Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡ଼ିଆ ଆଇଏଏସ୍ ତଥା DPIIT ସଚିବ ଗୁରୁ ପ୍ରସାଦ ମହାପାତ୍ରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପରଲୋକରେ ଓଡ଼ିଆ ଆଇଏଏସ୍ ତଥା କେନ୍ଦ୍ର DPIIT ସଚିବ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ର । ଆଜି ତାଙ୍କର ଦେହାନ୍ତ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଓ ଧର୍ମେନ୍ଦ୍ର ପ୍ରଧାନ । ପୀୟୁଷ ଗୋଏଲ କହିଛନ୍ତି, ଗୁରୁପ୍ରସାଦ ମହାପାତ୍ରଙ୍କ…

ଅକ୍ସିଜେନ ମକଡ୍ରିଲ୍‌ ସମୟରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ; ଡାକ୍ତରଖାନାକୁ କ୍ଲିନ୍‌ଚିଟ୍

ଆଗ୍ରା: ଅକ୍ସିଜେନ ମକ୍‌ଡ୍ରିଲ୍‌ ସମୟରେ ଆଗ୍ରାର ହସ୍ପିଟାଲ୍‌ରେ ୧୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟଣା ଏକ ନୂଆ ମୋଡ ନେଇଛି। ଏହି ମୃତ୍ୟୁ ଘଟଣାରେ ଉତ୍ତରପ୍ରଦେଶର ଆଗ୍ରାର ଏକ ଡାକ୍ତରଖାନାକୁ କ୍ଲିନ୍ ଚିଟ୍ ଦିଆଯାଇଛି। ପ୍ୟାନେଲ କହିଛି ଯେ ଉକ୍ତ ଦିନରେ ଅମ୍ଳଜାନ ଯୋଗାଣ ବନ୍ଦ ହେବାର…

ଏମ୍ସ ନିର୍ଦ୍ଦେଶକ ଡାକ୍ତର ଗୁଲେରିଆଙ୍କ ଚେତାବନୀ, ୬-୮ ସପ୍ତାହ ଭିତରେ କରୋନା ତୃତୀୟ ଲହର

ନୂଆଦିଲ୍ଲୀ: ସେକେଣ୍ଡ ଓ୍ୱେଭ ସରିନି । ଏହାରି ଭିତରେ ତୃତୀୟ ଲହର ନେଇ ଆଭାସ ମିଳିଲାନି । ଥାର୍ଡ ୱେଭ ଆସିବା ନିଶ୍ଚିତ।ଆଗାମୀ ୬-୮ ସପ୍ତାହ ଭିତରେ ଭାରତରେ କରୋନାର ତୃତୀୟ ଲହର ଆସିପାରେ । ଅର୍ଥାତ ଅଗଷ୍ଟ କିମ୍ବା ସେପ୍ଟେମ୍ୱର ବେଳକୁ ଆସିପାରେ । ଏଭଳି ଚେତେଇ ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ…

ମନେ ରହିବେ ମିଲଖା ସିଂହ: ୧୯୬୦ ରୋମ୍ ଅଲିମ୍ପିକରେ କରିଥିବା ରେକର୍ଡ ୪୦ ବର୍ଷ ଅତୁଟ ରହିଥିଲା

ନୂଆଦିଲ୍ଲୀ: ଆଉ ନାହାନ୍ତି ଫ୍ଲାଇଂ ଶିଖ୍ । ଟ୍ରାକରେ ଅନେକ ରେସ୍ ଜିତିଥିବା ପ୍ରଖ୍ୟାତ ଧାବକ ମିଲଖା ସିଂହ ଜୀବନର ରେସ୍ ହାରି ଯାଇଛନ୍ତି । କରୋନା ସଂକ୍ରମିତ ପରେ ଚିକିତ୍ସାଧୀନ ଅବସ୍ଥାରେ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଆଜି ନାହାନ୍ତି ସତ, ତାଙ୍କର କୀର୍ତ୍ତି…

ପରଲୋକରେ କିମ୍ବଦନ୍ତୀ ଭାରତୀୟ ସ୍ପ୍ଲିଣ୍ଟର ମିଲଖା ସିଂ

ଚଣ୍ଡିଗଡ: ଫ୍ଲାଇଂ ଶିଖ୍ ଭାବେ ବେଶ୍ ପରିଚିତ ମିଲଖା ସିଂ ଆଉ ନାହାନ୍ତି । ଗତ କିଛି ଦିନ ତଳେ କରୋନାକୁ ହରାଇ ଡାକ୍ତରଖାନାରୁ ଘରକୁ ଫେରିଥିବା ମିଲଖାଙ୍କର ଅମ୍ଲଜାନ ସ୍ତର କମିଥିଲା । ତେଣୁ ଜୁନ ୩ ତାରିଖରେ ତାଙ୍କୁ ପୁନର୍ବାର ଚିକିତ୍ସା ପାଇଁ ଚଣ୍ଡୀଗଡର ଏକ ହସ୍ପିଟାଲରେ ଭର୍ତ୍ତି…

