Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବ୍ଲାକ୍ ଫଙ୍ଗସ୍ ବଢାଉଛି ଚିନ୍ତା

ଦିଲ୍ଲୀ : କରୋନା ନିଦ ହଜାଇ ଦେଇଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଯୋଗୁ ବଢୁଛି ଚିନ୍ତା । ମହାରାଷ୍ଟ୍ରରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ୫ହଜାର ୫୦୦ଜଣ ଆକ୍ରାନ୍ତ ରହିଥିବା ଜଣାପଡିଛି । ଏଥିରୁ ୧୨୬ଜଣଙ୍କର ମୃତ୍ୟୁ ହୋଇ ସାରିଛି । ସେହିଭଳି ସେମାନଙ୍କ ମଧ୍ୟର ମହାରାଷ୍ଟ୍ରରେ…

ପୋଲିସ ମାଡରେ ୧୭ ବର୍ଷୀୟ ବାଳକର ମୃତ୍ୟୁ; କନଷ୍ଟେବଳ ନିଲମ୍ବିତ

ଉନାଓ: ରାଜ୍ୟରେ ଚାଲିଥିବା 'କରୋନା କର୍ଫ୍ୟୁ'କୁ ଉଲ୍ଲଂଘନ କରିଥିବାରୁ ପୋଲିସ ଜଣେ ୧୭ ବର୍ଷୀୟ ବାଳକକୁ ତାଙ୍କୁ ମାଡ ମାରିବା ପରେ ଶୁକ୍ରବାର ଦିନ ଉକ୍ତ ବାଳକର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ଦାବି କରିଛନ୍ତି। ଏହା ପରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ଜଣେ…

ପ୍ରାଣଘାତୀ କରୋନା ନେଲାଣି ୪୨୦ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ସୂଚନା ଅନୁଯାୟୀ କରୋନା ଭାଇରସର ଦ୍ୱିତୀୟ ତରଙ୍ଗରେ ଭାରତରେ ପ୍ରାୟ ୪୨୦ ଡାକ୍ତର ମାରାତ୍ମକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। କୋଭିଡ-୧୯ ଦ୍ୱିତୀୟ ତରଙ୍ଗର ପ୍ରକୋପ ଭାରତରେ ଜାରି ରହିଥିବା ବେଳେ ଲକ୍ଷ…

କରୋନା ଦେଇଛି ଦାରୁଣ ଦୁଃଖ: ଗୋଟିଏ ଗାଁରୁ ୨୨ ମୃତ

ଲକ୍ଷ୍ନୌ: ଆଉ କେତେ ଦୁଃଖ ଦେବ କରୋନା । ଏପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ଜୀବନ ପାଇଁ ଏବେ ଧାଁ ଦୌଡ଼ ଚାଲିଛି । କେଉଁଠି ଆଗପଛ ହୋଇ ବାପା-ମାଆ ଓ ପିଲା ଛୁଆ ଆରପାରିକୁ ଗଲେଣି ତ ଆଉ କେଉଁଠି ଗୋଟିଏ ଗୋଟିଏ ଗାଁରେ କରୋନା ମୃତ୍ୟୁର ତାଣ୍ଡବ ରଚୁଛି । ଉତ୍ତରପ୍ରଦେଶରୁ ଏଭଳି ଏକ ଘଟଣାକୁ…

୧୯ ବର୍ଷ ବୟସରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ଲେଡି ଗାଗା

ନୂଆଦିଲ୍ଲୀ: ୧୯ ବର୍ଷ ବୟସରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ହଲିଉଡ୍‌ ଗାୟିକା ଲେଡି ଗାଗା। କେବଳ ସେତିକି ନୁହେଁ ଗର୍ଭବତୀ ମଧ୍ୟ ହୋଇଥିଲେ। ସେ କହିଛନ୍ତି ଯେ କ୍ୟାରିୟରର ପ୍ରାରମ୍ଭରେ ଜଣେ ସଙ୍ଗୀତ ନିର୍ମାତା ତାଙ୍କ ସହ ଦୁଷ୍କର୍ମ କରିବା ପରେ ସେ ୧୯ ବର୍ଷ ବୟସରେ ଗର୍ଭବତୀ…

‘ହ୍ୱାଇଟ୍‌ ଫଙ୍ଗସ୍’ କେବଳ ଏକ ସାଧାରଣ ଫଙ୍ଗଲ୍ ସଂକ୍ରମଣ, ବ୍ଲାକ୍‌ ଫଙ୍ଗସ୍ ଅଧିକ ବିପଜ୍ଜନକ; ରିପୋର୍ଟ

