Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାମିଲନାଡୁ ନିର୍ବାଚନ ପୂର୍ବରୁ ରାଜନୀତିକୁ ବାଏ ବାଏ କହିଲେ ଶଶିକଳା

ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଧରଣର ଓଲଟ ପାଲଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗିଥିବା ଭି.କେ ଶଶିକଳା ଆଜି ରାଜନୀତିକୁ ସବୁଦିନ ପାଇଁ କରିଛନ୍ତି ଅଲବିଦା । ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବାରୁ…

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା, କୋଭିଡ ବିରୋଧରେ ୮୧ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ : ଭାରତ ବାୟୋଟେକ୍ ଜାରି କରିଛି ସ୍ବଦେଶୀ ଭ୍ୟାକ୍ସିନ କୋଭାକ୍ସିନର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ପରୀକ୍ଷାର ପରିଣାମ । କମ୍ପାନୀର ଘୋଷଣା ଅନୁଯାୟୀ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନ ୮୧ ପ୍ରତିଶତ ପ୍ରଭାବଶାଳୀ ରହିଛି । ଦେଶରେ କୋଭାକ୍ସିନକୁ ଟିକାକରଣ ଅଭିଯାନରେ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଖ୍ରୀଷ୍ଟଧର୍ମୀଙ୍କ ବିରୋଧରେ ବିଜେପିର ସଙ୍ଗୀନ ଅଭିଯୋଗ, କେତେ ସତ ?

ଭୁବନେଶ୍ୱର: ହିନ୍ଦୁ ଧର୍ମପୀଠକୁ ଧ୍ୱଂସ କରୁଛି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ସରକାର । ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତୀ ଭାଙ୍ଗି ଖ୍ରୀଷ୍ଟଧର୍ମୀଙ୍କ କ୍ରସ ନିର୍ମାଣକୁ ସମର୍ଥନ କରୁଛି ଗୁଣ୍ଟୁର ଜିଲ୍ଲା ପ୍ରଶାସନ । କିଛି ଏପରି ଅଭିଯୋଗ ଆଣିଛନ୍ତି ବିଜେପିର କିଛି ବରିଷ୍ଠ ନେତା…

କମଲ ହାସନଙ୍କ ପାର୍ଟିରେ ଯୋଗଦେଇଛନ୍ତି ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ

ଚେନ୍ନାଇ: ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ. ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ କମଲ ହାସନଙ୍କ ମକ୍କଲନିଧି ମୟମ (ଏମଏନଏମ) ପାର୍ଟିରେ ଯୋଗ ଦେଇଛନ୍ତି । ଦଳରେ ତାଙ୍କୁ ଉପାଧ୍ୟକ୍ଷ ଭାବେ ଗ୍ରହଣ କରାଯାଇଛି । କମଲ ହାସନ ଏହି ପାର୍ଟିର ସଂସ୍ଥାପକ ସାଙ୍ଗକୁ ଆଜୀବନ ଅଧ୍ୟକ୍ଷ…

ଆମେରିକା ଏୟାରବେସରେ ଘନ ଘନ ରକେଟ ମାଡ

କାବୁଲ: ଇରାକର ଏନଅଲ ଅସାଦରେ ଥିବା ଆମେରିକା ଏୟାରବେସ୍ ଉପରେ ଘନ ଘନ ରକେଟ ମାଡ ହୋଇଛି । ଆମେରିକା-ଇରାନ ତିକ୍ତତା ମଧ୍ୟରେ ଏହି ରକେଟ ମାଡ ନେଇ ଇରାନ ଉପରେ ପରୋକ୍ଷରେ ସନ୍ଦେହ କରାଯାଉଛି । ଉପରୋକ୍ତ ବେସରେ ଆମେରିକା ସେନା ଅଧିକାଂଶ ସମୟ ରହିଥାନ୍ତି । ଇରାକ-ଆମେରିକା ମିଳିତ ସେନାର ନେତୃତ୍ୱ…

