Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନଫ୍‌ତାଲି ବେନେଟ୍‌ ହେଲେ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇସ୍ରାଏଲ୍‌ର ନୂଆ ପ୍ରଧାନମନ୍ତ୍ରୀ ହେଲେ ନଫ୍‌ତାଲି ବେନେଟ୍‌। ସରିଲା ନେତାନ୍ୟାହୁଙ୍କ ଯୁଗ। ବେଞ୍ଜାମିନ୍‌ଙ୍କ ଐତିହାସିକ ୧୨ ବର୍ଷର ଶାସନ ପରେ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନଫ୍‌ତାଲି ବେନେଟ୍ ଶପଥ ଗ୍ରହଣ କରିଛନ୍ତି। ରବିବାର ଦିନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍…

ଦେଶରେ କମୁଛି ଦୈନିକ ସଂକ୍ରମଣ; ୭୦,୪୨୧ ପଜିଟିଭ, ୩୯୨୧ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୭୦,୪୨୧ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦କୁ ବୃଦ୍ଧି ପାଇଛି। ଦିନକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୨୧ ରହିଛି। ଏଯାଏଁ  ଦେଶରେ ୩ ଲକ୍ଷ ୭୪ ହଜାର ୩୦୫…

ହରିୟାଣାରେ ୨୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍

ଚଣ୍ଡିଗଡ଼ : ଦେଶରେ ଧିରେ ଧିରେ କରୋନା ସଂକ୍ରମଣରେ ଲାଗୁଛି ବ୍ରେକ୍ । ଲଗାତର କିଛି ଦିନ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ହେଲେ ଏବେ ବି ବିଭିନ୍ନ ରାଜ୍ୟରେ ପଜିଟିଭ୍ ସଂଖ୍ୟାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ଲକଡାଉନ କଟକଣା ଲଗାଉଛନ୍ତି ବିଭିନ୍ନ ରାଜ୍ୟ…

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦେଇଛି କେନ୍ଦ୍ର

ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ସାରା ଦେଶରେ ଜାରି ରହିଛି ଟିକାକରଣ ଅଭିଯାନ । ସଂକ୍ରମଣକୁ ରୋକିବାକୁ ଦିଆଯାଉଛି ଟିକା । ତେବେ ମହାମାରୀର ମହାସଙ୍କଟ ଭିତରେ ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦିଆଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

ଆଉ ନାହାନ୍ତି ଦୁନିଆର ସବୁଠାରୁ ବଡ ପରିବାରର ମୂଖିଆ

ଆଇଜୋଲ: ଦୁନିଆର ସବୁଠାରୁ ବଡ ପରିବାରର ମୂଖିଆ ଜିଓନ ଚାନାଙ୍କ ଆଜି ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୩୮ ପତ୍ନୀ ଏବଂ ୮୯ ପିଲାଙ୍କୁ ନେଇ ଜିଓନ ତାଙ୍କ ସଂସାର ସୁରୁଖୁରୁରେ ଚଳାଇ ଥିଲେ । ତାଙ୍କ ଯୋଗୁ ବକଟାବଂଗ ତଲଙ୍ଗନୁମ ଗ୍ରାମକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା । ତାଙ୍କ ମୃତ୍ୟୁରେ…

ରହସ୍ୟମୟ ଜଙ୍ଗଲରେ ଚାନ୍ଦି ମହଲ

ଭୁବନେଶ୍ୱର: ଆମ ଚାରିପଟେ ଅନେକ ରହସ୍ୟ ରହିଛି । ବହୁ ରହସ୍ୟ ଆମ ଆଖି ଆଗରେ ରହିଥିଲେ ବି ତାହା ଭେଦ କରିବା ସମମ୍ଭ ହୋଇପାରିନି । ସେମିତି ବିଶ୍ୱର ସବୁଠୁ ରହସ୍ୟମୟ ଜଙ୍ଗଲ ହେଉଛି ଆମାଜନ୍ ଜଙ୍ଗଲ । ଯେଉଁଠି ଘଂଚ ଅରଣ୍ୟ ଭିତରେ ରହିଛି ମାଳ ମାଳ ରହସ୍ୟ ଆଉ ପ୍ରତିଦିନ ଘଟୁଛି ଅଦଭୁତ ଘଟଣା ମାନ ।…

