Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମିଳିବ ୪୦୦୦ ଟଙ୍କା ପେନ୍‌ସନ୍‌

ଗୋରଖପୁର: କରୋନାରେ ନିଜ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ୟୁପି ସରକାର। ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ କରୋନା ଯୋଗୁ ପିତାମାତା ହରାଇଥିବା ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାଲ୍‌ ସେବା ଯୋଜନା…

ଆନ୍ଧ୍ରପ୍ରଦେଶରେ ଜୁନ୍‌ ୩୦ ଯାଏ ବଢିଲା କରୋନା କର୍ଫ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜୁନ୍‌ ୩୦ ଯାଏ ବଢିଲା କରୋନା କର୍ଫ୍ୟୁ। କଟକଣାରେ କିଛିଟା କୋହଳ କରିଛନ୍ତି ଆନ୍ଧ୍ର ସରକାର।  ଏହାସହିତ ଦୈନିକ ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ବଳବତ୍ତର ରହିବ। ରିପୋର୍ଟ ଅନୁଯାୟୀ ଶୁକ୍ରବାର ଦିନ କରୋନା ଉପରେ ଏକ ଉଚ୍ଚ…

‘ବାବା କା ଢାବା’ର ମାଲିକଙ୍କ ଆତ୍ମହତ୍ୟା ଉଦ୍ୟମ; ହସ୍ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: ପ୍ରସିଦ୍ଧ 'ବାବା କା ଢାବା'ର ମାଲିକ କାନ୍ତ ପ୍ରସାଦ ଗତକାଲି ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ୮୦ ବର୍ଷୀୟ କାନ୍ତ ପ୍ରସାଦ ଗୁରୁବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରି ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, କାନ୍ତ…

ସାବରମତି ନଦୀ ଜଳରେ କରୋନା ଭୂତାଣୁ ଚିହ୍ନଟ!

ଅହମ୍ମଦାବାଦ: ଅହମ୍ମଦାବାଦର ସାବରମତି ନଦୀରୁ ନିଆଯାଇଥିବା ଜଳ ନମୁନାରେ ମହାମାରୀ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସହରର କାଙ୍କ୍ରିଆ ଏବଂ ଚାନ୍ଦୋଲା ହ୍ରଦରୁ ନିଆଯାଇଥିବା ନମୁନାରେ ମଧ୍ୟ ଏହି ଭୂତାଣୁ ଦେଖିବାକୁ ମିଳିଛି। ସାବରମତି ନଦୀ, ଚାନ୍ଦୋଲା ଏବଂ କାଙ୍କ୍ରିଆ ହ୍ରଦରୁ…

ଡ୍ରୋନରେ ମେଡିସିନ ଯୋଗାଣ ଆଜିଠାରୁ ପରୀକ୍ଷଣ, ଭାରତରେ ପ୍ରଥମ

ବେଙ୍ଗାଳୁରୁ: ଟିକାଠାରୁ ଆରମ୍ଭ କରି ମେଡିସିନ ଓ ଅନ୍ୟ ଡାକ୍ତରୀ ସାମଗ୍ରୀ ଡ୍ରୋନରେ ଯୋଗାଣ ଆରମ୍ଭ ହେବ। ଏଥିପାଇଁ ଆଜିଠାରୁ ପରୀକ୍ଷଣ ପର୍ଯ୍ୟାୟ ଆରମ୍ଭ ହୋଇଛି। ବେଙ୍ଗାଳୁରୁଠାରୁ ୮୦ କିଲୋମିଟର ଦୂର ଗୌରୀବିଦାନୁରରେ ଏହା ଆରମ୍ଭ ହୋଇଛି । ଥ୍ରଟଲ ଏରୋସ୍ପେସ ସିଷ୍ଟମ ପକ୍ଷରୁ ଏହି ସେବା ଆରମ୍ଭ…

କୋଭିଡ-୧୯ ଟିକା ନେବା ପରେ ବ୍ୟାୟାମ କରିବା ନିରାପଦ କି?

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ନେବା ପରେ ବ୍ୟାୟାମ କରିବା ନିରାପଦ କି? ତେବେ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଟିକାକରଣ ପରେ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ। ବ୍ୟାୟାମ କରିବା ଦ୍ବାରା ଟିକାକରଣର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ରିପୋର୍ଟ ଅନୁଯାୟୀ "ଟିକା ନେବା…

ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍: ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା

ନୂଆଦିଲ୍ଲୀ: ଦୁଇ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଲିମ୍ପିକ୍ସ ଟିକେଟ । ଟୋକିଓ ଅଲିମ୍ପିକ୍ସ ପାଇଁ ଆଜି ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ୧୫ ଜଣିଆ ଟିମରେ ଅଛନ୍ତି ଦୁଇ ଓଡ଼ିଆ । ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ ।…

୨୦୨୪ ପୂର୍ବରୁ ୫୦ ପ୍ରତିଶତ ହ୍ରାସ ପାଇବ ସଡକ ଦୁର୍ଘଟଣା!

ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର କହିଛନ୍ତି ଯେ ୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ୫୦ ପ୍ରତିଶତ ହ୍ରାସ କରିବା ପାଇଁ କେନ୍ଦ୍ରର ଲକ୍ଷ୍ୟ ରଖିଛି। ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ଏବଂ ସହରରେ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରିବାର ଆବଶ୍ୟକତା…

ପୁଣି ଲକ୍‌ଡାଉନ ହେବ ମହାରାଷ୍ଟ୍ର !

ନୂଆଦିଲ୍ଲୀ: ପୁଣି ମହାରାଷ୍ଟ୍ରରେ ହୋଇପାରେ ଲକ୍‌ଡାଉନ୍‌। ରାଜ୍ୟରେ ସମ୍ଭାବ୍ୟ ଲକ୍‌ଡାଉନ୍‌ ନେଇ ଚିନ୍ତା ଜତାଇଛନ୍ତି ସରକାର। ମହାରାଷ୍ଟ୍ରରେ କରୋନାର ତୃତୀୟ ତରଙ୍ଗ ‘ଡେଲଟା ପ୍ଲସ୍’ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମହା ସରକାର। ଏହାକୁ ନେଇ ରାଜ୍ୟ ସରକାରଙ୍କ ଜଣେ ବିଭାଗୀୟ…

କୋଭିଡ-୧୯ ଫ୍ରଣ୍ଟଲାଇନ୍‌ କର୍ମଚାରୀଙ୍କ ଲାଗି ‘କଷ୍ଟୋମାଇଜଡ୍ କ୍ରାସ୍ କୋର୍ସ’ ଆରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କୋଭିଡ-୧୯ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ କଷ୍ଟୋମାଇଜଡ୍ କ୍ରାସ୍ କୋର୍ସ’ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ କଷ୍ଟୋମାଇଜଡ୍ କ୍ରାସ୍ କୋର୍ସ’ ଆରମ୍ଭ କରିଛନ୍ତି। ଏହି…