଫ୍‌ତାଲି ବେନେଟ୍‌ ହେଲେ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇସ୍ରାଏଲ୍‌ର ନୂଆ ପ୍ରଧାନମନ୍ତ୍ରୀ ହେଲେ ନଫ୍‌ତାଲି ବେନେଟ୍‌। ସରିଲା ନେତାନ୍ୟାହୁଙ୍କ ଯୁଗ। ବେଞ୍ଜାମିନ୍‌ଙ୍କ ଐତିହାସିକ ୧୨ ବର୍ଷର ଶାସନ ପରେ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନଫ୍‌ତାଲି ବେନେଟ୍ ଶପଥ ଗ୍ରହଣ କରିଛନ୍ତି। ରବିବାର ଦିନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍…

ଦେଶରେ କମୁଛି ଦୈନିକ ସଂକ୍ରମଣ; ୭୦,୪୨୧ ପଜିଟିଭ, ୩୯୨୧ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୭୦,୪୨୧ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦କୁ ବୃଦ୍ଧି ପାଇଛି। ଦିନକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୨୧ ରହିଛି। ଏଯାଏଁ  ଦେଶରେ ୩ ଲକ୍ଷ ୭୪ ହଜାର ୩୦୫…

ହରିୟାଣାରେ ୨୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍

ଚଣ୍ଡିଗଡ଼ : ଦେଶରେ ଧିରେ ଧିରେ କରୋନା ସଂକ୍ରମଣରେ ଲାଗୁଛି ବ୍ରେକ୍ । ଲଗାତର କିଛି ଦିନ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ହେଲେ ଏବେ ବି ବିଭିନ୍ନ ରାଜ୍ୟରେ ପଜିଟିଭ୍ ସଂଖ୍ୟାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ଲକଡାଉନ କଟକଣା ଲଗାଉଛନ୍ତି ବିଭିନ୍ନ ରାଜ୍ୟ…