Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଦେଶରୁ ୨୪ ଘଣ୍ଟାରେ ୧ଲକ୍ଷ ୫୨ହଜାର କରୋନା ପଜିଟିଭ୍, ୫୦ ଦିନରେ ସବୁଠୁ କମ୍ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନାର ସେକେଣ୍ଡ ଓ୍ୱେଭ୍ ପିକ୍ ସରିଛି । ପ୍ରଦିନି କମୁଛି ସଂକ୍ରମିତଙ୍କ ସଂଖ୍ୟା । ଏବେ ୨ଲକ୍ଷ ତଳେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୫୨ହଜାର ୭୩୪ ନୂଆ ଆକ୍ରାନ୍ତ । ଗତ ସପ୍ତାହେ ଭିତରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା…

ଟିକା ନନେଲେ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ, ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

ଉତ୍ତରପ୍ରଦେଶ: କରୋନା  କାଳରେ ଏବେ ଦେଶରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ତଥାପି ବହୁ ଲୋକ ଟିକାକୁ ନେଇ ଦ୍ୱନ୍ଦରେ ଅଛନ୍ତି । ବହୁ ସ୍ୱାସ୍ଥ୍ୟକର୍ମୀ ଓ ସରକାର କର୍ମଚାରୀ ଏଯାଏ ଟିକା ନେଇ ନାହାନ୍ତି । ଏଭଳି ସ୍ଥିତିରେ ଉତ୍ତରପ୍ରଜେଶର ଫିରୋଜାବାଦ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ…

ୟୁକ୍ରେନରୁ ଭାରତ ଆସିଲା ୧୮୪ ଅକ୍ସିଜେନ କନସେଣ୍ଟ୍ରେଟର

ନୂଆଦିଲ୍ଲୀ: ଭାରତରେ କରୋନା ସକ୍ରମଣର ଦ୍ବିତୀୟ ପ୍ରବାହ ଜାରି ରହିଥିବା ବେଳେ ବିଦେଶରୁ ମଧ୍ୟ ସହାୟତା ଆସୁଛି। ଭାରତର ବନ୍ଧୁତ୍ବପୂର୍ଣ୍ଣ ମନୋଭାବ ଯୋଗୁଁ ଏହି ସଙ୍କଟ ସମୟରେ ଅନେକ ଦେଶ ଭାରତକୁ ମେଡିସିନ ଓ ଅକ୍ସିଜେନ କନସେଣ୍ଟ୍ରେଟର ପଠାଉଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଥମ କରି ୧୮୪…

ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେଲେ ମିଲ୍ଖା ସିଂ

ଚଣ୍ଡିଗଡ଼: ଲିଜେଣ୍ଡାରୀ ଭାରତୀୟ ସ୍ପ୍ରିଣ୍ଟର ମିଲ୍ଖା ସିଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଗତ କିଛି ଦିନ ହେବ ସେ କରୋନା ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ। ପରିବାରର ଅନୁରୋଧ କ୍ରମେ ୯୧ ବର୍ଷୀୟ ମିଲ୍ଖାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା…

ମହାରାଷ୍ଟ୍ର ସଚିବାଳୟରେ ବୋମା ଥିବା ନେଇ ଫୋନ କଲ, ତନ୍ନ ତନ୍ନ କରି ଖୋଜୁଛନ୍ତି ସୁରକ୍ଷାବଳ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବୋମା ଖଂଜା ଯାଇଥିବା ନେଇ ଫୋନ କଲ ଆସିବା ପରେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ବୋମା ଚିହ୍ନଟ ଏବଂ ନିଷ୍କ୍ରିୟକାରୀ ଟିମ୍ ସଚିବାଳୟ ଓ ଏହାର ଆଖ ପାଖ ଅଂଚଳକୁ ତନ୍ନ ତନ୍ନ କରି ଖୋଜୁଛନ୍ତି । କଲ କେଉଁଠାରୁ ଆସିଥିଲା ତାହାର ମଧ୍ୟ ତଦନ୍ତ…

ଚୋକସିଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ପଠାଇଲା ଡକ୍ୟୁମେଂଟ,ପ୍ରାଇଭେଟ ଜେଟ

