Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡାକ୍ତରଖାନାରୁ ୩୨୦ ଡୋଜ କୋଭାକ୍ସିନ୍‌ ଟିକା ଚୋରି

ଜୟପୁର: ବୁଧବାର ଦିନ ଜୟପୁରର ଏକ ଡାକ୍ତରଖାନାରୁ ଭାରତ ବାୟୋଟେକର କୋଭିଡ୍‌-୧୯ ଟିକା କୋଭାକ୍ସିନ୍‌ର ୩୨୦ ଡୋଜ ଚୋରି ହୋଇଛି। ଶୀତଳ ଭଣ୍ଡାରରୁ ଟିକା କେନ୍ଦ୍ରକୁ ଯିବା ବାଟରେ ଟିକା ଚୋରି ହୋଇଥିବା ଖବର ସାମ୍‌ନାକୁ ଆସିଛି। କୋଭାକ୍ସିନର ଗୋଟିଏ ପାତ୍ରରେ ୧୦ ଟି ଟିକା ରହିଥାଏ। ୩୨ ଟି…

ବଟି ଆଦାୟ ମାମଲା: ସିବିଆଇରେ ହାଜର ହେଲେ ଅନୀଲ ଦେଶମୁଖ, ସିବିଆଇ କରିଥିଲା ସମନ

ମୁମ୍ୱାଇ: ବଟି ଆଦାୟ ମାମଲା । ସିବିଆଇରେ ହାଜର ହୋଇଛନ୍ତି ମହାରାଷ୍ଟ୍ରର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଆଜି ଡିଆରଡିଓର ଏକ ଗେଷ୍ଟ ହାଉସରେ ହାଜର ହୋଇଛନ୍ତି । ଗତ ଏପ୍ରିଲ ୧୨ ତାରିଖରେ ହାଜର ହେବାକୁ ସିବିଆଇ ତାଙ୍କୁ ସମନ କରିଥିଲା । ଏହାପୂର୍ବରୁ ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ…

ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବୈଠକ ପରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଏବଂ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଜୁନ୍ ୧ ରେ ସ୍ଥିତିର ସମୀକ୍ଷା…

ଉତ୍ତରପ୍ରଦେଶରେ ୧୨ରୁ ଅଧିକ IAS ଅଧିକାରୀ କରୋନା ପଜିଟିଭ୍ 

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୧୨ରୁ ଅଧିକ IAS ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି । ଯୋଗୀ ସରକାରଙ୍କ ୧୨ରୁ ଅଧିକ ଆଇଏସଏସ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅର୍ଥ ସଚିବ ଓ ସ୍ୱତନ୍ତ୍ର ସଚିବଙ୍କ ସମେତ ଅର୍ଥ ବିଭାଗର ପାଖାପାଖି ୨୦ ଜଣ ଲୋକ ପିଜିଟିଭ୍ ବାହାରିଛନ୍ତି ।…

ବମ୍ବେ ଓଡ଼ିଶା ଭବନ କ୍ୟାଣ୍ଟିନ୍‍ ଖୋଲିବାକୁ ବିପିନ ମିଶ୍ରଙ୍କ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କଲେ ନିବେଦନ 

ମୁମ୍ବାଇ: ବମ୍ବେ ଓଡ଼ିଶା ଭବନ କ୍ୟାଣ୍ଟିନ୍‍ ଖୋଲିବାକୁ ବିପିନ ମିଶ୍ରଙ୍କ ଦାବି । ନଭି ମୁମ୍ବାଇ ସ୍ଥିତ ଓଡ଼ିଶା ଭବନର କ୍ୟାଣ୍ଟିନକୁ ତୁରନ୍ତ ଚାଲୁ କରିବାକୁ ବମ୍ବେ ଓଡ଼ିଆ ମହାସଂଘର ସଭାପତି ଡଃ ବିପିନ ମିଶ୍ର ଦୃଢ଼ ଦାବି କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି…

ପ୍ରଥମ ଡୋଜ୍ ଟିକା ନେବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କରୋନା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ଟ୍ୱିଟରରେ ସୂଚନା ଦେଇଛନ୍ତି । ପ୍ରାଥମିକ ଲକ୍ଷଣ ଦେଖା ଦେବା ପରେ ସେ କୋଭିଡ୍ ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଛି । କରୋନା ସଂକ୍ରମିତ ହେବା ପରେ ସେ ଏବେ…

ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାରେ ଯୋଗ ଦେବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୪୮ ଜଣ କରୋନା ପଜିଟିଭ

ଜମ୍ମୁକଶ୍ମୀର: ନବରାତ୍ରି ପର୍ବରେ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାରେ ଯୋଗ ଦେବା ପାଇଁ ଜାମ୍ମୁ କାଶ୍ମୀରର କାତ୍ରାରେ ୧୪,୦୦୦ ରୁ ଅଧିକ ଭକ୍ତ ପହଞ୍ଚିଛନ୍ତି। ଏହି ଉତ୍ସବର ପ୍ରଥମ ଦିନରେ ୪୮ ଶ୍ରଦ୍ଧାଳୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହାପରେ ଜିଲ୍ଲା ପ୍ରଶାସନ ଏବଂ…

କରୋନା ସଙ୍କଟ ସମୟରେ କୋଭିଡ୍‌ ରୋଗୀଙ୍କ ଆଶ୍ରା ପାଲଟିଛନ୍ତି ଗୁଜରାଟର ଏହି ବ୍ୟକ୍ତି

ଗୁଜରାଟ: ମହାମାରୀର ଦ୍ୱିତୀୟ ତରଙ୍ଗ ଯୋଗୁଁ ଭାରତରେ କୋଭିଡ୍-୧୯ ମାମଲାରେ ତୀବ୍ର ବୃଦ୍ଧି ଘଟିଥିବା ବେଳେ ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ସଙ୍କଟ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହି କାହାଣୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଏହି ବ୍ୟକ୍ତି ଜଣକ…

ଓଏସଏସ ପକ୍ଷରୁ ଜିତେନ୍ଦ୍ର ହରିପାଲଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାଡ଼ ପ୍ରଦାନ

ସିଙ୍ଗାପୁର : ଓଡ଼ିଆ ସୋସାଇଟି ଅଫ ସିଙ୍ଗାପୁର (ଓଏସଏସ) ପକ୍ଷରୁ ଆନ୍ଦନ ଓ ଉତ୍ସାହର ସହ ଅନଲାଇନ ମାଧ୍ୟମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଇସିସିଆର ମହା ନିର୍ଦ୍ଦେଶକ ଦିନେଶ କେ. ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ସେ ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ…

ଅଖିଳେଶ ଯାଦବ କରୋନା ପଜିଟିଭ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ବୁଧବାର ସକାଳେ ଟ୍ୱିଟର୍‌ ଜରିଆରେ ଏହି ସୂଚନା ଦେଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଘରେ ସଙ୍ଗରୋଧରେ ରହିଥିବା କହିଛନ୍ତି। ସେ କହିଛନ୍ତି ଯେ "ମୋର କୋଭିଡ୍‌ ରିପୋର୍ଟ…