Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୩ କୋଟି ପାର କଲା କରୋନା ସଂକ୍ରମଣ, ସୁସ୍ଥ ହେଲେଣି ୯୬%

ନୂଆଦିଲ୍ଲୀ: ଦେଶରେ କମୁଛି କରୋନାର ଦୈନିକ ସଂକ୍ରମଣ । ଆକ୍ଟିଭ୍ କେସ୍ ଦ୍ରୁତ ଖସୁଛି । ଆଜି ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ପାର କରିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୫୦ହଜାର ୮୪୮ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୮ହଜାର ୭୦୯କୁ ବୃଦ୍ଧି…

କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ମଧ୍ୟପ୍ରଦେଶରୁ ନେଲଣି ୪ ଜୀବନ

ଭୋପାଳ: କରୋନା ସେକେଣ୍ଡ ଓ୍ୱେଭ୍ ସରି ସରି ଆସୁଥିବା ବେଳେ ଡେଲଟା ଭାରିଆଣ୍ଟ ଟେନସନ୍ ସରିନି । ଚିନ୍ତା ବଢ଼ାଇଲାଣି ଡେଲଟା ଭାରିଆଣ୍ଟର ନୂଆ ମ୍ୟୁଟେସନ୍ ଡେଲଟା ପ୍ଲସ୍ ଭାରିଆଣ୍ଟ । ମଧ୍ୟପ୍ରଦେଶ ଶିବପୁରୀରେ ଡେଲଟ୍ ପ୍ଲସ୍ ଭାରିଆଣ୍ଟ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ବ୍ୟାଙ୍କକରୁ ଦୃଶ୍ୟମାନ ହେବ ଥାଇଲାଣ୍ଡ ବୁଦ୍ଧ ମୂର୍ତ୍ତି

ଥାଇଲାଣ୍ଡ  : ବ୍ୟାଙ୍କକରୁ ଦୃଶ୍ୟମାନ ହେବ ଥାଇଲାଣ୍ଡ ବୁଦ୍ଧ ମୂର୍ତ୍ତି । ଥାଇଲାଣ୍ଡରେ ନିର୍ମାଣ ହେଉଥିବା ବୁଦ୍ଧ ମୂର୍ତ୍ତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ୬୯ ମିଟର ଉଚ୍ଚତା ବିଶିଷ୍ଟ ବୁଦ୍ଧ ବ୍ୟାଙ୍କକରୁ ଦୃଶ୍ୟମାନ ହେବ ଯାହାର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ।  ବ୍ୟାଙ୍କକ୍ ଉପକଣ୍ଠରେ…

ଟିଆରପି ସ୍କାମ : ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ମୁମ୍ବାଇ ପୋଲିସ୍‌ର ଚାର୍ଜସିଟ୍

ମୁମ୍ବାଇ : ଟିଆରପି ସ୍କାମ ମାମଲାରେ କୋର୍ଟରେ ଦାଖଲ ହୋଇଛି ଚାର୍ଜ ସିଟ୍ । ମୁମ୍ବାଇ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟରେ ରିପବ୍ଲିକ ଟିଭିର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କ ନାଁ ରହିଛି । କୋର୍ଟରେ ୧୮୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ ଦାଖଲ କରିଛି ମୁମ୍ବାଇ ପୋଲିସ…

ନାରଦ ଲାଞ୍ଚ ମାମଲା, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପିଟିସନର ଶୁଣାଣି ଲାଗି ମନାକଲେ ବିଚାରପତି

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନାରଦ ଲାଞ୍ଚ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିରାଶ । ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଦାଏର ପିଟିସନର ଶୁଣାଣି ଲାଗି ଅଗ୍ରାହ୍ୟ କରିଛନ୍ତି ଜଣେ ବିଚାରପତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅନିରୁଦ୍ଧ…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଯୋଗଦେବେ ଗୁପକାର ସଙ୍ଗଠନ ନେତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଯୋଗଦେବେ ଗୁପକାର ସଂଗଠନ ନେତା । ଜାମ୍ମୁ-କାଶ୍ମୀରର ରାଜନୈତିକ ଦଳ ଗୁଡ଼ିକର ଗୁପକାର ସଙ୍ଗଠନ ସର୍ବଦଳୀୟ ବୈଠକରେ ସାମିଲ ହେବେ । ଏନେଇ ସୂଚନା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା…

