Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୋଟା ଭୋଟ୍ ଅଧିକ ହେଲେ ନିର୍ବାଚନ ରଦ୍ଦ !

ନୂଆଦିଲ୍ଲୀ: ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ନେଇ ସୋମବାର ଦିନ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ସୂଚନା ଅନୁଯାୟୀ, ଯଦି ନୋଟାର ଭୋଟ୍ ଅଧିକ, ତେବେ ସେହି ନିର୍ବାଚନକୁ ବାତିଲ କରାଯାଉ।…

ସିଂହ ଛୁଆ ସହ ବିବାହ ଫଟୋ ସୁଟ୍‌ କରି କଡା ନିନ୍ଦାର ଶିକାର ହେଲେ ଦମ୍ପତି

ନୂଆଦିଲ୍ଲୀ: ଆଜିକାଲି ବିବାହ ଫଟୋ ସୁଟ୍‌ କରିବା ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ତେବେ ଖଲିଜ୍‌ ଟାଇମସ୍‌ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ଏକ ଦମ୍ପତି ତାଙ୍କ ବିବାହ ଫଟୋସୁଟ୍‌ ସମୟରେ ଏକ ସିଂହ ଛୁଆ ସହିତ ଫଟୋ ସୁଟ କରୁଥିବାର ନଜର ଆସିଛନ୍ତି। ଏହି ନିଷ୍ପତ୍ତି ନେବା ପରେ ସୋସିଆଲ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବୌଦ୍ଧ ଧର୍ମ ଗ୍ରହଣ କଲେ କି ଧୋନୀ ?

ଭୁବନେଶ୍ୱର: ଚର୍ଚ୍ଚାରେ ଧୋନୀ । ଚର୍ଚ୍ଚାରେ ଧୋନୀଙ୍କ ବୌଦ୍ଧ ଭିକ୍ଷୁକ ଅବତାର । ଆଇପିଏଲ୍ ପୂର୍ବରୁ ଧୋନୀ ଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଚହଳ ଖେଳାଇଛି । ହେଲେ ଏହି ଫଟୋ ପଛର ଅସଲ କାହାଣୀ କ’ଣ ? କାହିଁକି ଧୋନୀ ନେଇଛନ୍ତି ଏପରି ବିଚିତ୍ର ଅବତାର ? ସତରେ କ’ଣ ସେ ବୌଦ୍ଧ ଧର୍ମ ଗ୍ରହଣ…

କାହିଁକି ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ଅପେକ୍ଷା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ରହିଛି ଅଧିକ…

ଅହମ୍ମଦାବାଦ: ଗୁଜୁରାଟର ନର୍ମଦା ଜିଲ୍ଲାର କେଭାଡିଆରେ 'ଷ୍ଟାଚ୍ୟୁ ଅଫ୍ ୟୁନିଟି' ୨୦୧୮ରେ ପ୍ରଥମ ଥର ପାଇଁ ଉଦ୍‌ଘାଟନ ହୋଇଥିଲା। ଏହାର ଉଦଘାଟନ ପରଠାରୁ ପ୍ରାୟ ୫୦ ଲକ୍ଷ ପରିଦର୍ଶକ ଏଠାକୁ ଆସିଛନ୍ତି। ଏ‌ ନେଇ ଜଣେ ରାଜ୍ୟ ସରକାରୀ ଅଧିକାରୀ ସୋମବାର କହିଛନ୍ତି। ଏହି ପ୍ରତିମୂର୍ତ୍ତି ଏକ…

ଧର୍ମଦାମରୁ ନିର୍ବାଚନ ଲଢିବେ କେରଳ ସିଏମ ପିନାରାଇ ବିଜୟନ୍‌

କନ୍ନୁର: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ସୋମବାର ଦିନ ଧର୍ମଦାମ ନିର୍ବାଚନମଣ୍ଡଳୀରୁ ଏଲଡିଏଫ୍‌ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ସକାଳ ୧୧ ଟାରେ ଦୁଇଟି ସେଟ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ…

