Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୋଟିଏ ଘରୁ ୨୨ ଜଣ ଶିଶୁ କରୋନା ପଜିଟିଭ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଥିବା ଜୁଭେନିଲ୍‌ ହୋମ୍‌ରୁ ଅତି କମରେ ୨୨ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି। ଖବର ଅନୁଯାୟୀ, ସମସ୍ତଙ୍କୁ ଏଠାରେ ଥିବା ଏକ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଠରେ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ରଖାଯାଇଥାଏ। ଯୌନ ନିର୍ଯାତିତ…

ଜୁନ୍ ୧ରୁ ଏହି ରାଜ୍ୟରେ ଅନଲକ୍-୧, ନିୟନ୍ତ୍ରଣକୁ ଆସୁଛି କରୋନା

ଭୋପାଳ: ମଧ୍ୟପ୍ରଦେଶରେ କାବୁ ପାଉଛି କରୋନା । ଲକଡାଉନରୁ ସୁଫଳ ମିଳିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ରେଟ୍ ହ୍ରାସ ପାଉଛି । ସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ବେଳେ ଆସନ୍ତା ୧ ତାରିଖରୁ ରାଜ୍ୟରେ ଅନଲକ୍ ୧.୦ ନେଇ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ…

ବିମାନ ସେବାରୁ ସାଇବର ଆଟାକ୍

ଦିଲ୍ଲୀ :ପ୍ଳେନରୁ ସାଇବର ଆଟାକ୍ । ଏୟାର ଇଣ୍ଡିଆରେ ତଥ୍ୟ ଲିକ୍ ହୋଇଥିବା ଘଟଣା ପଦାକୁ ଆସିଛି । ଏୟାର ଇଣ୍ଡିଆରୁ ସେବା ପାଇଥିବା ପ୍ରାୟ ୪୫ଲକ୍ଷ ଭାରତୀୟ ଓ ବିଦେଶୀ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକରମାନଙ୍କ ହାତକୁ ଚାଲିଯାଇଥିବା ଜଣାପଡିଛି । ୨୦୧୧ ମସିହା ଅଗଷ୍ଟ ମାସ ୨୬ତାରିଖରୁ ୨୦୨୧…

ଭାରତରୁ ବିମାନ ଉଡାଣ ଉପରେ କଟକଣା ବଢାଇଲା କାନାଡା

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ତରଙ୍ଗର ପ୍ରଭାବକୁ ଦୃଷ୍ଟିରେ ରଖି କାନାଡା ଭାରତରୁ ସିଧାସଳଖ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକକୁ ଜୁନ୍‌ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏ ନେଇ କାନାଡା ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। କାନାଡା ବ୍ରଡକାଷ୍ଟିଂ କର୍ପୋରେସନ୍ (ସିବିସି)…

ଶିଶୁଙ୍କୁ ଗ୍ରାସୁଛି ମହାମାରୀ,୪୦ ହଜାର ପିଲା ସଂକ୍ରମିତ

ଦିଲ୍ଲୀ :କରୋନା କାଳରେ ଏବେ ଶିଶୁଙ୍କୁ ଗ୍ରାସୁଛି ମହାମାରୀ । ଜଣକ ପରେ ଜଣେ ଶିଶୁ ଆକ୍ରାନ୍ତ ହେଉଥିବା ବେଳେ କର୍ଣ୍ଣାଟକରେ ଏହି ସଂଖ୍ୟା ସବୁଠୁ ଅଧିକ । ୯ବର୍ଷ ପର୍ଯ୍ୟନ୍ତ ୪୦ ହଜାର ପିଲା ସଂକ୍ରମିତ ହୋଇଛନ୍ତି । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ଏବେ ପୁଣି ପିଲା ଆକ୍ରାନ୍ତ…

କର୍ଣ୍ଣାଟକରେ ବଢିଲା ଲକ୍‌ଡାଉନ୍

କର୍ଣ୍ଣାଟକ: କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । କର୍ଣ୍ଣାଟକରେ ବି ବଢୁଛି ସଂକ୍ରମଣ । । ସୁରକ୍ଷା ଦୃଷ୍ଟିିରେ ରଖି ସେଠାରେ ଜୁନ୍ ୭ଯାଏ ଲକ୍‌ଡାଉନ ଅବଧି ବଢାଇ ଦିଆଯାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ରାଜ୍ୟବ୍ୟାପୀ କଟକଣାକୁ ଆହୁରି ୧ ସପ୍ତାହ ଯାଏଁ ବୃଦ୍ଧି…

ଆଜି ରାତିରେ ବନ୍ଦ ରହିବ NEFT ସେବା, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ କାରବାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବୈଷୟିକ ନବୀକରଣ ଯୋଗୁଁ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର (NEFT) ସୁବିଧା ଗ୍ରାହକଙ୍କ ପାଇଁ କିଛି ଘଣ୍ଟା ଉପଲବ୍ଧ ହେବ ନାହିଁ।…

ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ରାମ ଲକ୍ଷ୍ମଣଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା ରଚୟିତା ରାମ ଲକ୍ଷ୍ମଣଙ୍କ ଦେହାନ୍ତ ହୋଇଛି। ନାଗପୁରରେ ଥିବା ତାଙ୍କ ବାସଭବନରେ ହୃଦଘାତ ହେତୁ ଶନିବାର ସକାଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବୟସ ହୋଇଥିଲା। ମୃତ୍ୟୁ ଖବର ନେଇ ତାଙ୍କ ପରିବାର ପକ୍ଷରୁ…

ଡିଏଲ୍‌ଏଫ୍‌ ଲାଞ୍ଚ କାରବାର ମାମଲା: ଲାଲୁ ପ୍ରସାଦଙ୍କୁ ସିବିଆଇର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ: ଏନ୍‌ଡିଟିଭି ରିପୋର୍ଟ ଅନୁଯାୟୀ ଡିଏଲ୍‌ଏଫ୍‌ ଲାଞ୍ଚ କାରବାର ମାମଲାରେ ପୂର୍ବତନ ରେଳମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ଲାଲୁ ଯାଦବଙ୍କୁ ସିବିଆଇ ଏକ କ୍ଲିନ୍‌ଚିଟ୍‌ ପ୍ରଦାନ କରିଛି।ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ତିନି ବର୍ଷରୁ ଅଧିକ ସମୟ ଜେଲରେ ରହିବା ପରେ ସେ…

ବାହାଘରରେ ସାମିଲ ୯୫ ଜଣ କରୋନା ପଜିଟିଭ୍, ଆଖି ବୁଜିଲେ କନ୍ୟା ପିତା

ଜୟପୁର: କରୋନା କାଳରେ ବାହାଘର ଓ ଅସାବଧାନ ହେଲେ ପରିଣାମ ଭୟଙ୍କର ହେଉଛି । ବାହାଘର ଖୁସିକୁ ବେଳେବେଳେ ପାଣିଚିଆ କରି ଦେଉଛି ଘାତକ କରୋନା । କରୋନା ପଶି ଯାଉଛି । ବାହାଘରରେ ସାମିଲ ୯୫ ଜଣ ଦିନକରେ ସଂକ୍ରମିତ ହୋଇଛନ୍ତି । ରାଜସ୍ଥାନର ଝୁନଝୁନ ଜିଲ୍ଲା ଅନ୍ତର୍ଗତ ସିଆଲୁକାଲା ଗାଁରେ ବାହାଘରରେ…