Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଅଡୁଆରେ କମେଡି କୁଇନ୍‌ ସୁଗନ୍ଧା ମିଶ୍ରା

ଫାଗୱାରା: ନିଜ ବାହାଘରରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ‘ଦି କପିଲ ଶର୍ମା ଶୋ’ର ହାସ୍ୟ ଅଭିନେତା ସୁଗନ୍ଧା ମିଶ୍ରାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ବୁଧବାର ରାତିରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରାଯାଇଛି। ବିବାହ ଉତ୍ସବରେ ବହୁ ଲୋକ ଏକତ୍ରିତ…

କରୋନାରେ ତାମିଲ୍‌ କମେଡିଆନ୍‌ ପାଣ୍ଡୁଙ୍କ ପରଲୋକ

ଚେନ୍ନାଇ: କରୋନାରେ ‌ତାମିଲର ଲୋକପ୍ରିୟ କମେଡିଆନ୍‌ ପାଣ୍ଡୁଙ୍କ ପରଲୋକ ହୋଇଛି। କରୋନା ଯୋଗୁ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ନିକଟରେ ସେ ଏବଂ ତାଙ୍କ ପତ୍ନୀ କରୋନା ପରୀକ୍ଷା କରିଥିଲେ ଏବଂ ରିପୋର୍ଟ ପଜିଟିଭ ଆସିବା ପରେ…

କେନ୍ଦ୍ରକୁ ଏସ୍‌ସିଙ୍କ ଚେତାବନୀ; କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ: ଆଗକୁ ମାହଇ ଆସୁଛି କରୋନାର ତୃତୀୟ ଲହର। ଏଥିପାଇଁ ଏବେଠୁ ସଜାଗ ରହିବାକୁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। କରୋନାର ତୃତୀୟ ତରଙ୍ଗ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ। ସେ କହିଛନ୍ତି ଯେ ଜନସାଧାରଣଙ୍କ…

ଦେଶରେ ପୁଣି ହେବ କି ଆଉ ଏକ ଲକ୍‌ଡାଉନ୍‌?

ନୂଆଦିଲ୍ଲୀ: ସମଗ୍ର ଦେଶରେ ପୁଣି ହେବ କି ଆଉ ଏକ ଲକ୍‌ଡାଉନ୍‌? ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗର ସଦସ୍ୟ ଭି.କେ ପାଲ କହିଛନ୍ତି ଯେ ଦେଶବ୍ୟାପୀ ଲକ୍‌ଡାଉନ୍‌ର ବିକଳ୍ପ ଉପରେ ଆଲୋଚନା ହେଉଛି। ଭି.କେ ପାଲ୍ ଜାତୀୟ କୋଭିଡ୍-୧୯ ଟାସ୍କଫୋର୍ସର ମୁଖ୍ୟ ଦାୟିତ୍ବରେ ଅଛନ୍ତି।…

ଭାରତୀୟ ଯାତ୍ରୀଙ୍କୁ ଶ୍ରୀଲଙ୍କା ମନା

କଲମ୍ବୋ: ଶ୍ରୀଲଙ୍କା ଆଜି ଘୋଷଣା କରିଛି ଯେ ଭାରତରେ କରୋନା ମାମଲାରେ ରେକର୍ଡ ବୃଦ୍ଧି ହେତୁ ତୁରନ୍ତ ଭାରତରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି।। ବ୍ରିଟେନ, ୟୁଏଇ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ପରି ଅନେକ ଦେଶ ଭାରତ ତଥା ଅନ୍ୟ ଦକ୍ଷିଣ ଏସୀୟ ଦେଶମାନଙ୍କରେ…

ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ

ନୂଆଦିଲ୍ଲୀ: ଏ ବର୍ଷ ସମୟରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସମୟରେ କେରଳ ଛୁଇଁବ । ଏନଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥାଏ । ଦେଶରେ ହେଉଥିବା ବର୍ଷାର ୭୦ ପ୍ରତିଶତ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟହେ ହୋଇଥାଏ । ପାଣିପାଗ…

କରୋନାରେ ବଲିଉଡ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ପରଲୋକ

ମୁମ୍ବାଇ: କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ। କରୋନା ଯୋଗୁ ବଲିଉଡ ଏବଂ ଭୋଜପୁରୀ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। CINTAAର ସାଧାରଣ ସମ୍ପାଦକ ଅମିତ ବ‌େହଲ କହିଛନ୍ତି, “କୋଭିଡର ଦ୍ୱିତୀୟ ତରଙ୍ଗ ବହୁ ମୂଲ୍ୟବାନ ଜୀବନ ନେଇଛି। ଅଭିନେତ୍ରୀ…

କେରଳରେ ମେ ୮ରୁ ୧୬ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍

ଥିରୁବନନ୍ତପୁରମ୍: କେରଳରେ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ମେ ୮ ତାରିଖରୁ ୧୬ ତାରିଖ ଯାଏ ରାଜ୍ୟରେ ଲକଡାଉନ୍ ଲାଗୁ ହେବ । ଗୁରୁବାର କେରଳରେ କରୋନା ପୂର୍ବ ସବୁ ରେକର୍ଡ ଭାଙ୍ଗି ଦିନକରେ ୪୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ…

ଟ୍ରେନରେ ପଶ୍ଚିମବଙ୍ଗ ଗଲେ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ବର: କରୋନାର ବ୍ୟାପକ ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ RTPCR ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି। ଏହାକୁ ନେଇ ଏବେ ଭୁବନେଶ୍ବର ରେଳ ଷ୍ଟେସନରେ ପ୍ରବଳ କଟକଣା…

ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରେ ମଦ, ଲକଡାଉନରେ ବି ଏହି ରାଜ୍ୟରେ ଖୋଲା ରହିବ ମଦ ଦୋକାନ

ଚଣ୍ଡିଗଡ଼: କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ଆଉ ଏକ ବିବାଦୀୟ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ନିଷ୍ପତ୍ତି ଯଦିଓ ବିବାଦୀୟ ତଥାପି ଏଭଳି ପଦକ୍ଷେପ ଅନେକଙ୍କୁ ଆଶ୍ୱସ୍ତି ଦେଇଛି । ସରକାର ଏଥିରୁ ରାଜସ୍ୱ ମାଧ୍ୟମରେ ଆଶ୍ୱସ୍ତି ପାଇଥିବା ବେଳେ ଲୋକ ମଦରେ ସଉକ ଥିବା ଲୋକଙ୍କ…