Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜିଠୁ ମହାରାଷ୍ଟ୍ରରେ ବଲିଉଡ୍‌ ଏବଂ ଟେଲିଭିଜନ ସୁଟିଂ ବନ୍ଦ

ମୁମ୍ବାଇ: ବଢୁଥିବା କୋଭିଡ-୧୯ ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ନୂଆ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶାବଳୀରେ ଅନୁସାରେ ବଲିଉଡ ଫିଲ୍ମମ ଏବଂ ଟେଲିଭିଜନ ସୁଟିଂ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ବୁଧବାର ଅର୍ଥାତ୍‌ ଆଜି ସନ୍ଧ୍ୟା ଠାରୁ ମହାରାଷ୍ଟ୍ରରେ ବଲିଉଡ…

ଦେଶରେ ବଢୁଛି ଦୈନିକ ସଂକ୍ରମଣ ସଂଖ୍ୟା; ୧,୮୪,୩୭୨ ନୂଆ ପଜିଟିଭ; ୧୦୨୭ ମୃତ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗ କ୍ରମାଗତ ଭାବରେ ନୂତନ ରେକର୍ଡ ସ୍ଥାପନ କରୁଛି। ଗତ ୨୪ ଘଣ୍ଟାରେ ଦେଶରେ ୧,୮୪,୩୭୨ ନୂତନ ସଂକ୍ରମଣ ରିପୋର୍ଟ ହୋଇଛି। ମହାମାରୀ ଆରମ୍ଭରୁ ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ସଂକ୍ରମଣ। କରୋନା ଯୋଗୁ ଗତ ୨୪ ଘଣ୍ଟାରେ ୧୦୨୭ ଜଣଙ୍କର ମୃତ୍ୟୁ ହୋଇଥିବା…

ଆସନ୍ତାକାଲିଠାରୁ ସାରା ମହାରାଷ୍ଟ୍ରରେ ୧୪୪ ଧାରା

ମୁମ୍ବାଇ : ଦେଶରେ ମହାମାରୀ କରୋନା ଉପରମୁହାଁ । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମର । କିନ୍ତୁ ମହାରାଷ୍ଟ୍ରରେ ନିଦ ହଜାଇଲାଣି ଭୂତାଣୁ । ଭାଇରସର ଭୟାବହତାକୁ ନଜରରେ ରଖି ମହାରାଷ୍ଟ୍ରରେ ଲାଗୁ ହୋଇଛି ବଡ଼ କଟକଣା । ଆସନ୍ତାକାଲିଠାରୁ ସାରା ମହାରାଷ୍ଟ୍ରରେ ଲାଗୁ ହେବ ୧୪୪ ଧାରା । ଏନେଇ…

ଆଇସୋଲେଶନରେ ୟୁପି ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ନିଜକୁ ଆଇସୋଲେଶନ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେତେକ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରି କି ଯୋଗୀ ଆଦିତ୍ୟନାଥ କେତେକ କର୍ମଚାରୀଙ୍କ ସଂସ୍ପର୍ଶରେ…

ଜନସନ ଆଣ୍ଡ ଜନସନ ଟିକା ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଲା ଆମେରିକା

ନୂଆଦିଲ୍ଲୀ : ଜନସନ ଆଣ୍ଡ ଜନସନ କରୋନା ଟିକା ଉପରେ ସାମୟିକ ଭାବେ ପ୍ରତିବନ୍ଧକ ଲଗାଇଛି ଆମେରିକା । ଏହି ଟିକା ନେଉଥିବା ଲୋକଙ୍କ ଦେହରେ ରକ୍ତ ଜମାଟ ବାନ୍ଧିବା ଭଳି ଅଭିଯୋଗ ଆସିବା ପରେ ଏହି ଟିକା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆମେରିକାର ଫୁଡ୍ ଆଣ୍ଡ ଆଡମିଷ୍ଟ୍ରେସନ ଏନେଇ ଟ୍ବିଟ୍ କରି…

ଆସନ୍ତୁ ଜାଣିବା କରୋନାର ଭୟଙ୍କର ରୂପ ବେଳେ କଣ ରହିଛି ଆଶ୍ୱସ୍ତିକର ଖବର !