କେରଳରେ କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ମିଳିବ ଆର୍ଥିକ ସହାୟତା

କେରଳ : ଓଡ଼ିଶା ପରେ କେରଳରେ କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ଦିଆଯିବ ଆର୍ଥିକ ସହାୟତା । ଏନେଇ ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ମହାମାରୀ କରୋନରେ ବାପା ମାଆ କିମ୍ବା ସିଙ୍ଗଲ ପ୍ୟାରେଣ୍ଟଙ୍କ ମୃତ୍ୟୁ ହୋଇଥିଲେ ପିଲାଙ୍କୁ ମାସିକ ୨ ହଜାର ଟଙ୍କାର ଆର୍ଥିକ ସହାୟତା ଦେବେ କେରଳ…

ଖୁବଶୀଘ୍ର ପୁଣି ଉଡ଼ିବ ଜେଟ୍ ଏୟାରଓ୍ଵେଜ୍

-ପୁନରୁଦ୍ଧାର ଯୋଜନାକୁ ଏନସିଏଲଟିର ମଞ୍ଜୁରୀ ନୂଆଦିଲ୍ଲୀ: ଖୁବ ଶୀଘ୍ର ପୁଣି ଆକାଶରେ ଉଡ଼ିବ ଜେଟ୍ ଏୟାରଓ୍ଵେଜ ବିମାନ। ଏହାର ପୁନରୁଦ୍ଧାର ଯୋଜନାକୁ ନ୍ୟାସନାଲ କମ୍ପାନିଜ୍ ଲ ଟ୍ରିବ୍ୟୁନାଲ ମଞ୍ଜୁରୀ ଦେବା ପରେ ପୁଣି ଜେଟ୍ ଏୟାରଓ୍ଵେଜର ବିମାନ ସେବା ଆରମ୍ଭ ହେବା ନେଇ ସମ୍ଭାବନା ସୃଷ୍ଟି…

ରାହୁଲ ପରାସ୍ତ: ଆଜାଦ ପୁନର୍ବାର ରାଜ୍ୟସଭା ଆସନ ପାଇବେ !

ଗତ ଏକ ଦଶନ୍ଧି ମଧ୍ୟରେ, ଯେତେବେଳେ ବି କଂଗ୍ରେସ ଦଳର ପୁରୁଣା ଏବଂ ଯୁବ ନେତାଙ୍କ ମଧ୍ୟରେ କ୍ଷମତା ହାସଲପାଇଁ ସଂଘର୍ଷ ହୋଇଛି, ରାହୁଲ ଗାନ୍ଧୀଙ୍କ ଅପାରଗ ନେତୃତ୍ୱ ଯୋଗୁଁ ପୁରୁଣା ନେତାମାନେ ବିଜୟୀ ହେଉଛନ୍ତି । ରାହୁଲ ଗାନ୍ଧୀଙ୍କ ଦୋଷ ଯାହା ବି ହୋଇପାରେ, ଅନ୍ତତଃ ପକ୍ଷେ ପୁରୁଣା ନେତାମାନେ…

ଜମ୍ମୁ ଓ କଶ୍ମୀର ପାଇଁ ପୂର୍ଣ୍ଣାଙ୍ଗ ରାଜ୍ୟ ମାନ୍ୟତା ଦାବି କରିବ କଂଗ୍ରେସ

-୨୪ରେ ରାଜ୍ୟ ନେତାଙ୍କୁ ଭେଟିବେ ମୋଦୀ -ନିର୍ବାଚନ ନେଇ ମଧ୍ୟ ଆଲୋଚନାର ସମ୍ଭାବନା ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସବୁ ଦଳର ନେତାଙ୍କୁ ଭେଟିବେ। ଜମ୍ମୁ ଓ କଶ୍ମୀର ବିଭାଜନ ହୋଇ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ…