Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତାକାଲିଠୁ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତାକାଲିଠୁ ସଂସଦରେ ଆରମ୍ଭ ହେବ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । କୋଭିଡ୍‌ କଟକଣା ଭିତରେ ଆରମ୍ଭ ହେବ ବଜେଟ୍‌ ଅଧିବେଶନର ଦ୍ୱିତୀୟ ଭାଗ । ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି । ରାଜ୍ୟସଭା ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବାକୁ…

ଆଫ୍ରିଦିଙ୍କ ଜ୍ଵାଇଁ ହେବେ ଶାହିନ ଶାହା ଆଫ୍ରିଦି

ନୂଆଦିଲ୍ଲୀ: ଆଫ୍ରିଦିଙ୍କ ଜ୍ଵାଇଁ ହେବେ ଶାହିନ ଶାହା ଆଫ୍ରିଦି । ପାକିସ୍ତାନର ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କ ଝିଅ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳର ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦିଙ୍କ ବିବାହ ହେବାକୁ ଯାଉଛି । ଉଭୟ ପରିବାର ନିକାହ ପାଇଁ ସହମତି ପ୍ରକାଶ କରିଛନ୍ତି । ଶୀଘ୍ର ଶାହିନ ଓ…

ଟିକ୍‌ରୀ ସୀମା ନିକଟରେ ଆଉ ଜଣେ ଚାଷୀଙ୍କ ଆତ୍ମହତ୍ୟା

ଚଣ୍ଡିଗଡ଼: ହରିୟାଣାର ହିସାର ଜିଲ୍ଲାର ଜଣେ କୃଷକ ରବିବାର ଦିନ ଟିକ୍‌ରୀ ସୀମାର ବିରୋଧ ସ୍ଥାନରୁ ପ୍ରାୟ ସାତ କିଲୋମିଟର ଦୂରରେ ଥିବା ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ କେନ୍ଦ୍ରର ନୂତନ କୃଷି ନିୟମ ବିରୁଦ୍ଧରେ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ୪୯…

ଶିକ୍ଷକ ଗାଳି କରିବାରୁ ସ୍କୁଲରୁ ବାହାରି ଶିକ୍ଷକଙ୍କୁ ଗୁଳି  କଲା ଦ୍ୱାଦଶ ଶ୍ରେଣୀ ଛାତ୍ର

ଗାଜିଆବାଦ: ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି । ଜଣେ ଛାତ୍ର ନିଜ ଶିକ୍ଷକଙ୍କୁ ଗୁଳି କରିଥିବା ଜଣାପଡିଛି । ଶିକ୍ଷକଙ୍କ ଜୀବନ ବଞ୍ଚିଯାଇଛି । ସେ ଆହତ ଅଛନ୍ତି । ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଆହତ ଶିକ୍ଷକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା…

୯ ଏପ୍ରିଲରୁ  IPL ମହାସମର, ପ୍ରଥମରୁ କୋହଲି-ରୋହିତଙ୍କ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ବାଜିଲା IPL ବିଗୁଲ । ୯ ଏପ୍ରିଲରୁ IPL ମହାସମର । ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମ୍ୟାଚ୍‌ ସେଡ୍ୟୁଲ ଜାରି କରିଛି ବିସିସିଆଇ । ଆସନ୍ତା ଏପ୍ରିଲ ୯ ତାରିଖରେ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । IPL ସିଜିନ୍‌ ୧୪ର ଫାଇନାଲ ମ୍ୟାଚ୍‌ ମେ ୩୦ ତାରିଖରେ…

ଶିଶୁକୁ କୋଳରେ ଧରି ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି ମହିଳା

ଚଣ୍ଡିଗଡ଼: ଚଣ୍ଡିଗଡ଼ର ରାସ୍ତାରେ ଜଣେ ଟ୍ରାଫିକ୍‌ ମହିଳା ତାଙ୍କ ଶିଶୁକୁ କୋଳରେ ଧରି ଯାତାୟାତକୁ ନିୟନ୍ତ୍ରଣ କରୁଥିବା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ‌ହେଉଛି। ଏହି ସର୍ଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଅନେକ ସ୍ଥାନରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।…

