Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେରଳରେ ମେ’ ୨୩ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

କେରଳ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳରେ ବଢ଼ିଲା ଲକଡାଉନ୍ । ମେ ୮ ତାରିଖରୁ ଲାଗୁ ହୋଇଥିବା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଅବଧିକୁ ମେ ୨୩ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି ରାଜ୍ୟ ସରକାର । କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ଏନେଇ ଘୋଷଣା କରିଛନ୍ତି । ସେହିପରି ୪…

ବିରୋଧୀ ଦଳଙ୍କ ଭର୍ଚୁଆଲ ବୈଠକକୁ ଉପରାଷ୍ଟ୍ରପତି, ଲୋକସଭା ବାଚସ୍ପତିଙ୍କ ନାଁ

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ଭର୍ଚୁଆଲ ସଂସଦୀୟ କମିଟି ବୈଠକକୁ ଶୁକ୍ରବାର ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ମନା କରି ଦେଇଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କୁ ସମର୍ଥନ କରୁଥିବା ଦଳକୁ ନେଇ ଏହାକୁ ଆୟୋଜନ କରିବା ପାଇଁ…

ମହାମାରୀ ସମୟରେ ଜିଓ ଆଣିଲା ନୂଆ ଅଫର

ମୁମ୍ବାଇ : କୋଭିଡ ଭଳି ମହାମାରୀ ସମୟରେ ଜିଓର ନୂଆ ପଦକ୍ଷେପ । ମହାମାରୀ ସମୟରେ ଜିଓ ଫୋନ୍ ବ୍ୟବହାରକାରୀଙ୍କ ସହ ଯୋଗାଯୋଗ ରଖିବା ପାଇଁ ଦୁଇଟି ସ୍ବତନ୍ତ୍ର ପଦକ୍ଷେପ ନେଇଛି ଜିଓ । ଯେଉଁମାନେ ଏହି ମହାମାରୀ ସମୟରେ ରିଚାର୍ଜ କରିବାକୁ ସକ୍ଷମ ହେଉନାହାନ୍ତି, ସେମାନଙ୍କୁ ପ୍ରତି ମାସ ବିନା…

ଚିତ୍ରକୂଟ ଜେଲରେ ଗୁଳିକାଣ୍ଡ, ୩ କୁଖ୍ୟାତ ଅପରାଧୀଙ୍କ ମୃତ୍ୟୁ

ଚିତ୍ରକୂଟ: ଉତରପ୍ରଦେଶ ଚିତ୍ରକୂଟ ଜେଲରେ ଶୁକ୍ରବାର ଲଙ୍କାକାଣ୍ଡ ଘଟିଛି କହିଲେ ଭୁଲ ହେବ ନାହିଁ । ଅବଶ୍ୟ ଏହି ସଂଘର୍ଷରେ ୩ କୁଖ୍ୟାତ ଅପରାଧୀ ମୃତ୍ୟୁବରଣ କରିଛନ୍ତି । ଯାହା କି ପରୋକ୍ଷରେ ସାଧାରଣ ନାଗରିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିିଛି । ୟୁପିର ଗ୍ୟାଙ୍ଗଷ୍ଟାର ଅଂଶୁ ଦୀକ୍ଷିତ ସକାଳେ…

ଋଷ ଭ୍ୟାକ୍ସିନ୍ ସ୍ପୁଟନିକ୍ ଭିର ଡୋଜ୍ ପିଛା ଦେବାକୁ ପଡ଼ିବ ୯୯୫ ଟଙ୍କା

ନୂଆଦିଲ୍ଲୀ: କରୋନା ଟିକା ସ୍ପୁଟନିକ୍ ଭିର ଗୋଟିଏ ଡୋଜକୁ ଭାରତରେ ପ୍ରାୟ ୧ ହଜାର ଟଙ୍କା ଦେବାକୁ ପଡ଼ିବ । ଦେଶରେ ସ୍ପୁଟନିକ୍ ଭି ଆମଦାନୀ କରିଥିବା ଡ. ରେଡ୍ଡୀ ଲାବ୍ରୋରୋଟରୀ ପକ୍ଷରୁ ଏ ସୂଚନା ଦିଆଯାଇଛି । ଦେଶରେ ସ୍ପୁଟନିକ ଟିକାର ଗୋଟିଏ ଡୋଜ୍ ୯୯୫ ଟଙ୍କା ୪୦ ପଇସା ପଡ଼ିବ । ତେବେ, ଦେଶରେ…

