Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଇପିଏଲ ୨୦୨୧ ଖେଳାଳିଙ୍କ ନିଲାମୀ, ଫେବୃଆରୀ ୧୮ ତାରିଖରେ ଚେନ୍ନାଇରେ ହେବ

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ ପାଇଁ ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଖେଳାଳିଙ୍କ ନିଲାମୀ । ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନ୍ସିଲ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏ ସମ୍ବନ୍ଧରେ ଘୋଷଣା କରାଯାଇଛି । ଭାରତ-ଇଂଲଣ୍ଡ ମଧ୍ୟରେ ହେବାରୁ ଥିବା ୪ଟି ଟେଷ୍ଟ ମ୍ୟାଚରେ ପ୍ରଥମ ଦୁଇଟି ମ୍ୟାଚ ଚେନ୍ନାଇ ଆୟୋଜନ…

ପୁଣି ବିଗିଡିଲା ଦାଦାଙ୍କ ସ୍ୱାସ୍ଥ୍ୟବସ୍ଥା, ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଡାକ୍ତରଖାନାରେ ଭର୍ତ୍ତି 

କୋଲକାତା : ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ । ବିସିସିଆଇର ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡିଛି । ଦେହ ଖରାପ ହେବା ପରେ ସୌରଭ ଗାଙ୍ଗୁଲିଙ୍କଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଅଚନାକ ସେ ଛାତିରେ ଯନ୍ତ୍ରଣା ଅନୁଭବ…

କେନ୍ଦ୍ର କ୍ୟାବିନେଟ ବୈଠକରେ ନଡ଼ିଆ ଚାଷୀଙ୍କ ପାଇଁ ବିଶେଷ ଉପହାର; କୋପ୍ରା ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପିଛା…

ନୂଆଦିଲ୍ଲୀ: କ୍ୟାବିନେଟ ବୈଠକରେ କେନ୍ଦ୍ର କ୍ୟାବିନେଟ୍‌ ନଡିଆ ଚାଷୀଙ୍କୁ ଉପହାର ଦେଇଛନ୍ତି। କୋପ୍ରା (ଶୁଖିଲା ନଡ଼ିଆ) ଉତ୍ପାଦନ କରୁଥିବା ଚାଷୀଙ୍କ ପାଇଁ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। କ୍ୟାବିନେଟ କ‌ୋପ୍ରାର ଏମଏସପି କୁ ୩୭୫ ରୁ କ୍ୱିଣ୍ଟାଲ ପିଛା ୧୦,୩୩୫…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାରକୁ ଧକ୍କା ଦେଲା ଟ୍ରକ, ଗୋଟିଏ ପରିବାରର ୮ ମୃତ

ଜୟପୁର : ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଜୟପୁର-କୋଟା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।  ତୀବ୍ର ଗତିରେ ଆସୁଥିବା ଗୋଟିଏ ଟ୍ରକ ଆଗରେ ଯାଉଥିବା ଏକ କାରକୁ ଧକ୍କା ମାରିଥିଲା । ଯେଉଁଥିରେ କାରରେ ବସିଥିବା…

ଅନ୍‌ଲାଇନ୍‌ ରମି ଗେମ୍‌ ମାମଲା: ବିରାଟ କୋହଲି ଏବଂ ତମ୍ମନା ଭାଟିଆଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କୋଚି: ବିରାଟ କୋହଲି ଏବଂ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ଅଭିନେତା ଅଜୁ ଭାର୍ଗସେଙ୍କୁ କେରଳ ହାଇକୋର୍ଟ ନୋଟିସ ପଠାଇଛନ୍ତି। ଅନଲାଇନ୍ ରମି ଖେଳ ଉପରେ ଆଇନଗତ ପ୍ରତିବନ୍ଧକ ଦାବି କରି ଏକ ଆବେଦନ କରାଯାଇଥିଲା। ଏହି ତିନିଜଣ ସେଲିବ୍ରିଟି ଅନଲାଇନ୍ ରମି ଖେଳର ବ୍ରାଣ୍ଡ୍‌ ଆମ୍ବାସାଡର ହୋଇଥିବାରୁ…