କରୋନା ଟିକା ନେଲେ ଅଭିନେତା ଜିତେନ୍ଦ୍ର ଏବଂ ପତ୍ନୀ ଶୋଭା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ତଥା ନିର୍ମାତା ଜିତେନ୍ଦ୍ର ଏବଂ ପତ୍ନୀ ଶୋଭା କପୁରଙ୍କ ସହ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଜିତେନ୍ଦ୍ରଙ୍କ ପୁଅ ଅଭିନେତା ତୁଷାର କପୁର ଏହି ଖବର ଘୋଷଣା କରିବାବେଳେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ତାଙ୍କ ପିତାମାତାଙ୍କ ଫଟୋ ସେୟାର କରିଛନ୍ତି।…

ଦେଶର ଅଧିକାଂଶ ଦୂଷିତ ସ୍ଥାନ ଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ତୃତୀୟରେ ରହିଛି ଦିଲ୍ଲୀ

ନୂଆଦିଳ୍ଲୀ: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁଯାୟୀ ଜାତୀୟ ରାଜଧାନୀ ଦିଲ୍ଲୀ ଅଧିକାଂଶ ଦୂଷିତ ସ୍ଥାନ ଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଭାରତରେ ୧୧୨ଟି ସ୍ଥାନ ବିଷାକ୍ତ ଏବଂ ବିପଜ୍ଜନକ ପଦାର୍ଥ ଦ୍ୱାରା ଦୂଷିତ ହୋଇଛି। ଏହା…

ଲକ୍‌ଡାଉନ୍‌ ସମୟରେ ଚାକିରି ହରାଇଥିବା ଅଧିକାଂଶ ମହିଳା ହୋଇଛନ୍ତି ବେଶ୍ୟାବୃତ୍ତିର ଶିକାର

ନୂଆଦିଲ୍ଲୀ: ଶନିବାର ସକାଳେ ଏହି ଅପରେସନର ନେତୃତ୍ୱ ନେଇଥିବା ଲୁଧିଆନା ଏଡିସିପି ରୁପିନ୍ଦର କୌର ଶ୍ରାନ କହିଛନ୍ତି ଯେ ଳକ୍‌ଡାଉନ୍‌ ଅବଧିରେ ଚାକିରି ହରାଇଥିବା ତଥା ବିଭିନ୍ନ ରାଜ୍ୟରୁ ଆସିଥିବା ମହିଳାମାନେ ବେଶ୍ୟାବୃତ୍ତି ଶିକାର ହୋଇଛନ୍ତି। ଏହି ମହିଳାମାନେ ନେପାଳ, କେରଳ, ହିମାଚଳ…

ଦୁଷ୍କର୍ମର ୫୨ ଦିନ ଭିତରେ ଦୋଷୀକୁ ମିଳିଲା ଦଣ୍ଡ, ୩୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ

ବୁଲନ୍ଦସହର: ଦୁଷ୍କର୍ମର ଶିକାର ହେବାର ୨ ମାସ ଭିତରେ ପୀଡିତାଙ୍କୁ ମିଳିଲା ନ୍ୟାୟ ।  ଉତ୍ତର ପ୍ରଦେଶ ବୁଲନ୍ଦ ସହରରେ କୋର୍ଟ ଘଟଣାର ୫୨ ଦିନ ଭିତରେ ଦୋଷୀଙ୍କ ଦଣ୍ଡ ଶୁଣାଇଛନ୍ତି । ୨ ଦୁଷ୍କର୍ମକାରୀଙ୍କୁ କୋର୍ଟ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଉଭୟ ଦୋଷୀ ୧୩ ବର୍ଷୀୟା…