Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୁନି କୃଷକର ହଳ କରିବା ଦେଖିଲେ ଚକିତ ହୋଇଯିବେ, ଆପଣ ବି କହିବେ ଜୟ କିଷାନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାଣି କାଦୁଆ ଜମିରେ ଲଙ୍ଗଳା ଛୁଆଟିଏ ହଳ କରିବା କେବେ ଦେଖିଛନ୍ତି ? ବୋଝେ ନାଁ । କିନ୍ତୁ ସୋସିଆଲ୍ ମିଡିଆରେ ଗୋଟିଏ କୁନି ଛୁଆର ଏକ ଭିଡିଓ ଜବରଦସ୍ତ ଭାଇରାଲ୍ ହେଉଛି । ଯିଏ ହାତରେ ଲଙ୍ଗଳ ଧରି ହଳ କରୁଛନ୍ତି । ଏହି ଭିଡିଓକୁ ଦେଖିଲେ ଆପଣ ଆଶ୍ଚର୍ୟ୍ୟ ତ ହେବେ ।…

ଗଲଓ୍ୱାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ; ଶ୍ରଦ୍ଧାଞ୍ଜଳି ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖ ସ୍ଥିତ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷକୁ ଆଜି ୧ ବର୍ଷ ପୂରିଛି। ଏହି ଅବସରରେ ଭାରତୀୟ ସେନା ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ୨୦୨୦ ମସିହା ଜୁନ୍ ୧୫ ତାରିଖରେ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ…

ଟିକାକରଣ ପରେ ଦେଶରେ ପ୍ରଥମ ମୃତ୍ୟୁ ମାମଲାକୁ ନିଶ୍ଚିତ କଲେ ସରକାର

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିରୁଦ୍ଧରେ ଟିକାକରଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ହୋଇଥିବା ସ୍ୱୀକାର କରିଛନ୍ତି ସରକାର। କରୋନା ଟିକା ନେବା ପରେ ଆନାଫାଇଲକ୍ସିସ୍ କାରଣରୁ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏ ନେଇ ଏଇଏଫ୍‌ଆଇ କମିଟିର ରିପୋର୍ଟରେ ତଥ୍ୟ ପ୍ରକାଶ…

କରୋନା କାଳରେ ମହଙ୍ଗା ମାଡ଼: ୨୫ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମରେ ୬ ଟଙ୍କା ଲେଖାଏ ବୃଦ୍ଧି

ନୂଆଦିଲ୍ଲୀ: କରୋନା କାଳରେ ଦେଶରେ ମହଙ୍ଗା ମାଡ଼ ଲୋକଙ୍କୁ କଲବଲ କଲାଣି । ତୈଳ ବଜାରରେ ନିଆଁ । ଖାଉଟି ସାମଗ୍ରୀ ଦର ବି ବଢୁଛି । କ୍ରମାଗତ ଭାବରେ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ବିଭିନ୍ନ ରାଜ୍ୟରେ ତୈଳ ଦର ଶହେ ଟଙ୍କା ପାର କଲାଣି । ଗତ ୨୫ ଦିନରେ ପେଟ୍ରୋଲ ଓ ଡିଜେଲ୍ ଲିଟର…

ଜୁନ୍‌ ୨୧ ଯାଏ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ

ବେଙ୍ଗାଲୁରୁ: ଜୁନ୍‌ ୨୧ ଯାଏ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ ହୋଇଛି। ବେଙ୍ଗାଲୁରୁ ସିଟି ପୋଲିସ କମିଶନର ତଥା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏ ନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ଜୁନ୍ ୨୧ ମଧ୍ୟରାତ୍ର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। କରୋନା ସଂକ୍ରମଣକୁ…

ଡେଲ୍‌ଟା ଭାରିଆଣ୍ଟ୍ ପାଇଁ ଫାଇଜର ଏବଂ ଆଷ୍ଟ୍ରାଜେନେକା ଟିକା ଅତ୍ୟନ୍ତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତରେ ଦେଖାଦେଇଥିବା ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ୍‌କୁ ନେଇ ଏବେ ସମଗ୍ର ଦେଶ ଚିନ୍ତାରେ। କିନ୍ତୁ ଏହା ଭିତରେ ଏକ ଆଶ୍ବସ୍ତିକର ଖବର ସାମ୍‌ନାକୁ ଆସିଛି। ଡେଲ୍‌ଟା ଭାରିଆଣ୍ଟ୍‌ ବିରୋଧରେ ବିଦେଶୀ ଟିକା ଫାଇଜର ଏବଂ ଆଷ୍ଟ୍ରାଜେନେକାର ଦୁଇଟି ଡୋଜ ଅତ୍ୟନ୍ତ ପ୍ରଭାବଶାଳୀ…

ଆଜିଠୁ ଏମ୍ସରେ ୬-୧୨ ବର୍ଷ ପିଲାଙ୍କ ଉପରେ ଟିକା ଟ୍ରାଏଲ୍

ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହେଲାଣି । ଛୋଟ ପିଲା ବେଶୀ ସଂକ୍ରମିତ ହେବା ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଆଗୁଆ ଟିକାକରଣ ଦିଗରେ ପଦକ୍ଷେପ ନିଆଯାଉଛି । ଆରମ୍ଭ ହୋଇଛି ଟିକା ଟ୍ରାଏଲ । ଆଜି ୬-୧୨ ବର୍ଷ ପିଲାଙ୍କ…

୭୫ ଦିନ ପରେ ଖସିଲା କରୋନା ସଂକ୍ରମଣ, ଦିନକରେ ୬୦ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ୭୫ ଦିନ ପରେ ଖସିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ସାରା ଦେଶରେ ୬୦ ହଜାର ୪୭୧ ଜଣ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୭୦ ହଜାର ୮୮୧କୁ ବୃଦ୍ଧି ପାଇଛି।…

ଭାରତରେ ଦ୍ବିତୀୟ ପ୍ରବାହ ପାଇଁ ଦାୟୀ ସାମାଜିକ ସମାବେଶ: ଡବ୍ଲ୍ୟୁଏଚଓ

ଲଣ୍ଡନ: ୟୁକେରେ ଜି-୭ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ଭାରତରେ ବଢୁଥିବା ସଂକ୍ରମଣ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ‘ଡବ୍ଲ୍ୟୁଏଚଓ’ର ଜରୁରୀକାଳୀନ ସ୍ବାସ୍ଥ୍ୟ ଯୋଜନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ୍‌। ସୂଚନା ଅନୁଯାୟୀ, ଭାରତରେ କରୋନାର ଦ୍ବିତୀୟ ପ୍ରବାହ…

୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ନୋଭାଭାକ୍ସର କରୋନା ଟିକା

ଓ୍ବାଶିଂଟନ୍ : କରୋନା ଭାଇରସ ବିରୋଧରେ ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ନୋଭାଭାକ୍ସର କରୋନା ଟିକା । ଆମେରିକାର ଏକ ଅନୁଧ୍ୟାନରୁ ଏନେଇ ଜଣାପଡିଛି । ଗବେଷଣାରୁ ଜଣାପଡିଛି ଯେ, ଏହି ଟିକା କରୋନା ରୋଗୀଙ୍କୁ ୧୦୦ ପ୍ରତିଶତ ସୁରକ୍ଷା ଦେବାରେ ସମର୍ଥ । ଏହି ଟିକା ମୋଟ ୯୦.୪ ପ୍ରତିଶତ…