Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : କରୋନା କାଳରେ ଶେଷ ବିକଳ୍ପ ହେଉ ଲକଡାଉନ୍

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ, ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନ ମାଧ୍ୟମରେ ଲୋକଙ୍କ ଜୀବନ ଜୀବିକାକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଲକଡାଉନ କରୋନା ମୁକାବିଲାର ଶେଷ ଅସ୍ତ୍ର…

କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କଲେ ବିରାଟ କୋହଲି

ନୂଆଦିଲ୍ଲୀ: କରୋନା ସଚେତନତା ପାଇଁ ଭାରତୀୟ ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଏକ ମିନିଟର ଭିଡିଓ କ୍ଲିପ୍ ଶେୟାର କରିଛନ୍ତି। ଯେଉଁଥିରେ ସେ ଦେଶବାସୀଙ୍କୁ କରୋନା ନିୟମ ପାଳନ କରିବାକୁ ଏବଂ ସଚେତନ କରିବାକୁ ଅନୁରୋଧ କରିଛନ୍ତି। ଏପରିକି…

ତାଳଚେର ସାର କାରଖାନାରେ ୟୁରିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ,…

ନୂଆଦିଲ୍ଲୀ: ତାଳଚେର ସାର କାରଖାନାରେ ୟୁରିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ଆତ୍ମନିର୍ଭର ଭାରତ ପୂରଣ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ତାଳଚେର ସାର କାରଖାନା…

ସ୍ଥଗିତ ରହିଲା UGC-NET

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ପକ୍ଷରୁ ମଙ୍ଗଳବାର ଦିନ UGC-NETକୁ ସ୍ଥଗିତ ରଖାଯାଇଛି। ୨୦୨୦ ଡିସେମ୍ବରରେ ହେବାକୁ ଥିବା ପରୀକ୍ଷା ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ପାଇଁ ବନ୍ଦ ହୋଇଥିଲା‌। ଚଳିତ ମେ’ ୨ରୁ ୧୭ ମଧ୍ୟରେ ୟୁଜିସି ପରୀକ୍ଷା…

କରୋନା ସଂକ୍ରମଣ ଯୋଗୁ ପର୍ତ୍ତୁଗାଲ ଓ ଫ୍ରାନ୍ସ ଗସ୍ତ ବାତିଲ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି 

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ବିତୀୟ ଲହର ସାଂଘାତିକ ହେଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ତ୍ତୁଗାଲ ଓ ଫ୍ରାନ୍ସ ଗସ୍ତ ବାତିଲ କରିପାରନ୍ତି ବୋଲି ଜଣାପଡିଛି ।ଆସନ୍ତା 8ରେ ପର୍ତ୍ତୁଗାଲରେ ଆୟୋଜିତ ହେବାକୁ ଥିବା ଭାରତ - ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ…

ନକଲି ରେମଡେସିଭିର ବିକ୍ରି କରି ନର୍ସ ଗିରଫ

ନୂଆଦିଲ୍ଲୀ: ଲୁଣିଆ ପାଣି ଏବଂ ଆଣ୍ଟିବାୟୋଟିକ୍ ସହିତ ଖାଲି ପାତ୍ର ଭର୍ତ୍ତି କରି ନକଲି ରେମଡେସିଭିର ବିକ୍ରୟ ଅଭିଯୋଗରେ କର୍ଣ୍ଣାଟକ ପୋଲିସ ମୈସୁରୁର ଜଣେ ନର୍ସଙ୍କୁ ଗିରଫ କରିଛି। କୋଭିଡ ମାମଲା ସଂଖ୍ୟା ବୃଦ୍ଧି ହେତୁ ଜୀବନ୍ତ ସଂରକ୍ଷଣ ଔଷଧର ଚାହିଦା ବଢିବା ପରେ ପୋଲିସ ମୈସୁରୁରେ…

ତେଲେଙ୍ଗାନାରେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ

ତେଲେଙ୍ଗାନା: କୋଭିଡ-୧୯ ସଙ୍କଟ ଉପରେ ରାଜ୍ୟର ପ୍ରତିକ୍ରିୟାରେ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବାର ଗୋଟିଏ ଦିନ ପରେ ମଙ୍ଗଳବାର ଠାରୁ ତେଲେଙ୍ଗାନା ସରକାର ରାଜ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି। ତେଲେଙ୍ଗାନାରେ ନାଇଟ୍ କର୍ଫ୍ୟୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଜାରି ରହିବ ଯେଉଁ…

ରାଜ୍ୟରେ ୨୯ ଯାଏଁ ଲକଡାଉନ ଘୋଷଣା

ରାଞ୍ଚି: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର ମଙ୍ଗଳବାର ଦିନ ରାଜ୍ୟରେ ଏପ୍ରିଲ ୨୨ ତାରିଖ ସକାଳ ୬ଟାରୁ ଏପ୍ରିଲ ୨୯ ସକାଳ ୬ଟା ଯାଏଁ ଲକଡାଉନ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ଏହି ଅବଧି ମଧ୍ୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଥିବା ବେଳେ ଧାର୍ମିକ ସ୍ଥାନ ଖୋଲା ରହିବ।…

ଭାରତରୁ ହଂକକଂଗ ଯିବନି କୌଣସି ବିମାନ, ବିମାନ ଚଳାଚଳ ଉପରେ ରୋକ ଲଗାଇଲେ ହଂକକଂଗ ସରକାର

ନୂଆଦିଲ୍ଲୀ: ଭାରତରୁ ବିମାନ ଚଳାଚଳ ବନ୍ଦ କଲା ହଂକକଂଗ । ସମସ୍ତ ବିମାନ ଚଳାଚଳ ଉପରେ ରୋକ ଲଗାଇଛନ୍ତି ହଂକକଂଗ ସରକାର । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୪ ତାରିଖରେ ବିସ୍ତରା ବିମାନରେ ହଂଗ କଂଗ ଯାଇଥିବା ୪୯ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା…

ରାହୁଲ ଗାନ୍ଧୀଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ କ୍ବାରେଣ୍ଟାଇନ୍‌ କରିଥିବା ଜଣାପଡ଼ିଛି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ରହିଥିବା ଜଣାପଡ଼ିଛି। ନିକଟରେ…