ମମତା ବାନାର୍ଜୀଙ୍କ ପୁତୁରାକୁ ଚାପୁଡା ମାରିଥିବା ବ୍ୟକ୍ତିଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା…

କୋଲକାତା:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଚାପୁଡା ମାରିଥିବା ବ୍ୟକ୍ତିଜଣଙ୍କର ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଛି । ୨୦୧୫ରେ ଏକ କାର୍ଯ୍ୟକ୍ରମ ଅବସରରେ ବିଜେପି ସମର୍ଥକ ଦେବାଶିଷ ଆଚାର୍ଯ୍ୟ ଟିଏମସିର ବର୍ତମାନ ମହାସଚିବ ଅଭିଷେକଙ୍କୁ ଚାପୁଡା…

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ବିଶ୍ୱର ଏକ ନମ୍ବର ଲୋକପ୍ରିୟ ନେତା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ବିଶ୍ୱର ଏକ ନମ୍ବର ଲୋକପ୍ରିୟ ନେତା ହୋଇଛନ୍ତି । ଆମେରିକାର ଡାଟା ଇଂଟେଲିଜେନ୍ସି ଫାର୍ମ ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ସର୍ଭେରେ ମୋଦିଙ୍କ ଗ୍ଲୋବାଲ ଆପ୍ରୁଭାଲ ରେଟିଂ ସବୁଠାରୁ ଆଗରେ ରହିଛି । ମୋଦିଙ୍କ ରେଟିଂ ୬୬…

ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଧନ ବଢ଼ିଛି: ୨୦୨୦ରେ ୨୦,୭୦୦ କୋଟି ଛୁଇଁଲା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବି ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଧନ ବଢ଼ିବାରେ ଲାଗିଛି । ୨୦୨୦ରେ ଏହା ୨୦,୭୦୦ କୋଟି ଟଙ୍କାକୁ ଛୁଇଁଛି । ଗତ ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ । ୨୦୧୯ ତୁଳନାରେ ଏହା ୨୧୨ ପ୍ରତିଶତ(୩.୧୨ ଗୁଣ) ବଢ଼ିଛି । ତେବେ କଷ୍ଟମର ଡିପୋଜିଟି ହ୍ରାସ ପାଇଛି ।…

ଆମ୍ବର ଦାମ୍‌ ୨.୭ ଲକ୍ଷ!

ଭୋପାଳ: ମଧ୍ୟପ୍ରଦେଶର ଜଣେ ଦମ୍ପତି ସେମାନଙ୍କର ଆମ୍ବ ବଗିଚାକୁ ସୁରକ୍ଷା ଦେବା ପାଇଁ ପ୍ରାୟ ଏକ ଡଜନ ସୁରକ୍ଷା କର୍ମୀ ଏବଂ କୁକୁରଙ୍କୁ ନିୟୋଜିତ କରିଛନ୍ତି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବଗିଚାରେ କେବଳ ଦୁଇଟି ଆମ୍ବ ଗଛ ଅଛି। ଏହି ୨ଟି ଆମ୍ବ ଗଛକୁ ସମ୍ପୂର୍ଣ୍ଣ ସୁରକ୍ଷା…

ଅକ୍ଟୋବର ସୁଦ୍ଧା ଭାରତ ଛୁଇଁପାରେ କରୋନାର ତୃତୀୟ ଲହର; ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବନୀ

ବେଙ୍ଗାଲୁରୁ: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଭାରତକୁ ଛୁଇଁପାରେ କରୋନାର ତୃତୀୟ ଲହର। ଏହାକୁ ନେଇ ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏହା ଦ୍ବିତୀୟ ଲହର ଅପେକ୍ଷା ଅଧିକ ମାରାତ୍ମକ ହୋଇପାରେ ଏବଂ ଏହାର ୧୦ ପ୍ରତିଶତ ପ୍ରଭାବ ଶିଶୁଙ୍କ ଉପରେ ପଡ଼ିପାରେ ବୋଲି କହିଛନ୍ତି ବିଶେଷଜ୍ଞ।…