ସୁରଟରେ ବଢିଲା କରୋନା, ୨୦ ଛାତ୍ରଛାତ୍ରୀ ପଜିଟିଭ୍,  କଲେଜ ସହ ୨ ସ୍କୁଲ ବନ୍ଦ

ସୁରଟ: ଗୁଜୁରାଟର ସୁରଟରେ ସ୍କୁଲ-କଲେଜ ଖୋଲିବା ପରେ ବଢିଗଲା କରୋନା । ଗୋଟିଏ କଲେଜ ଓ  ଦୁଇଟି ବିଦ୍ୟାଳୟରେ ୨୦ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୁଜୁରାଟରେ ଗତ ଫେବ୍ରୁଆରୀ ମାସରୁ ସ୍କୁଲ ଖୋଲିଲାଣି । ତାପରଠୁ ଏବେ ସୁଦ୍ଧା ରାଜ୍ୟରେ ୧୧୮ ଛାତ୍ରଛାତ୍ରୀ ଓ ଶିକ୍ଷକ…

ଆଜିଠାରୁ ସାତଦିନ ପାଇଁ ନାଗପୁର ଲକ୍‌ଡାଉନ

ନାଗପୁର: ନାଗପୁରରେ ଆଜିଠାରୁ ଏକ ସପ୍ତାହ ଧରି ଲକ୍‌ଡାଉନ୍‌ ଜାରି କରାଯାଇଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ ନାଗପୁରର ସୀମାକୁ ସିଲ୍ କରାଯାଇଛି ଏବଂ ଲକଡାଉନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନାଗପୁର ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ…

ନିଲମ୍ବିତ ହେଲେ ‘ଏନକାଉଣ୍ଟର ସ୍ପେଶାଲିଷ୍ଟ୍’‌ ସଚିନ ୱାଜେ

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ 'ଆଣ୍ଟିଲିଆ' ବାହାରେ ଥିବା ଗାଡିରୁ ବିସ୍ଫୋରକ ସାମଗ୍ରୀ ଜବତ ଘଟଣାର ତଦନ୍ତରେ ଗିରଫ ହୋଇଥିବା ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ସୋମବାର ସେବାରୁ ନିଲମ୍ବିତ କରାଯାଇଛି। ରାଷ୍ଟ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନଆଇଏ) ଦ୍ୱାରା…

ସୋନୁଙ୍କ ମହାନତା: ଏଥର ସୋନୁ କରିଛନ୍ତି ଏକ ବଡ଼ ଘୋଷଣା, ୧ ଲକ୍ଷ ଲୋକଙ୍କୁ ଚାକିରି ଦେବାକୁ ଘୋଷଣା କରି ଚର୍ଚ୍ଚାରେ 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ । ପ୍ରାକୃତିକ ଦୁର୍ବିପାକ ହେଉ କି ମହାମାରୀ କରୋନା । ଦେଶକୁ ଯେତେବେଳେ ସାହାଯ୍ୟର ଆବଶ୍ୟକତା ପଡ଼ିଛି ହାତ ମେଲାଇ ସାହାଯ୍ୟ କରିଛନ୍ତି ସୋନୁ । କିନ୍ତୁ ଏଥର ନିଜର ଉଦାରତାର ପରିଚୟ ଦେଇ ସେ ପୁଣି ସମସ୍ତଙ୍କ ମନ ଜିତି ନେଇଛନ୍ତି ।…

ଆଠ ଦିନ ହେଲା ବଢୁଛି: ଦେଶରେ ୧ଲକ୍ଷ ୭୪ ହଜାର ନୂଆ କରୋନା ଆକ୍ରାନ୍ତ, ୯୬୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଗତ ଆଠ ଦିନ ହେବ ବଢୁଛି । ଦୈନିକ ସଂକ୍ରମଣ । ୧୮ହଜାରରୁ ବଢ଼ି ୨୫ ହଜାର ପାର କରିଛି । ଗତ ୮ ଦିନ ଭିତରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୭୪ହଜାର ୧୪୦ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଲାଣି ୯୬୯ ଜୀବନ ।…