Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ପେଶ ଏକ୍ସ ମିଶନକୁ ପୁନର୍ବାର ଝଟକା: ପ୍ରୋଟୋଟାଇପ ଲ୍ୟାଣ୍ଡିଂ ବେଳେ ଜଳିଗଲା ରକେଟ

ନ୍ୟୁୟର୍କ: ଏଲନ ମସ୍କଙ୍କ ସ୍ପେଶ ଏକ୍ସ ମିଶନ ମାର୍ଶକୁ ବୁଧବାର ପୁନର୍ବାର ଝଟକା ଲାଗିଛି । ସ୍ପେଶଏକ୍ସ ରକେଟର ପ୍ରୋଟୋଟାଇପ ଲ୍ୟାଣ୍ଡିଂ ବେଳେ ଏହା ବୈଷୟିକ ତ୍ରୁଟି ଯୋଗୁ କ୍ରାଶ ହେବା ସହ ଜଳି ଯାଇଥିଲା । ମସ୍କଙ୍କ କମ୍ପାନୀକୁ ଏହା ଦ୍ୱିତୀୟ ଝଟକା । ପୂର୍ବରୁ ଗତବର୍ଷ ଡିସେମ୍ବରରେ ମଧ୍ୟ ଏ…

ଦୀପ ସିଦ୍ଧୁଙ୍କୁ ଗିରଫ କରିବା ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଲାଲ୍‌ କିଲ୍ଲାରେ ଶିଖ୍ ପତାକା ଉତ୍ତୋଳନ କରିବାରେ ସମ୍ପୃକ୍ତ ଥିବା ଦୀପ ସିଦ୍ଧୁ, ଯୁଗରାଜ ସିଂ ଏବଂ ଦୀପ ସିଦ୍ଧୁଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ଲାଲ୍‌ କିଲ୍ଲା ଉପରେ…

କୃଷକଙ୍କ ସମର୍ଥନରେ ହଲିଉଡ୍ ସେଲିବ୍ରିଟି

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି । ଜିଦରେ ଅଟଳ କୃଷକ ସଂଗଠନ । ଦେଶ ବାହାରେ ବି ଚାଷୀ ଆନ୍ଦୋଳନକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ଗ୍ଲୋବାଲ୍ ସେଲିବ୍ରିଟି । ହଲିଉଡ୍ ପପ୍ ଷ୍ଟାର ରିହାନା ଏନେଇ ଚିନ୍ତା ପ୍ରକଟ କରିବା ସହ ଏକ ଟ୍ୱିଟ୍ କରିଛନ୍ତି…

ଦେଶରୁ ସୁସ୍ଥ ହେଲେଣି ୯୭% କରୋନା ଆକ୍ରାନ୍ତ, ଆଜି ୧୧ ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କମିଛି କରୋନା କାୟା । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୩୯ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୪ହଜାର ୨୨୫ ସଂକ୍ରମିତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୭ଲକ୍ଷ…

ବେଙ୍ଗାଳୁରୁରେ ଏରୋ ଇଣ୍ଡିଆ ଶୋ ଉଦଘାଟିତ

ବେଙ୍ଗାଳୁରୁ: ବେଙ୍ଗାଳୁରୁରେ ଆଜିଠୁ ଆରମ୍ଭ ହୋଇଛି ଏସିଆ ମହାଦେଶର ସବୁଠୁ ବଡ଼ ଏୟାର ଶୋ ଏରୋ ଇଣ୍ଡିଆ ୨୦୨୧ । ଆଜିଠାରୁ ତିନି ଦିନ ପାଇଁ ଚାଲିବ । ଏହାକୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସିଡିଏସ ଜେନେେରାଲ୍ ବିପିନ ରାଓ୍ୱତ ଓ…

ଇ-କମର୍ସ କମ୍ପାନୀ ‘ଆମାଜନ୍‌’ ସିଇଓ ପଦ ଛାଡ଼ିବେ ଜେଫ୍‌ ବେଜୋସ୍

ନୂଆଦିଲ୍ଲୀ: ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରୁ ଓହରିବେ ଜେଫ୍ ବୋଜେସ । ଏନେଇ ଆମାଜନ୍ ଡଟ୍ କମ୍ ପକ୍ଷରୁ ସୂଚନା ଦିଆଯାଇଛି । ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଚଳିତବର୍ଷ ଶେଷ ସୁଦ୍ଧା ତାଙ୍କ ପଦ ଛାଡିବେ । ତାଙ୍କ ସ୍ଥାନରେ ଆମାଜନ ୱେବ୍ ସର୍ଭିସେସ୍ ମୁଖ୍ୟ ଆଣ୍ଡି…

କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହ ଅନୁମତି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ…

ଲକ୍ଷାଧିକ ଏୟାରଟେଲ ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌

ନୂଆଦିଲ୍ଲୀ : ସାମ୍ନାକୁ ଆସିଲା ବ୍ୟକ୍ତିଗତ ତଥ୍ୟ ଲିକ୍‌ର ଆଉ ସାଂଘାତିକ ଘଟଣା । ଏକ ୱେବ୍‌ ସାଇଟ୍‌ରେ ଲିକ୍‌ ହୋଇଛି ଲକ୍ଷାଧିକ ଏୟାରଟେଲ୍‌ ସିମ୍‌ ବ୍ୟବହାର କରୁଥିବା ମୋବାଇଲ ଉପଭୋକ୍ତାଙ୍କ ନମ୍ବର ସହ ଆଧାର ତଥ୍ୟ । ଏଥିରେ ବ୍ୟକ୍ତି ବିଶେଷମାନଙ୍କର ଠିକଣା, ସହର, ଘରର ନାଁ, ଆଧାର କାର୍ଡ…

୨୦୨୧ ୟୁଜିସି ନେଟ୍‌ ପରୀକ୍ଷା ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ଘୋଷଣା ହେଲା ୨୦୨୧ ୟୁଜିସି ନେଟ୍‌ ପରୀକ୍ଷା ତାରିଖ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ୟୁଜିସି ନେଟ୍ ପାଇଁ ତାରିଖ ଘୋଷଣା କରିଛନ୍ତି । ଜାତୀୟ ପରୀକ୍ଷା ଏଜେନ୍‌ସି ୨, ୩, ୪, ୫, ୬, ୭, ୧୦, ୧୧, ୧୨, ୧୪ ଏବଂ ୧୭ ମେ ୨୦୨୧ରେ ୟୁଜିସି ନେଟ୍‌ ପରୀକ୍ଷା…

ବଡ ଧରଣର ଡକାୟତି ପାଇଁ ଯୋଜନା ବେଳେ ପହଞ୍ଚିଲା ପୋଲିସ, ୪ ଗିରଫ

ଗଂଜାମ: ଏକ ବଡ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛି ଖଲ୍ଲିକୋଟ ପୋଲିସ । ଆଜି ୧୬ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା । ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୬ଟି ପିସ୍ତଲ, ୨ଟି…