Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁକୁଲ ରୟଙ୍କ ପରେ ଆଉ କିଛି ବିଜେପି ନେତା ଟିଏମସିରେ ହେବେ ସାମିଲ

କୋଲକାତା : ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପି ଛାଡ଼ି ମୁକୁଲ ରୟ ଟିଏମସିରେ ସାମିଲ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ମୁକୁଲ ରୟଙ୍କ ପରେ ଏବେ ବିଜେପିର ଆଉ କିଛି ନେତା ଟିଏମସିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ନିକଟରେ ଉତ୍ତର ଚବିଶି ପ୍ରଗଣାରେ ଏକ…

ରହସ୍ୟମୟ କମରୁନାଗ ହ୍ରଦ: କୋଟି କୋଟି ଟଙ୍କାର ସମ୍ପତି ବିନା ସୁରକ୍ଷାରେ ପଡି ରହିଛି !

ସିମଲା: ଭାରତ ଏକ ରହସ୍ୟମୟ ଦେଶ । ଏଠାରେ ବିଭିନ୍ନ ସ୍ଥାନରେ ଅଦ୍ଭୁତପୂର୍ଣ୍ଣ ବିଶ୍ୱାସ ଏବଂ ଘଟଣା ଦେଖିବାକୁ ମିଳେ । ହିମାଚଳ ପ୍ରଦେଶର କମୁରାନାଗ ହ୍ରଦ ଏ ଭଳି ଏକ ସ୍ଥାନ । କମରୁନାଗ ମନ୍ଦିର ନିକଟରେ ଥିବା ଏହି ହ୍ରଦରେ କୋଟି କୋଟି ଟଙ୍କାର ଧନ ସମ୍ପତି ପଡି ରହିଛି । ତାହା ପୁଣି ବିନା…

ଆଇସା ସୁଲତାନଙ୍କୁ ସମର୍ଥନ କରି ଲାକ୍ଷାଦ୍ୱୀପରେ ଇସ୍ତଫା ଦେଲେ ଏକାଧିକ ବିଜେପି ନେତା

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଆଇଶା ସୁଲତାନଙ୍କ ବିବାଦୀୟ ମନ୍ତବ୍ୟ ପରେ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ମାମଲା ରୁଜୁ କରିଥିଲେ । ତେବେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ଲାକ୍ଷାଦ୍ୱୀପରେ ଏକାଧିକ ବିଜେପି ନେତା ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାର…

ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ମେଘାଙ୍କୁ ମିଳିଲା ସମ୍ମାନଜନକ ପୁଲିଜର ପୁରସ୍କାର

ନୂଆଦିଲ୍ଲୀ: ସାମ୍ବାଦିକତା କ୍ଷେତ୍ରରେ ବିଶ୍ୱର ସମ୍ମାନଜନକ ପୁରସ୍କାର ହାତେଇଛନ୍ତି ଭାରତୀୟ ବଂଶୋଦ୍ଭବ ମେଘା ରାଜଗୋପାଲନ । ବ୍ରିଟେନରେ ରହୁଥିବା ମେଘା ଚୀନରେ କିପରି ଉଇଗର ମୁସଲମାନ ଏବଂ ଅନ୍ୟ ସଂଖ୍ୟଲଘୁ ଗୋଷ୍ଠୀଙ୍କୁ ଯନ୍ତ୍ରଣା ଦିଆଯିବ ସହ ମୁହଁ ବନ୍ଦ ରଖାଯାଉଛି ସେ ନେଇ ରିପୋର୍ଟ…

୨୫ ବର୍ଷ ପରେ ପୁଣି ଏକାଠି ହେଲେ ଅକାଳୀ ଦଳ ଏବଂ ବିଏସପି

ଚଣ୍ଡୀଗଡ: ୨୫ ବର୍ଷ ପରେ ପୁଣିଥରେ ଏକାଠି ହୋଇଛନ୍ତି ପଞ୍ଜାବର ଶିରୋମଣି ଅକଳୀ ଦଳ ଏବଂ ମାୟାବତୀଙ୍କ ବହୁଜନ ସମାଜପାର୍ଟି । ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ଉଭୟ ଏକତ୍ର ଲଢ଼ିବେ । ଏପରିକି ଏବେଠାରୁ ଆସନ ବୁଝାମଣା ମଧ୍ୟ ହୋଇସାରିଛି । ଅକାଳୀ ଦଳ ୯୭ ଏବଂ ବିଏସପି ୨୦ ଆସନରେ ଲଢ଼ିବ ।…