କୃଷକଙ୍କ ପରେଡରେ ହୋଇଥିବା ହିଂସା ଘଟଣାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଚାଲିଛି ସିସିଟିଭି ଯାଞ୍ଚ

ନୂଆଦିଲ୍ଲୀ : ପୁରା ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଗତକାଲି ହୋଇଥିବା ହିଂସା ଓ ଦଙ୍ଗା ଘଟଣାର ତଦନ୍ତ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ କରିବ । ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସଆଇଟି ଗଠନ କରିବାକୁ ପ୍ରସ୍ତୁତି କରୁଛି । ଏସଆଇଟି ଟିମ୍ ପୁରା ଘଟଣାର ତଦନ୍ତ କରିବ । ଘଟଣାର ଖିଅ ଖୋଜିବାକୁ…

୪ ବର୍ଷ ପରେ ଜେଲରୁ ମୁକୁଳିଲେ ଶଶିକଳା

ବେଙ୍ଗାଲୁରୁ: ଦୁର୍ନୀତି ମାମଲାରେ ଚାରି ବର୍ଷ କାରାଦଣ୍ଡ ଭୋଗିବା ପରେ AIADMK ର ବରଖାସ୍ତ ନେତା ଭି.କେ ଶଶିକଳାଙ୍କୁ ଆଜି ଜେଲରୁ ମୁକ୍ତ କରାଯାଇଛି। ତେବେ ନିକଟରେ ଶଶିକଳା କରୋନା ସଂକ୍ରମିତ ହୋଇ ଚିକିତ୍ସା ହୋଇଥିଲେ। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।…

କୃଷକଙ୍କ ସହ ସଂଘର୍ଷ ପରେ ଲାଲ୍‌ କିଲ୍ଲାରେ ସୁରକ୍ଷା କଡାକଡି

ନୂଆଦିଲ୍ଲୀ: ବୁଧବାର ଦିନ ଭାରତୀୟ ରାଜଧାନୀର ମଧ୍ୟଭାଗରେ ଐତିହାସିକ ଲାଲ୍‌ କିଲ୍ଲାରେ ଶହ ଶହ ପୋଲିସ ଜଗି ରହିଥିଲେ ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମରେ ୮୦ ଜଣ ଆହତ ହୋଇଛନ୍ତି। ହଜାର ହଜାର କୃଷକ କୃଷି କ୍ଷେତ୍ରର ନୂତନ ସଂସ୍କାରକୁ ବିରୋଧ କରି କହିଛନ୍ତି ଯେ…

ତାମିଲନାଡୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ମୃତି ସ୍ମାରକୀ ଉଦ୍‌ଘାଟିତ

ଚେନ୍ନାଇ: ଚଳିତ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ରାଜନୈତିକ ଅସ୍ଥିରତା ତୀବ୍ର ହେବାରେ ଲାଗିଛି। ରାଜ୍ୟ ସରକାର ଆଜି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସ୍ମାରକୀ ଉଦଘାଟନ କରାଯାଇଛି। ଚେନ୍ନାଇର ମାରିନା ବିଚରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଲାନିସାମି…

ଜାନୁଆରୀ ୨୯କୁ ଘୁଞ୍ଚିଲା ଏସ୍‌ସି ପାନେଲ୍‌ ସହ କୃଷକଙ୍କ ବୈଠକ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ବିକ୍ଷୋଭ ପ୍ରଦର୍ଶନ ସମୟରେ ହିଂସା ଆରମ୍ଭ ହେବା ପରେ ଟ୍ରାଫିକ୍ ପ୍ରତିବନ୍ଧକ ଯୋଗୁଁ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ସହିତ କୃଷକମାନଙ୍କର ବୈଠକ ଜାନୁଆରୀ ୨୯ କୁ ପୁନଃସ୍ଥାପିତ ହୋଇଛି। ଜାନୁଆରୀ ୨୧ ରେ ୮ ଟି ରାଜ୍ୟରୁ କୃଷକ ସଙ୍ଗଠନ ସହିତ…