Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସିଙ୍ଗାପୁର ଷ୍ଟ୍ରେନ୍ ବିବାଦ: କେଜ୍ରିଓ୍ୱାଲଙ୍କ ମନ୍ତବ୍ୟକୁ ନେଇ ରାଗିଲା ସିଙ୍ଗାପୁର, ବୈଦେଶିକ ମନ୍ତ୍ରାଳୟର…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସିଙ୍କାପୁର ଷ୍ଟ୍ରେନ ମନ୍ତବ୍ୟକୁ ନେଇ ବିବାଦ ମୁଣ୍ଡ ଟେକିଛି । ଆପତ୍ତି ଉଠାଇଛି ସିଙ୍ଗାପୁର । ଏନେଇ ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ସମନ୍ କରିଛନ୍ତି ସିଙ୍ଗାପୁର ସରକାର । ବିବାଦୀୟ ପରିସ୍ଥିତି ଭିତରେ…

ଭାରତର ତାଜା ସଂକ୍ରମଣ ସଂଖ୍ୟା ସାରା ବିଶ୍ୱରେ ସର୍ବାଧିକ; ‘ହୁ’

ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତରେ ନୂଆ କରୋନା ମାମଲାରେ ୧୩ ପ୍ରତିଶତ ହ୍ରାସ ହୋଇଥିଲା। କିନ୍ତୁ ତାଜା ସଂକ୍ରମଣ ସଂଖ୍ୟା ସାରା ବିଶ୍ୱରେ ସର୍ବାଧିକ ଥିଲା ବୋଲି 'ହୁ' କହିଛି। ନୂତନ ମାମଲା ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ମାତ୍ର ୪.୮ ନିୟୁତରୁ ଅଧିକ ନୂତନ ମାମଲା ଏବଂ…

ତରୁଣ ତେଜପାଲ ଯୌନ ନିର୍ଯାତନା ମାମଲା; ଆସନ୍ତା ୨୧ରେ ହୋଇପାରେ ପରବର୍ତ୍ତୀ ଶୁଣାଣି

ପାଣାଜୀ: ପୂର୍ବତନ ତେହେଲ୍କା ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ଗୋଆର ଏକ ସେସନ୍ କୋର୍ଟ ବୁଧବାର ଏହାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଏହି ମାମଲାକୁ ମେ ୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତରୁଣ ତେଜପାଲଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ସୁହାସ ଭେଲିପ୍‌…

“ଖୁସ୍‌ ରହି‌ୟେ” ଔର୍‌ “ବି ହାପି”; ମିଲ୍‌ ବକ୍ସ ଉପରେ ବିଶେଷ ବାର୍ତ୍ତା ଦେଇ କରୋନା…

ନୂଆଦିଲ୍ଲୀ: କୋଭିଡ-୧୯ ରୋଗୀଙ୍କୁ ଏହି ଛୋଟ ପିଲାଟି ନିଜ ମାଙ୍କ ଦ୍ୱାରା ପ୍ରସ୍ତୁତ ମିଲ୍‌ ବକ୍ସ ଉପରେ ବିଶେଷ ବାର୍ତ୍ତା ଦେଉଛି। ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି। ଏହି ଟିକି ପିଲାଟି କରୋନା ରୋଗୀଙ୍କୁ ମିଲ୍‌ ବକ୍ସରେ "ଖୁସ୍‌ ରହି‌ୟେ" ଔର୍‌ "ବି ହାପି" ଲେଖି…

ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କରୋନା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଡାକ୍ତରମାନେ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ୭୭ ବର୍ଷୀୟ ଭଟ୍ଟାଚାର୍ଯ୍ୟଙ୍କ ପତ୍ନୀ ମୀରା ଭଟ୍ଟାଚାର୍ଯ୍ୟ ମଧ୍ୟ…

କେଜ୍ରିୱାଲଙ୍କ ଟୁଇଟ ମିଥ୍ୟା ବୋଲି କହିଲା ସିଙ୍ଗାପୁର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଟୁଇଟର ଉତର ବୁଧବାର ସିଙ୍ଗାପୁର ପକ୍ଷରୁ ରଖାଯାଇଛି । ମଙ୍ଗଳବାର କେଜ୍ରିୱାଲ କହିଥିଲେ ସିଙ୍ଗାପୁରରେ କରୋନା ଭାଇରସର ନୂତନ ଷ୍ଟ୍ରେନ ମିଳିଛି ଏବଂ ଭାରତ ଏଥିପ୍ରତି ସତର୍କ ରହିବା ସହ ବିମାନ ସେବା ବାତିଲ କରିବା ପାଇଁ କହିଥିଲେ…