କୋଭିଡ୍‌ ପରିଚାଳନାରେ ବ୍ୟବହୃତ ସାମଗ୍ରୀ ଉପରୁ ହ୍ରାସ ପାଇଲା ଜିଏସ୍‌ଟି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ୪୪ତମ ଜିଏସ୍‌ଟି ପରିଷଦ ବୈଠକ ହୋଇଥିଲା। ଭିଡିଓ କନ୍‌ଫରେନିସଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଏହି ବୈଠକରେ କରୋନା ଲଢ଼େଇକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାମାରୀ ବ୍ଲାକ ଫଙ୍ଗସର…

ଦେଶର ଏହି ୩ଟି ବ୍ୟାଙ୍କ୍‌ ଗ୍ରାହକଙ୍କୁ ଦେଉଛି ମାଗଣା ଏଟିଏମ୍‌ ଟ୍ରାନ୍‌ଜାକ୍ସନର ସୁବିଧା

ନୂଆଦିଲ୍ଲୀ: ଦେଶର ଏହି ୩ଟି ବ୍ୟାଙ୍କ୍‌ ଗ୍ରାହକଙ୍କୁ ମାଗଣା ଏଟିଏମ୍‌ ଟ୍ରାନ୍‌ଜାକ୍ସନ ପ୍ରଦାନ କରୁଛି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କ ଉପରେ ଆଦାୟ ହେଉଥିବା ଏଟିଏମ୍ ଶୁଳ୍କ ବୃଦ୍ଧି କରିବାକୁ ବ୍ୟାଙ୍କଗୁଡିକୁ ଅନୁମତି ଦେଇଛନ୍ତି। ତେବେ ଦେଶରେ ଏହି ତିନୋଟି ଘରୋଇ ବ୍ୟାଙ୍କ…

ବାୟୋଟେକ୍ ଫାର୍ମ ମାଇଲାବ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବାୟୋଟେକ୍ନୋଲୋଜି କମ୍ପାନୀ ମାଇଲାବ ଡିସକଭରି ସଲ୍ୟୁସନ୍ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ତାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହା ଏକ ପୁଣେ ଭିତ୍ତିକ ଫାର୍ମ। ନିକଟରେ ଏହା ଦେଶର ପ୍ରଥମ କୋଭିଡ୍‌-୧୯ ସେଲ୍ଫ ଟେଷ୍ଟ କିଟ୍ କୋଭିସେଲଫ୍ ଲଞ୍ଚ କରିଛି।…

ଦିଲ୍ଲୀ ଲଜପତ୍‌ ନଗର ସେଣ୍ଟ୍ରାଲ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଶନିବାର ଦକ୍ଷିଣ ଦିଲ୍ଲୀର ଲଜପତ ନାଗର ସେଣ୍ଟ୍ରାଲ ମାର୍କେଟରେ ଶୋ’ରୁମ ଭିତରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ଅନୁଯାୟୀ, ନିଆଁକୁ ଆୟତ୍ତ କରିବା ପାଇଁ ୩୦ ଟି ଅଗ୍ନିଶମ ଟେଣ୍ଡର ଏବଂ ୭୦ ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସୂଚନା ଅନୁଯାୟୀ, ଏହି ଘଟଣା…

ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ଲାଗି ମାଗଣା କୋଚିଂ ଘୋଷଣା କଲେ ସୋନୁ

ନୂଆଦିଲ୍ଲୀ: ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ଲାଗି ମାଗଣା କୋଚିଂ ଘୋଷଣା କରିଛନ୍ତି ଅଭିନେତା ସୋନୁ ସୁଦ। ଆଇଏଏସ୍‌ ପାଠ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ସେ ଏକ ନୂତନ ପଦକ୍ଷେପ ନେଇଛନ୍ତି। ସେ 'ସମ୍ଭବମ୍‌' ନାମରେ ଏକ…