Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ଟିକା ନେଲେଣି ୨୩ ଲକ୍ଷ ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଟିକାକରଣ । ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀ ଟିକା ନେଇ ସାରିଲେଣି । ଆଜି ପ୍ରାୟ ୩ ଲକ୍ଷ ହିତାଧିକାରୀ ଟିକା ନେଇଛନ୍ତି । ଟିକା ନେବା ପରେ ଏଯାଏଁ କେବଳ ୦.୦୦୦୭ ପ୍ରତିଶତ ଲୋକ ଡାକ୍ତରଖାନାରେ…

ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ ବିମାନ

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲା ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ଉଡ଼ାଣ ଭରି ଆଜି ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ପ୍ରାୟ ୭ ହଜାର କିଲୋମିଟର ଯାତ୍ରା କରିବା ପରେ ଭାରତରେ ଅବତରଣ କରିଛି ଏହି ଲଢୁଆ ଯୁଦ୍ଧ ବିମାନ । ଏହି ଯାତ୍ରା ସମୟରେ ଆକାଶରେ ଇନ୍ଧନ…

ଚାଷୀ ସଙ୍ଗଠନକୁ ଦୋଷ ଦେଲେ ଦିଲ୍ଲୀ ପୋଲିସ କମିଶନର

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସାକାଣ୍ଡ ଘଟଣାରେ ଚାଷୀ ନେତାଙ୍କୁ ଦାୟୀ କଲେ ଦିଲ୍ଲୀ ପୋଲିସ କମିଶନର । ହିଂସା ପାଇଁ ଚାଷୀନେତା ଦାୟୀ ବୋଲି କହିଛନ୍ତି ଦିଲ୍ଲୀ ପୋଲିସ କମିଶନର । ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦେବାକୁ ରାଜିନଥିଲା ପୋଲିସ । କିନ୍ତୁ…

ଦିଲ୍ଲୀ ହିଂସା ପରେ ଆନ୍ଦୋଳନରୁ ଓହରିଲେ ଦୁଇ ଚାଷୀ ସଂଗଠନ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ବଢ଼ୁଛି ବିବାଦ । ହିଂସା ପରେ ଚାଷୀ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । କୃଷି ଆଇନ ବିରୋଧରେ ପ୍ରାୟ ଦୁଇ ମାସରୁ ଅଧିକ ଦିନ ଧରି ଆନ୍ଦୋଳନ କରୁଥିବା ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଓ…

୨୦୨୨ରେ ୩ ଯାତ୍ରୀଙ୍କୁ ନେଇ ‘ସ୍ପେସ୍‌ ଷ୍ଟେସନ୍‌’ ଯିବ ପ୍ରଥମ ଘରୋଇ ଜେଟ୍‌, ଜଣକା ଭଡ଼ା ୪୦୦ କୋଟି ଟଙ୍କା

ନୂଆଦିଲ୍ଲୀ : ୪୦୦ କୋଟି ଟଙ୍କା ଦେଲେ ହିଁ ସ୍ପେସ୍‌ ଷ୍ଟେସନ୍‌ ବୁଲିବାକୁ ସୁଯୋଗ ମିଳିପାରିବ । ସେମିତି ୩ ଆରବପତି ଏବେ ସେଠାକୁ ଯିବାକୁ ବାହାରିଛନ୍ତି । ୨୦୨୨ରେ ସେମାନେ ଯିବାକୁ ଥିବା ବେଳେ ପ୍ରତି ବ୍ୟକ୍ତି ୪୦୦ କୋଟି ଲେଖାଏଁ ଦେବେ । ଆମେରିକାର ଫ୍ଲୋରିଡା ସ୍ଥିତ କ୍ୟାପ୍‌…

ଫେବୃଆରୀ ମାସ ପାଇଁ କରୋନା ଗାଇଡଲାଇନ

ନୂଆଦିଲ୍ଲୀ: ଫେବୃଆରୀ ମାସ ପାଇଁ କେନ୍ଦ୍ର ସରକାର ଜାରି କଲେ କରୋନା ଗାଇଡଲାଇନ। ଜାନୁଆରୀ ମାସ ଭଳି ଫେବୃଆରୀ ମାସର ଗାଇଡଲାଇନରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ । ପୂର୍ବଭଳି ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।…

ଟ୍ରାକ୍ଟର ରାଲିରେ ହିଂସା ବିସ୍ତାର କରିଥିବା ୫୫୦ ରୁ ଅଧିକ ଟ୍ୱିଟର୍‌ ଆକାଉଣ୍ଟ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ୭୨ ତମ ଗଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀରେ ଏକ କୃଷକମାନଙ୍କ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସା ସଂପର୍କରେ ଟ୍ୱିଟର ବୁଧବାର ଦିନ ୫୫୦ ରୁ ଅଧିକ ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛି। ଟୁଇଟର ମୁଖପାତ୍ର କହିଛନ୍ତି ଯେ ପ୍ଲାଟଫର୍ମରେ ସେହି ଟ୍ୱିଟର୍‌କୁ ସ୍ଥଗିତ ରଖାଯାଇଛି ଯାହା ଏହାର…

ଶାନ୍ତି ମିଶନ ପାଇଁ ମିଳିତ ଜାତିସଂଘକୁ ୧.୫ ମିଲିୟନ୍ ଡଲାର ସହାୟତା ପ୍ରଦାନ କରିବ ଭାରତ

ନୂଆଦିଲ୍ଲୀ: ଶାନ୍ତି ମିଶନ ପାଇଁ ମିଳିତ ଜାତିସଂଘକୁ ୧.୫ ମିଲିୟନ୍ ଡଲାର ସହାୟତା ଘୋଷଣା କରିଛି ଭାରତ। ଭାରତ ଏହା ମଧ୍ୟ କହିଛି ଯେ ୨୦୨୧ ବର୍ଷ ବିଶ୍ବ ସମୁଦାୟ ପାଇଁ ଅଧିକ ସ୍ମରଣୀୟ ଏବଂ ବିଶେଷ କରି କରୋନା ମହାମାରୀ ପ୍ରସଙ୍ଗରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବିଶେଷ ସୁଯୋଗ ପ୍ରଦାନ କରିଥାଏ।…

ପୋଲିସ ଜାଲରେ ସିରିଏଲ୍ କିଲର, ୧୮ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି କରିଛି  ହତ୍ୟା

ହାଇଦ୍ରାବାଦ : ବିବାହର କିଛିଦିନ ପରେ ପତ୍ନୀ ଅନ୍ୟ ପୁରୁଷ ସହ ଫେରାର ହୋଇଗଲା । ମାନସିକ ଭାରସାମ୍ୟ ହରାଇବସିଲା ସ୍ୱାମୀ । ଏହାପରେ ମହିଳାଙ୍କ ପ୍ରତି ଘୃଣାଭାବ ଆସିଯାଇଥିଲା । ସ୍ବାମୀରୁ ପାଲଟିଗଲା ସିରିଏଲ୍‌ କିଲର୍‌ । ଗୋଟିଏ ଦୁଇଟି ନୁହେଁ ୧୮ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି…

ନେପାଳରେ ଆରମ୍ଭ ହେଲା ଟିକାକରଣ ଅଭିଯାନ; ଭାରତର ସହାୟତା ପାଇଁ ପିଏମ୍‌ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନେପାଳ…

କାଠମାଣ୍ଡୁ: ଆଜି ନେପାଳରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ବୁଧବାର ନେପାଳରେ କୋଭିଡ-୧୯ ଟିକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ରାଷ୍ଟ୍ରପତିଙ୍କ ବାର୍ତ୍ତା ପଢି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ନେପାଳର…