Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍‌ସ ଯାଞ୍ଚ ମାମଲା; ଧରା ହେଲେ ଆଉ ୨ ଡ୍ରଗ୍‌ସ ବେପାରୀ

ନୂଆଦିଲ୍ଲୀ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଡ୍ରଗ୍‌ସ ମାମଲା ସହ ଜଡ଼ିତ ଆଉ ଦୁଇ ଜଣ ଡ୍ରଗ୍‌ସ ବେପାରୀଙ୍କୁ ଏନ୍‌ସିବି ଧରିଥିବା ଜଣାପଡ଼ିଛି। ସୋମବାର ରାତିରେ ମୁମ୍ବାଇର ମଲାଡ, ସାଣ୍ଟାକ୍ରୁଜ ଏବଂ ପାରେଲ ଅଞ୍ଚଳରେ ଏନ୍‌ସିବି ରେଡ୍‌ କରିଥିଲା। ଏଥିରେ ଏନସିବି ମୁମ୍ବାଇର ଜୋନାଲ…

ମହାମାରୀ‌ ଚାପରୁ ମୁକ୍ତି ପାଇବା ପାଇଁ ନୂଆ ଥେରାପି ବାହାର କରିଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ: ମହାମାରୀ ଏବଂ ଲକଡାଉନ୍ ଆମ ଜୀବନର ପଦ୍ଧତିକୁ ଅନେକ ମାତ୍ରାରେ ବଦଳାଇଦେଇଛି। କିନ୍ତୁ ଏପରି କଠିନ ସମୟ ଦେଇ ଗତି କରିବାର ଏକମାତ୍ର ମନ୍ତ୍ର ହେଉଛି ନିଜ ଉପରେ ବିଶ୍ୱାସ କରିବା ଏବଂ ଏକ ସକାରାତ୍ମକ ମନୋଭାବ ଆଣିବା। ତେବେ ଏହି ମହାମାରୀ ଚାପରୁ ମୁକ୍ତି ପାଇବା ପାଇଁ ବଲିଉଡ୍‌…

ଗାନ୍ଧୀ ମୂର୍ତି ସମ୍ମୁଖରେ ଧାରଣାରେ ବସିଲେ ମମତା !

କୋଲକାତା: ନିର୍ବାଚନ ରାଲୀରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଂଟା ପାଇଁ ପ୍ରଚାର କରିପାରିବେ ନାହିଁ ବୋଲି କଟକଣା ଲଗାଇଥିଲେ । ଏହାକୁ ବିରୋଧ କରି ଟିଏମସି ମୂଖ୍ୟ କୋଲକାତା ଗାନ୍ଧୀ ମୂର୍ତି ତଳେ ଧାରଣାରେ ବସିଛନ୍ତି ।…

CBSE ପରୀକ୍ଷା ବାତିଲ୍ ଲାଗି କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସିବିଏସଇ ପରୀକ୍ଷା ବାତିଲ୍ ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ୍ ପାଇଁ ଅନୁରୋଧ କରିଛନ୍ତି କେଜ୍ରିୱାଲ୍ ।…

ଯୁଦ୍ଧ ପାଇଁ ଚୀନ ଉସକାଉଛି, ତାଇୱାନ ନିକଟରେ ଉଡାଇଲା ୨୫ ଯୁଦ୍ଧ ବିମାନ

ବେଜିଂ: ତାଇୱାନ-ଚୀନ ଓ ରୁଷ-ୟୁକ୍ରେନ ବିବାଦ ଧିରେ ଧିରେ ବିଶ୍ୱରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି । ମଙ୍ଗଳବାର ଚୀନ ତାଇୱାନ ସୀମା ନିକଟରେ ୨୫ ଯୁଦ୍ଧ ବିମାନକୁ ପରୀକ୍ଷଣ ଭାବେ ଉଡାଇବା ସହ ଅନୁପ୍ରବେଶ ମଧ୍ୟ କରିଛି । ଏଥିରେ ୱାଇ-୮ ଆଟିଂ ସବ ମେରାଇନ ଏୟାରକ୍ରାଫ୍ଟ, ଜେ-୧୬ ଓ ଏଚ-୬…

କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଙ୍ଗଳବାର ଦିନ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସେ କହିଛନ୍ତି ଯେ, "ମୋର କରୋନା ରିପୋର୍ଟ ପଜିଟିଭ ଆସିଛି "। ମୋର ମୌଣସି ପ୍ରକାରର ଲକ୍ଷଣ ନାହିଁ, ମୁଁ ଅନୁରୋଧ କରୁଛି ଯେ ମୋ ସହ ଯୋଗାଯୋଗ କରିଥିବା ସମସ୍ତ ବ୍ୟକ୍ତି…

‘ଗୁଡି ପଡୱା’ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଡି ପଡୱା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ବିଶେଷ କରି ମହାରାଷ୍ଟ୍ର ଏବଂ କୋଙ୍କଣୀ ସମ୍ପ୍ରଦାୟଙ୍କ ପାଇଁ ନୂତନ ବର୍ଷର ଆରମ୍ଭ ହୋଇଥାଏ। ରାଷ୍ଟ୍ରପତି କୋବିନ୍ଦ…

ମାଓବାଦୀଙ୍କ ମାୟାଜାଲକୁ ଭେଦିଲା ସିଆରପିଏଫ୍

ମାଲକାନଗିରି: ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ବାହିନୀ ଲଗାଇଥିଲା ଲ୍ୟାଣ୍ଡମାଇନ୍ । ନିଷ୍କ୍ରିୟ କଲା ସିଆରପିଏଫ୍ ବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିଛି । ମାଓ ପ୍ରବଣ ଇଲାକା ମିନପାଠାରୁ ବୁର୍କାପାଲ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମରେ…

ଦେଶରେ ଲକ୍ଷେ ୭୧ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୬୧ ହଜାର ୭୩୬ ଜଣ । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩କୁ ବୃଦ୍ଧି ପାଇଛି ।…

ଭାରତକୁ ମିଳିଲା ତୃତୀୟ ଟିକା: ସ୍ପୁଟନିକ୍-Vର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଲା DCGI

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଖୁସି ଖବର । ମହାମାରୀ ସହ ଲଢ଼େଇରେ ଭାରତକୁ ମିଳିଲା ଆଉ ଗୋଟିଏ କରୋନା ଟିକା । ଋଷର ସ୍ପୁଟନିକ-V ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ୍ ମିଳିଛି । ଗତକାଲି ସବଜେକ୍ଟ ଏକ୍ସପର୍ଟ କମିଟି ପରେ ଆଜି ଅନୁମତି ପ୍ରଦାନ କରିଛି ଡ୍ରଗ୍…