Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପିରେ ଯୋଗଦେଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରବିବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। 'ଭାରତ ମାତା କି ଜୟ' ଏବଂ 'ଜୟ ଶ୍ରୀ ରାମ' କହି କୋଲକାତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରେ ବିଜେପିରେ ଯୋଗ ଦେଇଛନ୍ତି ମିଥୁନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ଚଳଚ୍ଚିତ୍ର…

ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ ଓ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଉଛି କରୋନା । ବଢୁଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮ ହଜାର ୭୧୧ ନୂଆ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୨ଲକ୍ଷ ୧୦ହଜାର ୭୯୯କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୧୦ହଜାର…

ଟିକା ନେଲେ ମୋହନ ଭଗବତ ଓ ଭୟାଜୀ ଯୋଶୀ

ନାଗପୁର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଗଠନର ମୁଖ୍ୟ (ଆରଏସଏସ) ମୋହନ ଭଗବତ ଏବଂ ସାଧାରଣ ସମ୍ପାଦକ ସୁରେଶ ଭାୟାଜୀ ଯୋଶୀ ଜାତୀୟ କର୍କଟ ପ୍ରତିଷ୍ଠାନରେ କରୋନା ଟିକା ନେଇଛନ୍ତି। ଭାରତରେ କରୋନା ଟୀକାକରଣର ତୃତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରେ ଆରମ୍ଭ ହୋଇଥିଲା। ଯେଉଁଥିରେ ୬୦ ବର୍ଷରୁ ଅଧିକ ଲୋକ…

କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ମୋଦିଙ୍କ ବିରାଟ ରାଲି, ସାମିଲ ହେବେ ମିଥୁନ୍ ଚକ୍ରବର୍ତ୍ତୀ

କୋଲକାତା: ପଶ୍ଚିମବଙ୍ଗରେ ବଢ଼ିଛି ନିର୍ବାଚନ ଉଷ୍ଣତା । ଟିଏମସି-ବିଜେପିର ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଆଜି ବିଜେପିର ପ୍ରଚାର ଅଭିଯାନରେ ଶକ୍ତି ଯୋଗାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ବିରାଟ ରାଲି କରିବେ । ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା…

ଟ୍ବିଟରର ପ୍ରଥମ ଟ୍ବିଟ୍ ନିଲାମ, ଜାଣନ୍ତୁ କ’ଣ ରହିଛି ଖାସ୍

ନ୍ୟୁୟର୍କ: ଟ୍ୱିଟର ମାଲିକ ଜ୍ୟାକ୍ ଡୋର୍ସିଙ୍କ ଦ୍ୱାରା ହୋଇଥିବା ସର୍ବପ୍ରଥମ ଟ୍ୱିଟ୍ ସ୍ୱତନ୍ତ୍ର ଡିଜିଟାଲ୍ ସିଗ୍ନେଚର ସହ ବିକ୍ରି ହେଉଛି। ମାର୍ଚ୍ଚ ୨୦୦୬ ରେ ଡୋର୍ସିଙ୍କ ଆକାଉଣ୍ଟରୁ “Just setting up my twttr" ବୋଲି ପୋଷ୍ଟ କରାଯାଇଥିଲା। ଏକ ଟ୍ୱିଟ୍ ନିଲାମ $ ୧,୦୦,୦୦୦ ଡଲାର…

ନନ୍ଦିଗ୍ରାମରେ ମମତା ବନାମ ଶୁଭେନ୍ଦୁ ଲଢ଼େଇ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । କାହାର ହେବ ନନ୍ଦିଗ୍ରାମ । ଏହି ଆସନରୁ ମମତା ବାନାର୍ଜୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବା ବେଳେ, ଦିଦିଙ୍କ ବିରୋଧରେ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । କହିବାକୁ ଗଲେ, ଏଥର…

ପଶ୍ଚିମବଙ୍ଗରେ ୫୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେବେ ନନ୍ଦିଗ୍ରାମରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ । ଯିଏକି ମମତା ବାନାର୍ଜୀଙ୍କ ବିରୋଧରେ…

ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟର ୫ଜଣଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନରେ ସଂଖ୍ୟା ଲଘୁ ହିନ୍ଦୁ ସମ୍ପ୍ରଦାୟର ୫ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛ । ସେଠାରେ ଥିବା ହିନ୍ଦୁ ଏବଂ ଶିଖ ପରିବାର ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ରହୀମ ୟାର ଖାଁ ସହରଠାରୁ ୧୫ କିଲୋମିଟର ଦୂରରେ ଏହି ନୃଶଂସ କାଣ୍ଡ ଘଟିଛି । ରକ୍ତ ରଂଜିତ ଛୁରୀ ଓ କୁରାଢ଼ୀ…

ବିଗିଡ଼ିଲା ସାଧ୍ବୀ ପ୍ରଜ୍ଞାଙ୍କ ସ୍ବାସ୍ଥ୍ୟାବସ୍ଥା, ହସପିଟାଲରେ ଭର୍ତ୍ତି

ଭୋପାଳ : ବିଗିଡିଲା ମଧ୍ୟପ୍ରଦେଶର ବିଜେପି ସାଂସଦ ଥିବା ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା । ରକ୍ତଚାପ ବୃଦ୍ଧି ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସ୍ବତନ୍ତ୍ର ବିମାନରେ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ମାସରେ ମଧ୍ୟ…

ବଂଚିଗଲା ଇମ୍ରାନଙ୍କ ସରକାର

ଲାହୋର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶନିବାର ସଂସଦରେ ନିଜ ସରକାରଙ୍କୁ ବଂଚାଇବାରେ ସଫଳ ହୋଇଛନ୍ତି । ବିଶ୍ୱାସ ମତରେ ଇମ୍ରାନଙ୍କ ସପକ୍ଷରେ ୧୭୮ ଭୋଟ ପଡିଥିଲା । ସରକାର ବଂଚାଇବା ପାଇଁ ତାଙ୍କୁ ୧୭୨ ଭୋଟର ଆବଶ୍ୟକତା ଥିଲା । ବାଚସ୍ପତି ମଧ୍ୟ ବିଧିବଦ୍ଧ ଭାବେ ଇମ୍ରାନଙ୍କ ସରକାର…