ନୂଆଦିଲ୍ଲୀ: ସମ୍ପ୍ରତି ବିଭିନ୍ନ ରାଜ୍ୟମାନଙ୍କରେ ବ୍ଲାକ୍‌ ଫଙ୍ଗସ୍ ରୋଗର ବୃଦ୍ଧି ଘଟୁଥିବା ଦେଖିବାକୁ ମିଳୁଛି। ଏହି ରୋଗ ମୁଖ୍ୟତଃ କରୋନା ରୋଗୀଙ୍କୁ ଅଧିକ ପ୍ରଭାବିତ କରୁଛି। ବ୍ଲାକ୍‌ ଫଙ୍ଗସ ପରେ ପରେ ଏବେ ହ୍ବାଇଟ୍‌ ଫଙ୍ଗସ୍‌ ସଂକ୍ରମଣର ଖବର ସମସ୍ତଙ୍କ ଚିନ୍ତା ବଢାଇଦେଇଛି।…

ଦେଶରେ ନୂଆ ଆକ୍ରାନ୍ତ କମ୍ ଓ ସୁସ୍ଥ ହେଉଛନ୍ତି ଅଧିକ, ୪୦୦୦ ଉପରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । କିନ୍ତୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷ ତଳେ ରହିଛି । କିନ୍ତୁ ପ୍ରତିଦିନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୨୦ଲକ୍ଷ ୬୬ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୫୭ହଜାର ୨୯୯…

ରିୟଲ ହିରୋ ଅଭିନବ…

ଚଣ୍ଡୀଗଡ଼: ଫାଇଟର ବିମାନ ଦୁର୍ଘଟଣାରେ ପାଇଲଟଙ୍କ ମୃତ ଦେହ କ୍ଷେତରୁ ଉଦ୍ଧାର କରଯାଇଛି । ଭାରତୀୟ ବାୟୁ ସେନାର MIG-21 ଫାଇଟର ବିମାନ ପଞ୍ଜାବର ମୋଗା ଜିଲ୍ଲା ସ୍ଥିତ ଲଙ୍ଗିୟାନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ରାଜସ୍ଥାନର ସୁରତଗଡ଼ ଏୟାରବେସରୁ ଉଡାଣ ଭରି ଥିଲା। ହେଲେ…

ଡିଆରଡିଓର ଆଉ ଏକ ସଫଳତା, ଆଂଟିବଡି ପରୀକ୍ଷା ପାଇଁ ପ୍ରସ୍ତୁତ କଲା କିଟ

ନୂଆଦିଲ୍ଲୀ: ଡିଆରଡିଓକୁ ଶୁକ୍ରବାର ଆଉ ଏକ ବଡ ସଫଳତା ହାସଲ କରିଛି । ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହରୀ ତାଣ୍ଡବ ରଚୁଥିବା ବେଳେ ଏହି କିଟ ବେଶ୍ କାର୍ଯ୍ୟକାରୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ଏହି କିଟର ନାମ ଡିପକୋଭନ ଏବଂ ଏହା ଜୁନରେ ମାର୍କେଟରେ ଉପଲବ୍ଧ ହେବ । ଅଳ୍ପ ସମୟ…

AIIMS ଡାକ୍ତରଙ୍କ ଦାବି, ବ୍ଲାକ୍ ଫଙ୍ଗସ୍ ପାଇଁ ଦାୟୀ ଇଣ୍ଡଷ୍ଟ୍ରିଆଲ୍ ଅମ୍ଲଜାନ୍

ନୂଆଦିଲ୍ଲୀ: କରୋନା ସଂକଟ ଭିତରେ ଦେଶରେ ଆଉ ଏକ ନୂଆ ବିପଦ ବ୍ଲାକ୍ ଫଙ୍ଗସ ବାଇ ମ୍ୟୁକରମାଇକୋସିସ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । କିଛି ରାଜ୍ୟ ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିଥିବା ବେଳେ ଆଉ କିଛି ରାଜ୍ୟ ନୋଟିଫାଏଡ୍ ଡିଜିଜି ଅନ୍ତର୍ଭୁକ୍ତ କରିଛନ୍ତି । ତେବେ କାହିଁକି ବ୍ୟାପୁଛି…