ଭୁବନେଶ୍ୱର: ଯେଉଁ ଭୟ କରାଯାଉଥିଲା ତାହା ଧିରେ ଧିରେ ପ୍ରମାଣିତ ହେଉଛି । ଅସାବଧାନତା ଯୋଗୁ କିଲର କରୋନା ଦ୍ରୁତ ବେଗରେ ସଂକ୍ରମିତ ହେବାରେ ଲାଗିଛି । ଏହା ମଧ୍ୟରେ ଏକ ଖୁସି ଖବର ହସ୍ତଗତ ହୋଇଛି । ଆମେରିକାରେ ବଡ ଔଷଧ କମ୍ପାନୀ ରେଜିନେନର ଲ୍ୟାବରେ ପ୍ରସ୍ତୁତ କରାଯାଇଥିବା କକଟଲେ ଆଟିଂବଡିଜ…

[ଭିଡିଓ] ଅଟୋରିକ୍ସାରେ ଆପାତକାଳୀନ ସେବା !

ସତାରା (ମହାରାଷ୍ଟ୍ର): ମହାରାଷ୍ଟ୍ରରେ କରୋନା ଦେଖାଇଛି କରାଳ ରୂପ । ହସ୍ପିଟାଲରେ ନାହିଁ ପର୍ଯ୍ୟାପ୍ତ ବେଡ୍ ବ୍ୟବସ୍ଥା । ଚରମ ସୀମାରେ ପହଂଚିଛି ରୋଗୀଙ୍କ ଦୁର୍ଦ୍ଦଶା । ଏମିତି ସ୍ଥିତିରେ ଜଣେ ମହିଳାଙ୍କ ଚକିତକର ଭିଡିଓ ସମସ୍ତଙ୍କୁ ତାଜୁବ କରିଛି । ଅକ୍ସିଜେନ୍ ସିଲିଣ୍ଡର ଧରି…

ମହାରାଷ୍ଟ୍ରକୁ କରୋନା ଭୟ, ହୋଇପାରେ ୧୫ ଦିନିଆ ଲକଡାଉନ୍, ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ…

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି ରହିଛି । ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । କରୋନା ଦାଉରୁ ଲୋକଙ୍କୁ ରକ୍ଷା କରିବାକୁ ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡିଛି । ରାଜ୍ୟରେ କଟକଣା ଲଗାଇବାକୁ ଏସ୍‌ଓପି ପ୍ରସ୍ତୁତ କରୁଛନ୍ତି ମହାରାଷ୍ଟ୍ର ସରକାର ।…

ଏଥର ଅଫିସିଆଲ, ଜ୍ୱାଲା-ବିଷ୍ଣୁଙ୍କ ବିବାହ ଏପ୍ରିଲ ୨୨ରେ

ନୂଆଦିଲ୍ଲୀ:ବ୍ୟାଡମିଂଟନ ଷ୍ଟାର ଜ୍ୱାଲା ଗୁଟ୍ଟା ଏଥର ତାଙ୍କ ବିବାହ କେବେ ହେବ ଘୋଷଣା କରିଛନ୍ତି । ସୋସିଆଲ ସାଇଟରେ ବିଷ୍ଣୁ ବିଶାଲ ଏବଂ ମୁଁ ବିବାହ ବନ୍ଧନରେ ଆବଦ୍ଧ ଏପ୍ରିଲ ୨୨ରେ ଆବଦ୍ଧ ହେବାକୁ ଯାଉଛୁ ବୋଲି ଜଣାଇଛନ୍ତି । କରୋନା କଟକଣାରେ ଏହି ବିବାହ ଅୟୋଜନ କରାଯିବ ଏବଂ ନିକଟ…

ନିଜ ପତ୍ନୀଙ୍କ କର୍କଟ ଚିକିତ୍ସା ପାଇଁ ୧୭ ବର୍ଷ ଧରି ବାଦ୍ୟ‌ ବଜାଇ ଅର୍ଥ ସଞ୍ଚୟ କରୁଥିଲେ ବ୍ୟକ୍ତି

ନୂଆଦିଲ୍ଲୀ: କୋଲକାତାର ଜଣେ ୭୭ ବର୍ଷ ବୟସ୍କ ବୃଦ୍ଧ ନିଜ ପତ୍ନୀଙ୍କ କର୍କଟ ଚିକିତ୍ସା ପାଇଁ ବିଗତ ୧୭ ବର୍ଷ ଧରି ଭାଓଲିନ୍‌ ବଜାଇ ପାଣ୍ଠି ସଂଗ୍ରହ କରୁଥିଲେ। ଏହି ଦୁଇ ଦମ୍ପତିଙ୍କ କାହାଣୀ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ସ୍ବପନ…