ଏଥର ମାର୍ଚ୍ଚ ୧୧ ତାରିଖ ଶିବରାତ୍ରି ଦିନ କୁମ୍ଭର ପ୍ରଥମ ଶାହୀ ସ୍ନାନ 

ହରିଦ୍ୱାର: ଏଥର ମାର୍ଚ୍ଚ ୧୧ ତାରିଖ ଶିବରାତ୍ରି ଦିନ କୁମ୍ଭର ପ୍ରଥମ ଶାହୀ ସ୍ନାନ ହେବ। ତୃତୀୟ ଶାହୀ ସ୍ନାନ ଏପ୍ରିଲ ୧୪ ମେଷ ସଂକ୍ରାନ୍ତିରେ ହେବ। କରୋନା ଯୋଗୁଁ ଏଥର କୁମ୍ଭ ମେଳାରେ ଅନେକ କଟକଣା ଲାଗୁ କରାଯାଇଛି। ଏଥର କୁମ୍ଭ ୪୮ ଦିନ ପାଇଁ ହେବ। ସାଧାରଣତଃ କୁମ୍ଭ ମେଳା ୧୨୦ ଦିନ ପାଇଁ…

ଏଣିକି ୨୪ ଘଣ୍ଟା ଦିଆଯିବ ଟିକା-ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସରିଲା କରୋନା ଟିକାକରଣ ସମୟସୀମା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ସରକାର କରୋନା ଟିକାକରଣ ସମୟସୀମା ଶେଷ କରିଛନ୍ତି । ବର୍ତ୍ତମାନ ଲୋକେ ସପ୍ତାହକ ୭ ଦିନ ୨୪ ଘଣ୍ଟା ନିଜ ସୁବିଧା ଅନୁସାରେ ଟିକା ନେଇପାରିବେ । ମାର୍ଚ୍ଚ ୧ ତାରିଖରୁ ଦ୍ୱିତୀୟ…

ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଉପରୁ ଉଠିଲା ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଉପରୁ ଉଠିଲା ଦେଶଦ୍ରୋହ ମାମଲା । ସୁପ୍ରିମ୍‌କୋର୍ଟ ଆଜି ତାଙ୍କୁ ଏକ ବଡ଼ ମାମଲାରୁ ମୁକ୍ତି କରିଛନ୍ତି । ଧାରା ୩୭୦ ହଟାଇବାକୁ ନେଇ ଫାରୁକ୍‌ ଦେଇଥିବା ଦେଶ ବିରୋଧୀ ବୟାନ ବିରୋଧରେ ପୂର୍ବରୁ…

ଆନନ୍ଦ ମହିନ୍ଦ୍ରାଙ୍କ ଭାଇରାଲ୍‌ ପୋଷ୍ଟ; ହାତୀ ପିନ୍ଧିଛି ସାର୍ଟ, ପ୍ୟାଣ୍ଟ

ନୂଆଦିଲ୍ଲୀ: ମାର୍ଚ୍ଚ ୩ରେ ଆନନ୍ଦ ମହିନ୍ଦ୍ରା ଏକ ନୂଆ ପୋଷ୍ଟ ସେୟାର କରିଛନ୍ତି। ସେହି ପୋଷ୍ଟରେ ହାତୀର ଫଟୋ ସେୟାର କରିଥିଲେ। କିନ୍ତୁ ଏହି ଫଟୋ ଏକ ସାଧାରଣ ହାତୀର ଫଟୋ ନୁହେଁ। ଏଥିରେ ଏକ ଟ୍ବିଷ୍ଟ୍‌ ଆଣିଛନ୍ତି ଆନନ୍ଦ ମହିନ୍ଦ୍ର। ଯାହାକୁ ଆପଣ ଫଟୋ ଦେଖିଲା ପରେ ହିଁ ଜାଣିପାରିବେ।…

ସେକ୍ସ ସିଡି ମାମଲା: ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ

ବେଙ୍ଗାଳୁରୁ: ବିବାଦର କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ରମେଶ ଜାରକିହୋଲି । ସେକ୍ସ ସିଡି ମାମଲାରେ ଏବେ ବିବାଦର ପରିସରରେ ମନ୍ତ୍ରୀ । ବୁଧବାର ରମେଶ ନିଜର ଇସ୍ତଫା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କୁ ପଠାଇଛନ୍ତି । ରମେଶ ନିଜର ଇସ୍ତଫାରେ କହିଛନ୍ତି, ତାଙ୍କ ଉପରେ ଯେଉଁମାନେ…