୧୨ ଘଂଟାରେ ୩ ପାହାଡ ଚଢ଼ି ରେକର୍ଡ କଲେ ୫ ବର୍ଷୀୟ ଜ୍ୟାକସନ

ନୂଆଦିଲ୍ଲୀ: ତୁଳସୀ ଦୁଇ ପତ୍ରରୁ ବସେ । ତାହା ପ୍ରମାଣ କରିଛନ୍ତି ଲାଙ୍କଶାୟାରର ୫ ବର୍ଷୀୟ କୁନି ପାହାଡ ଚଢ଼ାଳୀ କ୍ୟାକସନ କ୍ରିଜିସେକ୍ । ସେ ମାତ୍ର ୧୨ ଘଂଟାରେ ୩ ପାହାଡ ଚଢ଼ି ସେ ବିଶ୍ୱର କମ ବୟସରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୩ ପାହାଡର ଉଚ୍ଚତା ୭୦୦୦ ଫୁଟ ହେବ । ଜ୍ୟାକସନ…

ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି

ମୁମ୍ବାଇ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ବେକେରୀ ଉପରେ ଚଢ଼ଉ । ମୁମ୍ବାଇର ମାଲାଡ ଅଞ୍ଚଳରେ ଅବସ୍ଥିତ ଏକ ବ୍ୟାକେରି ଉପରେ ଚଢ଼ଉ ହୋଇଛି । ଏଠାରେ କେକ୍ ଏବଂ ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି ହେଉଥିଲା । ପ୍ରଥମ ଥର ପାଇଁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଏକ…

ଉଗାଣ୍ଡାରୁ ଧରାପଡ଼ିଲା ଆତଙ୍କ ଖେଳାଉଥିବା ଓସାମା ବିନ୍ ଲାଡେନ୍, ୮୦ ଜଣଙ୍କୁ ମାରିଛି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୧୪ ବର୍ଷରେ ୮୦ ଜଣଙ୍କୁ ମାରିଛି । ଲୁଚି ଲୁଚି ନର ସଂହାର କରୁଥିଲା ଓସାମା ବିନ୍ ଲାଡେନ୍ । ଆପଣ ଭାବୁଥିଲେ ଆମେରିକା ସେନାର ଗୁଳିରେ ତ ଆତଙ୍କବାଦୀ ଲାଡେନ୍ ମରି ସାରିଛି । ପୁଣି ଉଗାଣ୍ଡାରେ କୁଆଡୁ ଆସିଲା ଓସାମା । ଇଏ ମଣିଷ ନୁହେଁ, ନରହନ୍ତା କୁମ୍ଭୀର ଓସାମା ବିନା…

କୁନି ପିଲାର ଜବରଦସ୍ତ ଡ୍ୟାନ୍ସ: ଥରେ ଦେଖିଲେ ଦିଓ୍ୱାନା ହେବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ମଜାଦାର ଭିଡିଓ ସବୁ ପୋଷ୍ଟ ଓ ସେୟାର ହେଉଛି । କେତେବେଳେ କିଏ କାହାର ମିମିକ୍ରି କଲାଣି ତ ଆଉ କେତେବେଳେ ଜବରଦସ୍ତ ଡ୍ୟାନ୍ସ ଫର୍ମ ଭାଇରାଲ୍ ହୋଇଥାଏ । ଏବେ ଏମିତି ଜଣେ ଛୋଟ ପିଲାର ଡ୍ୟାନ୍ସ ଫର୍ମ ଦେଖିଲେ ଯେକେହି ବି ତାର…