କାର କିଣିବା ପାଇଁ ନବଜନ୍ମିତ ଶିଶୁପୁତ୍ର ବିକ୍ରୀ ଅଭିିଯୋଗ

କନୌଜ(ଉ.ପ୍ର): କରୋନା ସଂକ୍ରମଣଠୁ ବଳିଯାଇଛି ଏହି ଖବର । ସେକେଣ୍ଡ ହ୍ୟାଣ୍ଡ କାର କିଣିବା ପାଇଁ ଏକ ଦମ୍ପତ୍ତି ନିଜ ନବଜନ୍ମିତ ଶିଶୁପୁତ୍ରକୁ ବିକ୍ରୀ କରିବାକୁ ବି ପଛାଇନାହାଁନ୍ତି । ଉତ୍ତରପ୍ରଦେଶ କନୌଜରେ ଘଟିଥବା ଏହି ଘଟଣା ସାରା ଦେଶକୁ ଦୋହଲାଇଦେଇଛି । ଶିଶୁପୁତ୍ର ବିକ୍ରୀ ବିଷୟରେ…

ଫେରିଲା ଖୁସିର ଦିନ, ଟିକା ନେଇଥିବା ଲୋକଙ୍କୁ ଆଉ ପିନ୍ଧିବାକୁ ପଡ଼ିବନି ମାସ୍କ

ୱାଶିଂଟନ୍: କରୋନା ଟିକା ନେଇଥିଲେ ଆଉ ଆବଶ୍ୟକ ନାହିଁ ମାସ୍କ । ପୂର୍ବଭଳି ବିନା ମାସ୍କରେ ବାହାରକୁ ଯାଇ ପାରିବେ, କାମ ବି କରି ପାରିବେ । ଟିକା ନେଇଥିବା ଲୋକ ଏବେ ଅନ୍ୟ ଜଣଙ୍କୁ ଭେଟି ମଧ୍ୟ ପାରିବ । ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ୍ ଅଧିକାରୀ ଏନେଇ ସୂଚନା…

‘କରୋନାର ବି ବଞ୍ଚିବାର ଅଧିକାର ଅଛି’: ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ

ଡେରାଡୁନ୍: କରୋନାଭାଇରସ୍ ଏକ ଜୀବ, ଯାହାର ବଞ୍ଚିବାର ଅଧିକାର ରହିଛି ବୋଲି ଗୁରୁବାର କହିଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ। ଏନେଇ ସେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି ଯେ କରୋନାଭାଇରସ୍ ଏକ ଜୀବ। ତାହାର ଅନ୍ୟମାନଙ୍କ ପରି ବଞ୍ଚିବାର ଅଧିକାର…

ଅଧରାତିରେ ସରିଗଲା ଅକ୍ସିଜେନ୍, ଆଖି ବୁଜିଲେ ୧୩ କରୋନା ରୋଗୀ

ପାନାଜୀ: ଗୋଆର ସରକାରୀ ମେଡିକାଲ କଲେଜରେ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ଲାଗି ରହିଛି । ୪ ଦିନରେ ଗୋଟିଏ ମେଡିକାଲରେ ଅକ୍ସିଜେନ୍ ଅଭାବରୁ ୭୫ ରୋଗୀ ପ୍ରାଣ ହରାଇଲେଣି । ସୂତ୍ର ଅନୁସାରେ, ରାତି ଗୋଟାଏରୁ ସକାଳ ୬ଟା ମଧ୍ୟରେ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ୪ ଦିନ ମଧ୍ୟରେ…

ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୂଚନା ଅନୁଯାୟୀ, ଏଥିରେ ଜଣେ କୁଖ୍ୟାତ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀ ରାମ କଡ଼ତି ବୋଲି ଦାନ୍ତେୱାଡା ଏସପି ଅଭିଶେଖ…