ହ୍ରଦ ତଳୁ ୭୧ ବର୍ଷ ତଳେ ହଜିଯାଇଥିବା ଗାଁର ମିଳିଲା ପରିଚୟ

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଏକ ଇଟାଲୀର ଏକ ହ୍ରଦ ତଳେ ବୁଡି ରହିଥିବା ଏକ ଗାଁର ଭଗ୍ନାବଶେଷ ୭୧ ବର୍ଷ ପରେ ପ୍ରଥମ ଥର ପାଇଁ ଆବିଷ୍କୃତ ହୋଇଛି। ରେସିୟା ହ୍ରଦ ହେଉଛି ଇଟାଲୀର ଦକ୍ଷିଣ ଟାଇରୋଲ୍‌ର ପଶ୍ଚିମ ଭାଗରେ ଥିବା ଏକ କୃତ୍ରିମ ହ୍ରଦ। ଏଠାରେ ୧୯୫୦ ମସିହାରେ ଏକ ଗାଁ ଗଢି ଉଠିଥିଲା।…

ଗଲୱାନ ଘାଟି ଉପରେ ପୁଣି ଆଖି ପକାଇଲାଣି ଚୀନ, ନିଜ ସୀମାରେ ବଙ୍କର ତିଆରି କରୁଛି

ବେଜିଂ: ପ୍ରାୟ୧ ବର୍ଷ ପରେ ଚୀନ ପୁନର୍ବାର ଗଲୱାନ ଘାଟି ଉପରେ ଆଖି ପକାଇଛି । ରିପୋର୍ଟ ମୁତାବକ ଚୀନ ତାର ସୀମା ନିକଟରେ ସେନାଙ୍କ ସୁରକ୍ଷା ପାଇଁ ବଙ୍କର ପ୍ରସ୍ତୁତି କରୁଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭାରତରେ ତାଣ୍ଡବ ରଚୁଥିବା ବେଳେ ଡ୍ରାଗନ ଏହାର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି…

ତାଉ’ତେ ଗଲା, ଆସିବ ୟଶ୍: ଆଉ ଏକ ବାତ୍ୟା ଆଶଙ୍କା, ବଙ୍ଗୋପସାଗର ଉପକୂଳରେ ଲ୍ୟାଣ୍ଡଫଲ୍ !

ନୂଆଦିଲ୍ଲୀ: ଗୋଟିଏ ଗଲା, ଆଉ ଗୋଟିଏ ଆସୁଛି । ଆରବ ସାଗର ପରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହା ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ବର୍ତ୍ତମାନର ମଡେଲକୁ ଦେଖି ବିଭିନ୍ନ ପାଣିପାଗ ସଂସ୍ଥା ବାତ୍ୟା ପୂର୍ବନୁମାନ କରୁଛନ୍ତି । ବର୍ତ୍ତମାନ ସମୁଦ୍ର ଭିତରେ…

ବିଶ୍ୱ ଜନ ସଂଖ୍ୟା ତୁଳନାରେ ୬ଗୁଣ ଅଧିକ ପକ୍ଷୀ ବାସ କରୁଛନ୍ତି !

ନୂଆଦିଲ୍ଲୀ: ବିଶ୍ୱ ଜନସଂଖ୍ୟାର ୬ଗୁଣା ଅଧିକ ପକ୍ଷୀ ବାସ କରୁଛନ୍ତି । ପାଖାପାଖି ବିଭିନ୍ନ ପ୍ରଜାତିର ୫୦୦୦ କୋଟି ପକ୍ଷୀ ଏହି ଧରାପୃଷ୍ଠରେ ବାସ କରୁଛନ୍ତି । ନ୍ୟୁ ସାଉଥ ୱେଲ୍ସ ୟୁନିଭରସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ସର୍ଭେରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ତେବେ…