ନୂଆଦିଲ୍ଲୀ: ମେହୁଲ ଚୋକସି ଗୁରୁତର ଅପରାଧ କରିଛନ୍ତି ଏବଂ ତାଙ୍କୁ ପ୍ରତ୍ୟର୍ପଣ କରଯାଉ ବୋଲି ଭାରତ ସରକାର ଆଂଟିଗୁଆ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ଭାରତ ପ୍ରତ୍ୟର୍ପଣ ଡକ୍ୟୁମେଂଟ ଏବଂ ପ୍ରାଇଭେଟ ଜେଟ ମଧ୍ୟ ପଠାଇଛି । ଆଂଟିଗୁଆ ସରକାର ଏଥିପାଇଁ ଅନୁମତି ପ୍ରଦାନ କଲେ…

ଏହି ଭାରତୀୟ ଛାତ୍ରଙ୍କୁ ମିଳିଲା ୧୦ ବର୍ଷର ୟୁଏଇ ଗୋଲଡେନ୍ ଭିସା

ଦୁବାଇ: ଜଣେ ଭାରତୀୟ ଛାତ୍ରକୁ ମିଳିଛି ୧୦ ବର୍ଷ ପାଇଁ ୟୁଏଇର ଗୋଲଡେନ୍ ଭିସା। ଯାହା ମୁଖ୍ୟତ ବିଶ୍ୱସ୍ତରୀୟ ବ୍ୟକ୍ତିତ୍ୱଙ୍କ ପାଇଁ ସଂରକ୍ଷିତ ରହିଥାଏ। ରିପୋର୍ଟ ଅନୁଯାୟୀ ଏହି ଭିସା କେରଳର ତସ୍‌ନିମ୍‌ ଅସଲାମଙ୍କୁ ମିଳିଛି। ସେ ଛାତ୍ର ବର୍ଗରେ ଗୋଲଡେନ ଭିସା ଗ୍ରହଣ କରିଛନ୍ତି ଏବଂ…

ଜୁନ୍‌ ମାସରେ ପ୍ରାୟ ୧୨ କୋଟି ଡୋଜ୍‌ ଟିକା ଯୋଗାଇଦେବ କେନ୍ଦ୍ର

ନୂଆଦିଲ୍ଲୀ: ଜୁନ୍ ମାସରେ ପ୍ରାୟ ୧୨ କୋଟି ଡୋଜ୍ କରୋନା ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ରବିବାର କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଣ ଆବଣ୍ଟନ ଉପଭୋକ୍ତା, ଜନସଂଖ୍ୟା ଏବଂ ଟିକା ଅପଚୟ ଉପରେ…

ଭିଏତନାମରେ କରୋନା ଭାଇରସର ନୂତନ ଭ୍ୟାରିଏଂଟ ଚିହ୍ନଟ

ନୂଆଦିଲ୍ଲୀ: ଭିଏତନାମରେ କରୋନା ଭାଇରସର ନୂତନ ଭ୍ୟାରିଂଏଟ ଚିିହ୍ନଟ ହୋଇଛି । ଯାହା କି ପ୍ରଥମେ ଭାରତ ଏବଂ ପରେ ବ୍ରିଟେନରେ ମିଳିଥିବା ବି.୧.୬୧୭ ଷ୍ଟ୍ରେନ ସଦୃଶ । ତେବେ ଏହା ବାୟୁରେ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସଂକ୍ରମିତ ରୋଗୀଙ୍କ ଜେନେଟିକ ଷ୍ଟଡିରୁ…

ଉତ୍ତରପ୍ରଦେଶରେ ଜୁନ୍ ୧ ରୁ ଆରମ୍ଭ ହେବ “ଅନଲକ୍” ପ୍ରକ୍ରିୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ "ଅନଲକ୍" ପ୍ରକ୍ରିୟା ଜୁନ୍ ୧ ରୁ ଆରମ୍ଭ ହେବ। ସରକାରୀ ଆଦେଶ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଦୋକାନ ବଜାରଗୁଡ଼ିକ ସୋମବାର-ଶୁକ୍ରବାର ଯାଏ ସକାଳ ୭ ରୁ ୭ ଟା ମଧ୍ୟରେ ଖୋଲା ରହିବ। ଶନିବାର ଏବଂ ରବିବାର କଟକଣା ଜାରି ରହିବ। ଯେଉଁ ଜିଲ୍ଲାଗୁଡ଼ିକରେ…